ଯେଉଁ ସ୍ତ୍ରୀ ସ୍ଵାମୀଙ୍କ ପୂର୍ବରୁ ଭୋଜନ କରିଥାନ୍ତି ସେମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Vastu Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନରେ ଭଗବାନଙ୍କ ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଭଗବାନ ଶ୍ରୀକୃଷ୍ଣକୁ ବହୁତ ଲୋକ ନିଜର ଗୁରୁ ଭାବେ ଭାବିଥାନ୍ତି । ସେହିପରି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଦୁନିଆରେ ସବୁଠୁ ବଡ ସମ୍ପର୍କ ହେଉଛି ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ । ଯାହା ଦୁନିଆର ସବୁଠାରୁ ମଜବୁତ ସମ୍ପର୍କ ହୋଇଥାଏ । ସେହିପରି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ସବୁଠୁ ମଜବୁତ ସମ୍ପର୍କ ଏବଂ ସବୁଠୁ ଦୁର୍ବଳ ସମ୍ପର୍କ ମଧ୍ୟ ହୋଇଥାଏ ।

ଯଦି ଏହି ସମ୍ପର୍କରେ ମନ ଓ କର୍ମ ମିଶିଯାଏ ତେବେ ଏହା ଦୁନିଆର ସବୁଠୁ ଭଲ ସମ୍ପର୍କ ହୋଇଥାଏ । ସେହିପରି ଯଦି ଦୁଇଜଣ ମଧ୍ୟରେ କୌଣସି କଥା ନ ମିଶିଵ ତେବେ ତାଙ୍କ ସମ୍ପର୍କରେ ବାଧା ଦେଖାଯାଏ । ଯଦି ଆପଣଙ୍କ ମଧ୍ୟରେ କୌଣସି କଥାକୁ ନେଇକି ଝଗଡା ହେଉଛି ତେବେ ଆପଣ ଏହାକୁ ନିଜ ମଧ୍ୟରେ କଥା ବାର୍ତା କରିକି ଠିକ କରିଦେବା ଉଚିତ ।

କେବେହେଲେ ଦୁଇ ଜଣ ମଧ୍ୟରେ ତୃତୀୟ ବ୍ୟକ୍ତି ଆସିବା ଉଚିତ ନୁହଁ । କାରଣ ତୃତୀୟ ବ୍ୟକ୍ତି ସଂପର୍କ ଠିକ କରିବା ଅପେକ୍ଷା ସମ୍ପର୍କ ଅଧିକ ଖରାପ କରିଦେଇଥାଏ । ଏହିପରି ଦିନେ ଶ୍ରୀକୃଷ୍ଣ ପ୍ରଶ୍ନ କରିଥିଲେ ଯୁଧିଷ୍ଠିରକୁ ଯେ ପୁରୁଷ ର ସବୁଠୁ ଭଲ ମିତ୍ର କିଏ ଅଟେ ?ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ନିଜ ପତ୍ନୀ । କାରଣ ଦୁନିଆରେ ସବୁଠୁ ଭଲ ସମ୍ପର୍କ ହେଉଛି ମିତ୍ରତା ।

ମିତ୍ରତା ମଧ୍ୟରେ ଯେତେ ଝଗଡା ହୋଇଥିଲେ ମଧ୍ୟ ସେ ପରେ ନିଜ ଭୁଲ ବୁଝି ଏକାଠି ହୋଇଥାନ୍ତି । ସେହିପରି ପତିପତ୍ନୀ ସମ୍ପର୍କ ମଧ୍ୟ ହୋଇଥାଏ । ନିଜ ମନକୁ ଜାଣିକି ଆଗକୁ ଚାଲିବା ଉଚିତ । ଏହିପରି କେତେ ସ୍ଥାନ ରେ ଦେଖିବାକୁ ମିଳେ ଯେ ସ୍ୱାମୀ ଓ ସ୍ତ୍ରୀ ଯେକୌଣସି ଜାଗାରେ ମଧ୍ୟ ନିଜ ଭିତରେ ଝଗଡା ଆରମ୍ଭ କରିଦେଇଥାନ୍ତି । ଏହା ନ କରିକି ସେହି ସ୍ଥାନ ରେ ନିଜ ଇଜତ କୁ ଜଗିକି ଚୁପ ହେଇଯିବା ଉଚିତ । ଏହିପରି କେତେକ ସ୍ତ୍ରୀ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ନାମ ରେ ଅନ୍ୟ ଆଗରେ ଖରାପ କହିଥାନ୍ତି ।

ଏହା କରିବା ବହୁତ ଭୁଲ ଅଟେ । ଏହାଦ୍ୱାରା ଘରେ ଥିବା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ଯାହା ଫଳରେ ଘରର ଲକ୍ଷ୍ମୀ ଘରୁ ଚାଲିଯାଇଥାନ୍ତି । ଘର ସଜାଇବା ପାଇଁ ଘରେ ବହୁତ ସୁନ୍ଦର ଜିନିଷ ରଖାଯାଏ । ସେହିପରି ସ୍ବାମୀ ର ବିଶ୍ୱାସକୁ ମଧ୍ୟ ସଜାଇ ରଖିବା ଉଚିତ । ସ୍ୱାମୀର ଇଜତ ଓ ଚରିତ୍ରକୁ କୁ ସବୁବେଳେ ସମାନ ଦେବା ଉଚିତ । ସ୍ଵାମୀ ଓ ସ୍ତ୍ରୀ ନିଜ ନିଜ ଚରିତ୍ରକୁ ନେଇକି ସବୁବେଳେ ଠିକ ରହିବ ଉଚିତ । ସ୍ୱାମୀ ହଉ କି ସ୍ତ୍ରୀ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ମହିଳା ସହିତ ସମ୍ପର୍କ ରଖିବା ଦ୍ଵାରା ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇଯାଇଥାଏ ।

ଯାହା ଫଳରେ ବହୁତ ମତଭେଦ ଦେଖାଯାଏ । ସ୍ୱାମୀ ଓ ସ୍ତ୍ରୀ କୁ କେବେହେଲେ କୌଣସି କଥା ଲୁଚେଇବା ଠିକ ନୁହେଁ କାରଣ ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ଗୋଟିଏ ଗାଡିର ଦୁଇଟି ଚକ ଭଳି । ସବୁବେଳେ ନିଜ ନିଜ ଭିତରେ ବିଶ୍ୱାସ ରଖିବା ଉଚିତ । କେବେହେଲେ ଦୁଇଜଣ ନିଜକୁ ଛୋଟ ଭାବେ ଦେଖିବା ଉଚିତ ନୁହେଁ ସବୁବେଳେ ଏକ ସଙ୍ଗେ ସବୁ କାର୍ଯ୍ୟ କରିବା ଉଚିତ । ଯାହାଦ୍ଵାରା ସମ୍ପର୍କ ବହୁତ ମଜବୁତ ହୋଇଥାଏ ।

ସେହିପରି ଶାସ୍ତ୍ରରେ ଲେଖା ଅଛି ପତ୍ନୀ କେବେ କୌଣସି ଯାନରେ ଯାତ୍ରାକଲା ବେଳେ ଅନ୍ୟ ପୁରୁଷ ସହ ବସିବା ଉଚିତ ନୁହଁ ଏବଂ ପୁରୁଷ କେବେ ପୂଜାରେ କୌଣସି ମହିଳା ସହିତ ବସିବା ଉଚିତ ନୁହଁ । ସ୍ୱାମୀ ଖାଇସାରିବା ପରେ ହିଁ ସ୍ତ୍ରୀ ଖାଇବା ଉଚିତ । ଏହି ସବୁ କାରଣ ଯୋଗୁ ସବୁବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବୁଝିବା ଶକ୍ତି ରଖିବା ନିଶ୍ଚିତ ରହିବା ଉଚିତ । ଯାହାଦ୍ଵାରା ସ୍ୱାମୀ ସ୍ତ୍ରୀ ସର୍ବଦା ସୁଖରେ ରହିପାରିବେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ