ଯେଉଁମାନେ ମ-ଦ ପିଉଛନ୍ତୁ ସେମାନେ ସୁଧୁରି ଯାଆନ୍ତୁ ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି Aswin

ନମସ୍କାର ବନ୍ଧୁଗଣ, ମ-ଦ୍ୟପାନ ସେବନର ନି-ଶା ଏବେ ସମଗ୍ର ଯୁବପିଢିଙ୍କୁ ହୋଇସାରିଛି । ପ୍ରାୟ ସମସ୍ତେ ଏବେ ନି-ଶାରେ ବୁଡି ରହୁଛନ୍ତି । ମଜା ମଜଲିସ କରିବାର ଏକ ମାଧ୍ୟମ ବନାଇଦେଇଛନ୍ତି ନି-ଶା ଦ୍ରବ୍ୟର ସେବନକୁ । ଆଜିର ଏହି ମଜା କାଲି ଯେ ଆପଣଙ୍କ ପାଇଁ ସଜାର ରୂପ ନେଇ ସାମ୍ନାକୁ ଆସିବ ତାହାର କଳନା କେହି ମଧ୍ୟ କରୁନାହାନ୍ତି । ତେବେ ଓଡିଆ ସିନେ ଜଗତର କଳାକାର ଅଶ୍ଵିନୀ ତ୍ରିପାଠୀ କାହିଁକି ସମସ୍ତଙ୍କୁ ସୁଧୁରିଯିବାର ସତର୍କ ସୂଚନା ଦେଇଛନ୍ତି କଣ ରହିଛି ସମ୍ପୂର୍ଣ ଖବର ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ଅଶ୍ଵନୀ କହିଛନ୍ତି ଯେଉଁମାନେ ମ-ଦ ପିଉଛନ୍ତି କିମ୍ବା ଅନ୍ୟ କୌଣସି ନି-ଶାରେ ଲୁପ୍ତ ରହୁଛନ୍ତି ସେମାନଙ୍କୁ ସେ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଛନ୍ତି ଏହିସବୁରୁ ଦୂରେଇ ରହିବା ପାଇଁ । ସେ କହିଛନ୍ତି ବହୁତ ହଇରାଣ ହେବେ ଆଜ୍ଞା । ଆପଣଙ୍କ ସାମ୍ନାରେ ଆପଣ ମାନେ ବହୁତ ଉଦାହରଣ ଦେଖିସାରିଲେଣି । ତେବେ ପିଣ୍ଟୁ ନନ୍ଦ ଗୁରୁତର ଅବସ୍ତାରେ ମେଡିକାଲରେ ଚିକିତ୍ସା ହେଉଥିବା କଥା ତ ଆପଣ ମାନେ ନିହାତି ଜାଣିଛନ୍ତି ।

ଅଶ୍ଵିନୀ କହିଛନ୍ତି ତାଙ୍କ ତରଫରୁ ସେ ପିଣ୍ଟୁ ନନ୍ଦଙ୍କୁ ଯାହା ସାହାର୍ଯ୍ୟ କରିବା କଥା କରିଛନ୍ତି । ସେ ସମସ୍ତଙ୍କୁ ଦୁଇଟି ଅନୁରୋଧ କରିଛନ୍ତି ପ୍ରଥମଟି ହେଉଛି ନିହାତି ଭାବରେ ଦୁନିଆରେ ଜଣେ ମଣିଷ ବଞ୍ଚି ରହିବା ଦରକାର । ପିଣ୍ଟୁ ନନ୍ଦଙ୍କ ଭଳି ଏକ ଭଲ କଳାକାର ବଞ୍ଚି ରହିବା ଦରକାର । ତାଙ୍କ ଜୀବନ ବଞ୍ଚିବା ପାଇଁ ଆପଣଙ୍କ ପକ୍ଷେ ଯେତିକି ସମ୍ଭବ ଆପଣ ସାହାର୍ଯ୍ୟ କରନ୍ତୁ । ଏହି କଥା ସେ ପିଣ୍ଟୁ ନନ୍ଦଙ୍କ ଜୀବନ ବଞ୍ଚାଇବା ପାଇଁ ସମଗ୍ର ଓଡିଶା ବାସୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ।

ତାଙ୍କର ଦିତୀୟ ଅନୁରୋଧ ଥିଲା କି ଯେଉଁମାନେ ସିନେଜଗତର ଅଟନ୍ତି ବା ସିନେ ଜଗତ ବାହାରର ବି ଅଟନ୍ତି ଯଦି ଆପଣ ମାନେ ନି-ଶା ଦ୍ରବ୍ୟର ସେବନ କରୁଛନ୍ତି ସେମାନଙ୍କୁ ସେ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଛନ୍ତି ଏହିସବୁ ଜିନିଷରୁ ଦୂରେଇ ରହିବା ପାଇଁ । ନିଜକୁ ଏକ ଭଲ ମାର୍ଗରେ ଚଲାଇବାର ନିସ୍ପତି ନେବା ପାଇଁ ।

ଅଶ୍ଵିନୀ ଏକା ମଧ୍ୟ କହିଛନ୍ତି କି ଦୟାକରି ଏବେ ସୁଧୁରି ଯାଆନ୍ତୁ । ଏବେ ସୁଧୁରିବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ତେବେ ତାଙ୍କର ଏହି କଥାକୁ ନିଶ୍ଚୟ ହୃଦୟଙ୍ଗମ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।