ସନ୍ଦେହ ହେବାରୁ ବାପା ଯେତେବେଳେ ଘରେ ଲଗେଇଲେ ସିସିଟିଭି କ୍ୟାମେରା ତ ନଜାରା ଦେଖି ତାଙ୍କ ହୋସ ଉଡିଗଲା

କିଛି ଖବର ଏମିତି ହୋଇଥାଏ ଯାହାକୁ ବିଶ୍ବାସ କରିବା ସହଜ ହୋଇ ନ ଥାଏ । ଅଧିକାଂଶ ଦେଖିବାକୁ ଗଲେ ସମ୍ପର୍କକୁ ନେଇ ଏମିତି କିଛି ଖବର ହୋଇଥାଏ ଯାହାକୁ ଶୁଣି ସମସ୍ତଙ୍କୁ ଅପମାନ ହେବାକୁ ପଡିଥାଏ । ଏହି ଖତରନାକ ମାମଲାକୁ ନେଇ ଲୋକ ମାନଙ୍କର ହୋସ ଉଡି ଯାଇଛି । ଆଜି ଆମେ ଆପଣ ମାଙ୍କୁ ଏମିତି ଏକ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯାହା ନିଜର ସବୁ ସୀମା ଟପି ଯାଇଛି ।

ସୂଚନା ଅନୁସାରେ ଏହି ମାମଲାଟି ୟୁପିର ପ୍ରୟାଗରାଜ ସ୍ଥାନର ଅଟେ ଯେଉଁଠାରେ ଜଣେ ବ୍ୟବସାୟୀଙ୍କର ଟଙ୍କା ଲଗାତାର ଚୋ-ରୀ ହେଉଥିଲା । ସବୁଠାରୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି ଯେ ସେହି ଘରେ ମାତ୍ର ୩ ଜଣ ରହୁଥିଲେ । ସେହି ବ୍ୟବସାୟୀଙ୍କ ବ୍ଯତୀତ ତାଙ୍କ ସ୍ତ୍ରୀ ଓ ଝିଅ ରହୁଥିଲେ । ଲଗାତାର ଟଙ୍କା ଚୋ-ରୀ ହେଉଥିବା ଯୋଗୁ ବ୍ୟବସାୟୀ ଜଣକ ନିଜ ସ୍ତ୍ରୀ ଓ ଝିଅକୁ ପଚାରିଥିଲେ ।

କିନ୍ତୁ ସେ କିଛି ବି ଜାଣିବାକୁ ପାଇ ନ ଥିଲେ । ଏହା ପରେ ବ୍ୟାପାରି ଜଣକ ନିଜ ଓକିଲଙ୍କ ସହ ଏହି ଘଟଣା ଶେୟାର କରିଥିଲେ । ଏହା ପରେ ତାଙ୍କ ଓକିଲ ତାଙ୍କୁ ଘରେ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଥିଲେ । କ୍ୟାମେରା ଲାଗିବା ପରେ ସତ କଣ ସାମନାକୁ ଆସିଥିଲା ଓ ନିଜ ଝିଅର କାରନାମା ବିଷୟରେ ମଧ୍ୟ ଜଣା ପଡିଥିଲା ।

ଏହି ମାମଲାରେ ସତ ସାମ୍ନାକୁ ଆସିଲା ପରେ ଜଣା ପଡିଲା ଯେ ବେପାରୀଙ୍କର ଝିଅ ହିଁ ଟଙ୍କା ଚୋ-ରୀ କରୁଥିଲା । ସତ ସାମନାକୁ ଆସିବା ପରେ ବେପାରୀଙ୍କର ଝିଅ ଏହାର କାରଣ କହିଥିଲେ ଯେ ସ୍କୁଲରେ ଗୋଟେ ପୁଅ ତାଙ୍କର କିଛି ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ କରିବ ବୋଲି ଧ-ମ-କ ଦେଉଥିଲା । ଏହା ପରେ ଝିଅଟି ସେହି ପୁଅକୁ ପ୍ରଥମ ଥର ଟଙ୍କା ଦେବା ପରେ ପୁଅଟି ବ୍ଳା-କ-ମେ-ଲ କରିବାକୁ ଆରମ୍ଭ କରିଥିଲା । ଯାହା ଫଳରେ ଝିଅ ସଦାବେଳେ ବେପାରୀଙ୍କର ତିଜୋରିରୁ ଟଙ୍କା ଚୋ-ରୀ କରୁଥିଲା ।

ଏହି ମାମଲାକୁ ନେଇ ପୋଲିସର କହିବା ଅନୁସାରେ ସେହି ଛାତ୍ର ଜଣକ ୫୦,୦୦୦ ଟଙ୍କାରେ ପ୍ରଥମେ ବ୍ଲା-କ-ମେ-ଲ କରିଥିଲା । ଏହା ପରେ ଛାତ୍ରଟି ୨୫,୦୦୦ ଓ ପରେ ୫୦,୦୦୦ ଟଙ୍କା ସେହି ଝିଅ ଠାରୁ ଆଦାୟ କରିଥିଲା । ଯେତେବେ ତିଜୋରିରୁ ଟଙ୍କା କମ ହେବାରେ ଲାଗିଲା ସେତେବେଳେ ଘରେ ହଙ୍ଗାମା ହୋଇଥିଲା । ସେହି ବ୍ଳାକମେଲ କରୁଥିବା ଛାତ୍ର ଜଣକ ସୁଲପୁର ଇଲାକାରେ ରହୁଥିଲା ।

ସୂଚନା ଅନୁସାରେ ଝିଅଟି ସେହି ଛାତ୍ରକୁ ୮ଲକ୍ଷ ୩୫,୦୦୦ ଟଙ୍କା ଦେଇ ସାରିଛି । ଘ-ଟ-ଣା ସମାନାକୁ ଆସିବା ପରେ ବେପାରୀ ଜଣକ ନିଜ ଝିଅକୁ ନେଇ ଥାନାରେ ମା-ମା-ଲା ରୁ-ଜୁ କରିଥିଲେ । କିନ୍ତୁ ଛାତ୍ର ଜଣକ ଘରୁ ଫେ-ରା-ର ହୋଇ ଯାଇଛି ବୋଲି ପୋଲିସ ଜାଣିବାକୁ ପାଇଥିଲା । ଛାତ୍ରର ଘର ଲୋକେ ବଦ୍ନାମ ହେବା ଭୟରେ ନିଜ ପରିଚୟ ଦେଉ ନାହାନ୍ତି । ଯେବେ ସେହି ଛାତ୍ର ଧରା ପଡିବ ସେବେ ଏହି ଘ-ଟ-ଣା-ର ପ-ର-ଦା-ଫା-ଶ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।