ଯେଉଁ ପତ୍ନୀ ଛୁଆର ହେଲାନି…. ସେ ସ୍ଵାମୀର ହେବ କେମିତି ? ସ୍ତ୍ରୀ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ଵାମୀ, ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ବି ହେବ ଗରମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ସମସ୍ତ ଗାଁ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ରର ସମିତି ମାନ ଗଢି ଉଠିଛି । ଯେଉଁଠାରେ କି ଗାଁ ମହିଳା ମାନେ ସେଠାରେ ନିଜର ଟଙ୍କା ନେଣଦେଣ କାର୍ଯ୍ୟ ସହ ଅନ୍ୟାନ୍ୟଗୋଷ୍ଠୀ ଭିତ୍ତିକ କାର୍ଯ୍ୟ ମଧ୍ୟ କରାଯାଇଥାଏ । ସେହିପରି ଏକ ଫାଇନାନ୍ସିଆଲ  ସମିତିରେ ଥିବା ଜଣେ  ମହିଳା ସେହି ମହିଳା ସମିତିର ସଦସ୍ୟ ମାନଙ୍କର ଟଙ୍କା ନେଇ ସେହି ଗୃପର ସାରଙ୍କ ସହିତ ଫେରାର ହୋଇଯାଇଛି ।

ସେଥିପାଇଁ ସେହି ସମିତିର ମହିଳା ସଦସ୍ୟ ମାନେ ଟଙ୍କା ନେଇ ଫେରାର ହୋଇଥିବା ମହିଳାଙ୍କ ନାମରେ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମହିଳା ସମିତିର ୮ ଜଣ ମହିଳାଙ୍କର ଟଙ୍କା ନେଇ ସେହି ଅଭିଯୁକ୍ତ ମହିଳା ଜଣଙ୍କ ରାତାରାତି ଚମ୍ପଟ ମାରିଛନ୍ତି । ଏହି କଥା ଜଣା ପଡିଲା ପରେ ମହିଳା ସମିତିର ସଦସ୍ୟ ମାନେ ଟଙ୍କା ଚୋରୀ ପାଇଁ ବ୍ୟସ୍ତ ହୋଇପଡିଛନ୍ତି ।

ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ଗ୍ରାମର ଏକ ଫାଇନାନ୍ସିଆଲ ସଂସ୍ଥାର ମହିଳା ଜଣଙ୍କ ନିଜ ସଂସ୍ଥାରୁ ହିଁ ସମସ୍ତଙ୍କ ଟଙ୍କା ଚୋରୀ କରି ଫେରାର ହୋଇଯାଇଛି । ନିଜ ସ୍ଵାମୀକୁ ଛାଡି ସଂସ୍ଥାର ସାରଙ୍କ ସହିତ ଗାଁ ଛାଡି ପଳାଇଗଲେ । ଫେରାର ଥିବା ପତ୍ନୀ ଓ ତାଙ୍କ ସ୍ଵାମୀଙ୍କ ନାମରେ ଗାଁ ମହିଳା ମାନେ ଅଭିଯୋଗ ଦେଇଛନ୍ତି ।

ଏହାର ଅପର ପକ୍ଷରେ ଫେରାର ହୋଇଥିବା ସ୍ତ୍ରୀ ଓ ଫେରାର ପ୍ରେମିକ ତାଙ୍କ ନାମରେ ମହିଳା ଜଣଙ୍କର ସ୍ଵାମୀ ଥାନାରେ ଏତଲା ଦେଇଛନ୍ତି । ଫାଇନାନ୍ସିଆଲ ସଂସ୍ଥା ସହିତ ସମ୍ପୃକ୍ତ ଫେରାର ପ୍ରେମିକ ଯାଜପୁର ଜିଲ୍ଲା କଣ୍ଟିଗୋଡିଆ ଗ୍ରାମରେ ତାଙ୍କ ଘର । ଫାଇନାନ୍ସିଆଲ ସଂସ୍ଥା ସହିତ ଜଡିତ ଫେରାର ମହିଳା ଜଣଙ୍କର ସ୍ଵାମୀଙ୍କର କହିବା ଅନୁସାରେ ତାଙ୍କ ସ୍ତ୍ରୀଙ୍କର ଆଗରୁ ଫେରାର ହୋଇଥିବା ପ୍ରେମିକ ସହିତ ସମ୍ପର୍କ ଚାଲିଥିଲା ।

ପାଖାପାଖି ୩୦ ରୁ ୩୫ ଲକ୍ଷ ଟଙ୍କା ନେଇ ପ୍ରେମିକ ସହିତ ମହିଳା ଜଣଙ୍କ ଘର ଛାଡି ପଳାଇଛନ୍ତି । ସ୍ବାମୀଙ୍କ କହିବା ଅନୁସାରେ ସ୍ତ୍ରୀଙ୍କ ଆଗରୁ ସବୁବେଳେ ନିଜ ଘରର ଆର୍ଥିକ ସ୍ଥିତିକୁ ନେଇ କିଛି ନା କିଛି ବିବାଦ ଲାଗିରହୁଥିଲା । ତେଣୁ ସେ ଫାଇନାନସିଆଲ ସଂସ୍ଥା ସହିତଜଡିତପଇସା ବାଲା ଲୋକ ସହିତ ସଂସ୍ଥାର ଟଙ୍କା ଚୋରୀ କରି ପଳାଇଗଲା ।

ତାଙ୍କ ସ୍ଵାମୀଙ୍କ ସହିତ ବାଦ ବିବାଦ ଲାଗିରହୁଥିବା କାରଣରୁ ସେ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖି ତାଙ୍କ ସହ ପଳାଇଗଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ