ଦେଖନ୍ତୁ ଭିଡିଓ, ମଇଁଷିକୁ ଟାଣୁ ଥିଲା କଂସାଇ ତ ଆଣ୍ଠେଇକି ଲୁହଭରା ଆଖିରେ ଜୀବନର ଭିକ୍ଷା ମାଗିବାକୁ ଲାଗିଲା ଓ ଆଉ ତା ପରେ…

ମଇଁଷି ଏକ ଏମିତି ଗୃହପାଳିତ ପଶୁ ଅଟେ ଯାହା ଦୁନିଆର ସବୁ ଜାଗାରେ ମିଳିଥାନ୍ତି । ସାଧାରଣତଃ ଲୋକମାନେ ମଇଁଷିକୁ ଦୁଇଟି ଖାସ କାରଣ ପାଇଁ ପାଳିଥାନ୍ତି । ପ୍ରଥମେ ସେମାନେ ମଇଁଷି ଠାରୁ କ୍ଷୀର ପାଇବାକୁ ଚାହାନ୍ତି ଓ ଦ୍ଵିତୀୟରେ ସେମାନେ ମଇଁଷିକୁ କାଟି ତାହାର ମାଂସ ବିକ୍ରି କରିବାର କାମ କରନ୍ତି । କହିବାକୁ ଗଲେ ବର୍ତ୍ତମାନ ଦିନରେ ଇଣ୍ଟର୍ନେଟରେ ଇମୋସନରେ ଭରପୁର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ମାଂସାହାରୀ ଲୋକମାନଙ୍କ ଆଖିରେ ବି ଲୁହ ଚାଲି ଆସୁଛି ।

ଏହି ଭାଇରାଲ ଭିଡିଓରେ ଏକ ମଇଁଷି କସାଇ ସାମ୍ନାରେ ଅସହାୟ ଓ ଲୁହାଭରା ଆଖିରେ ନଜର ଆସୁଛି । ମଇଁଷି କସାଇ ସାମ୍ନାରେ ଆଣ୍ଠେଇ ପଡି ଲୁହଭରା ଆଖିରେ ନିଜ ଜୀବନର ଭିକ ମାଗୁଛି । ଏହି ଦୃଶ୍ୟ ବହୁତ ଭାବୁକ ଅଟେ । ଏହା ପରେ କଣ ହେଲା ତାହା ଜାଣିଲେ ଆପଣଙ୍କ ମନକୁ ଶାନ୍ତି ମିଳିବ ।

ସୂଚନା ଅନୁସାରେ ଏହି ଭାଇରାଲ ଭିଡିଓ ଚୀନର ଗ୍ୱାଂଗଡୋଂଗ ର ଶାନ୍ତାଉ ର ଅଟେ । ଏଠି ଏକ କଂସାଇଖାନାରେ ଗୋଟିଏ ଗର୍ଭବତୀ ମଇଁଷିକୁ କାଟିବା ପାଇଁ ଏକ କଂସାଇ ନେଇ ଯାଉଥିଲା । ଏମିତିରେ ଯେତେବେଳେ କଂସାଇ ସେହି ମଇଁଷିକୁ ନେଇ ଯାଉଥିଲା ତେବେ ମଇଁଷି କଂସାଇକୁ ଅଟକାଇବା ପାଇଁ ଚେଷ୍ଟା କରିଲା । ଯେତେବେଳେ କଂସାଇ ମାନିଲା ନାହିଁ ତେବେ ମଇଁଷି ଆଣ୍ଠେଇ ପଡିଲା ଓ ତା’ ଆଖିରୁ ଲୁହ ଝରିଲା । ଏମିତି ଲାଗୁଥିଲା କି ମଇଁଷି ଆଖିରେ ଆଖିରେ ହିଁ ନିଜ ଜୀବନର ଭିକ ମାଗୁଛି ।

ଯେତେବେଳେ ଏହି ଭିଡିଓ ଭାଇରାଲ ହେଲା ତ ଲୋକମାନେ ବହୁତ ଭାବୁକ ହୋଇଗଲେ ଓ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ £ ୨,୭୦୦ ମାନେ ୨.୫ ଲକ୍ଷ ଟଙ୍କା ଯୋଡି ମଇଁଷିକୁ ମୁକାଳି ନେଇଥିଲେ । ବର୍ତ୍ତମାନର ସୂଚନା ଅନୁସାରେ ଏହି ମଇଁଷି ଟି ବର୍ତ୍ତମାନ ଜୀଯାଂଗ ର ସ୍ୱର୍ଣ୍ଣ ମନ୍ଦିରରେ ଅଛି । ଏତିକି ନୁହେଁ ଏହି ମଇଁଷିର ଖାଦ୍ୟ ଓ ରହିବା ପାଇଁ ସେଠିକାର ଲୋକମାନେ ୪୧୦୦୦ ଟଙ୍କା ଯୋଡି ମନ୍ଦିରର ପ୍ରଶାସନକୁ ଦେଇଛନ୍ତି ।

ଏହିଭଳି ଭାବରେ ଲୋକମାନେ ଏହି ସାଧାରଣ ମଇଁଷିର ଜୀବନ ବଞ୍ଚାଇ ନେଲେ ଓ ତାକୁ ଏକ ନୂଆ ଜୀବନ ଦେଲେ । ଆପଣ ବି ଏହି ଭିଡିଓକୁ ଏଠି ଦେଖି ପାରିବେ । ଆଶା କରୁଛୁ କି ଏହି ଭିଡିଓ ଓ ସୂଚନା ଦୁଇଟି ହିଁ ଆପଣଙ୍କୁ ଭଲ ଲାଗିଥିବ । ଆମର ବି ଆପଣଙ୍କୁ ଏହା ପ୍ରାର୍ଥନା ଅଟେ କି ଆପଣମାନେ ମଇଁଷି ସମେତ ସବୁ ପଶୁ ପକ୍ଷୀମାନଙ୍କର ସମ୍ମାନ କରନ୍ତୁ ଓ ତାଙ୍କୁ ହତ୍ୟା କରନ୍ତୁ ନାହିଁ ।