ଶିକାରୀ ନିଜେ ଏଠି ଶିକାର ହେଇଗଲା, 2 ଟି ସିଂହଙ୍କ ଉପରେ ଭାରି ପଡିଗଲା ଗୋଟିଏ ବଳଦ ! ଭିଡିଓ ଦେଖିଲେ ନିଜ ଆଖିକୁ ବିଶ୍ଵାସ କରି ପାରିବେନି, ଦେଖନ୍ତୁ ଭାଇରାଲ Video

ଆଜି ଆମେ ଆପଣଙ୍କୁ ପୁରା ଦୁନିଆରେ କ୍ୟାମେରାରେ ରେକର୍ଡ ହୋଇଥିବା କିଛି ମଜାଦାର ଭିଡିଓ ବିଷୟରେ କହିବୁ । ଯାହାକୁ ଦେଖିବା ପରେ ଆପଣଙ୍କୁ ମନୋରଞ୍ଜନ ହୋଇଯିବ । ବ୍ରାଜିଲରେ ଏକ ଜେଲରେ ଜଣେ ବ୍ୟକ୍ତି ଜେଲରୁ ଫେରାର ହେବା ପାଇଁ ବହୁତ ଭଲ ବୁଦ୍ଧିମାନର କାର୍ଯ୍ୟ କରିଲେ । ସେ ଜେଲରେ ନିଜର ୧୯ ବର୍ଷର ଝିଅକୁ କିଛି ଜିନିଷ ନେଇ ତାଙ୍କୁ ଦେଖା କରିବା ପାଇଁ ଜେଲକୁ ଡାକିଲା । ଯେତେବେଳେ ସେ ସାକ୍ଷାତ କରି ଫେରିବାକୁ ଲାଗିଲେ ତେବେ ଯିବା ପୂର୍ବରୁ ସେଠି ଥିବା ଗାର୍ଡକୁ ସେହି ଝିଅର ଚାଲି ଚଳଣି ଉପରେ ସନ୍ଦେହ ହେଲା ।

ସେମାନେ ତାକୁ ଧରି ନେଲେ । କହିବାକୁ ଗଲେ ସେହି ବ୍ୟକ୍ତି ଜଣକ ନିଜ ଝିଅକୁ ଜେଲରେ ଛାଡି ନିଜେ ଝିଅ ଦ୍ଵାରା ଆଣିଥିବା ଝିଅର ଚେହେରା ଭଳି ସିଲିକନ ମାସ୍କ କେସ ଓ ଡ୍ରେସ ପିନ୍ଧି ଜେଲ ବାହାରକୁ ଯିବା ପାଇଁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ସେ ଧରା ପଡିଲା । କିନ୍ତୁ ସେ ବହୁତ ବୁଦ୍ଧିମାନ ର କାର୍ଜୀ କରିଥିଲା ।

 

ଏହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ବ୍ୟକ୍ତି ସୁଇମିଂ ପୁଲରେ ଗାଧୋଇବା ସମୟରେ ସୁଇମିଂ ପୁଲରେ ତାଙ୍କର ମୁଣ୍ଡ ଓ ଶରୀର ଅଲଗା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଯେମିତି ଯେମିତି କ୍ୟାମେରା ତାଙ୍କ ପାଖକୁ ପହଞ୍ଚିଲା ତେବେ ମୁଣ୍ଡ ଓ ଶରୀରର ଏକାଠି ଥିବାର ଜଣା ପଡିଲା । ଏହାର ମୁଖ୍ୟ କାରଣ ହେଉଛି ଲାଇଟ ସୁଇମିଂ ପୁଲର ଗୋଲେଇଊ ବିଚଳିତ କରୁଥିଲା ଓ ଏହି କାରଣରୁ ସୁଇମିଂ ପୁଲରେର ସାଇଟରୁ ଦେଖିବାରୁ ବ୍ୟକ୍ତିର ଶରୀରର ଓ ମୁଣ୍ଡ ଅଲଗା ଦେଖା ଯାଉ ଥିଲା ।

ସମସ୍ତେ ମାର୍କେଟରୁ ସତେଜ ମାଛ କିଣିବା ପାଇଁ ଚାହାନ୍ତି । କିନ୍ତୁ ଯଦି ଫ୍ରେସ୍ସ ମାଛ ଚାହୁଁଛନ୍ତି ଓ ଘର ପର୍ଯ୍ୟନ୍ତ ବି ଫ୍ରେସ୍ସ ମାଛ ନେଇ ଯିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ବ୍ୟକ୍ତିର ଉପାୟକୁ କରି ପାରିବେ । ସେ ପୂରାପୂରି ଫ୍ରେସ୍ସ ମାଛକୁ ନିଜ ଘରକୁ ନବା ପାଇଁ ନିଜ ଗାଡିର ଡିକିକୁ ଫିଶ ଟ୍ୟାଙ୍କ କରି ଦେଲେ ।

ମଇଁଷିର ଓ ଗାଈ ଓ ଏହି କୁକୁରକୁ ଦେଖନ୍ତୁ । ଯେଉଁଠି କିଛି ଗାଈ ଓ ମଇଁଷି ଯାଉଥିଲେ । ଯେଉଁଠି ଗୋଟିଏ କୁକୁର ଗୋଟିଏ ମଇଁଷିର ପିଠି ଉପରେ ଛିଡା ହୋଇଛି । ଯାହାକୁ ଦେଖିଲେ ଲାଗୁଛି କି ଜଣେ ରାଜା ଯାଉଛି ।

କହିବାକୁ ଗଲେ ଏହି ଭିଡିଓରେ ଜଣେ ଦମ୍ପତ୍ତି ବିବାହ ପରେ ଜୋଧପୁରର ଏକ ସହରରେ ଅଳିଆଗଦାରେ ଛିଡା ହୋଇ ନିଜର ପ୍ରି ୱେଡିଂ ଭିଡିଓ ଶୁଟିଙ୍ଗ କରୁଥିଲେ । ଏତିକି ନୁହେଁ ଦୁଇ ଜଣ ଡ୍ରୋନ କ୍ୟାମେରା ଓ ଅନ୍ୟ ହାଇଟେକ କ୍ୟାମେରା ବି ଆଣିଥିଲେ । କିନ୍ତୁ ଏହା ଏକା ସ୍ଵଚ୍ଛ ଭାରତ ଅଭିଯାନର ପ୍ରଚାର ପାଇଁ କରା ଯାଇ ଥିଲା ।

ଗୁଜୁରାଟରେ ଗୋଟିଏ ଗାଁରେ ରାତିରେ ଅଚାନକ ଦୁଇଟି ସିଂହୀ ପଶି ଆସିଲେ । ସେଠି ବନ୍ଧା ହୋଇଥିବା ଗୋଟିଏ ବଳଦକୁ ଶିକାର କରିବା ପାଇଁ ଚେଷ୍ଟା କରିଲେ । କିନ୍ତୁ ସାହାସୀ ବଳଦ ସିଂହୀମାନଙ୍କର ସାମ୍ନା କରିଲା । ଶେଷରେ ବଳଦ ନିଜର ଜୀବନ ବଞ୍ଚାଇବାରେ ସଫଳ ହେଲା ।