ବଲିଉଡରେ ଗୋଟେ ପରେ ଗୋଟେ ଯୌନ କାରନାମାର ଖୁଲସା ହେବାକୁ ଲାଗିଛି – ତନୁଶ୍ରୀଙ୍କ ପରେ ଏହି ଅଭନେତ୍ରୀ ଆଣିଲେ ଯୌନ ନିର୍ଯାତନାର ଅଭିଯୋଗ – ଦେଖନ୍ତୁ କିଏ ସେ

ବଲିଉଡରେ ଗୋଟେ ପରେ ଗୋଟେ ଯୌନ କାରନାମାର ଖୁଲସା ହେବାକୁ ଲାଗିଛି

କଂଗନା ରନୌତ ଫିଲ୍ମ କ୍ୱୀନ ର ଡାୟରେକ୍ଟର ବିକାସ ବହଲଙ୍କ ଉପରେ ଲଗାଇଲେ ଏହି ଆରୋପ । ମୁମ୍ବାଇ- ବଲୀଉଡ ଅଭିନେତ୍ରୀ କଙ୍ଗନା ରନୌତ ଆରୋପ ଲାଗିଛନ୍ତି ଯେ କ୍ୱୀନ ଫିଲ୍ମର ନିର୍ଦେଷକ ବିକାଶ ବହଲ ତାଙ୍କୁ ବହୁତ ସମୟରେ ଖରାପ ଅନୁଭବ କରାଇଥିଲେ । ଅଭିନେତ୍ରୀଙ୍କର ଏହି ଆରୋପ ପ୍ରୋଡକ୍ଶନ ହାଉସ “ଫୈଂଟମ ଫିଲ୍ମ୍ସ”ର ଏକ ମହିଳା କର୍ମଚାରୀ ଦ୍ଵାରା ଫିଲ୍ମ ନିର୍ଦେଶକ ଉପରେ ଖରାପ ବ୍ୟବହାରର ଆରୋପ ଲାଗିବା ପରେ ଆସିଛି । ଫାଣ୍ଟମ ଫିଲ୍ମ ର ଜଣେ ମହିଳା କର୍ମଚାରୀ ଗତ ବର୍ଷ ଆରୋପ ଲଗାଇଥିଲେ କି ନିର୍ଦେଶକ ବିକାଶ ବହଲ ତାଙ୍କ ସହ ଗୋଆ ଯିବା ସମାୟରେ ଅନୁଚିତ ବ୍ୟବହାର କରିଥିଲେ ।

ତନୁଶ୍ରୀଙ୍କ ପରେ ଏହି ଅଭନେତ୍ରୀ ଆଣିଲେ ଯୌନ ନିର୍ଯାତନାର ଅଭିଯୋଗ

କଙ୍ଗନା କହିଲେ “ମୁ ସେହି ମହିଳାର କଥା ଉପରେ ପୁରା ବିଶ୍ବାସ କରୁଛି” । ଆମେ ଯେବେ 2014 ରେ କ୍ୱୀନ ଫିଲ୍ମ ର ସୁଟିଙ୍ଗ କରୁଥିଲୁ, ସେହି ସମୟରେ ବିବାହିତ ହୋଇ ମଧ୍ୟ ବହଲ ମୋ ସମ୍ମୁଖରେ କହୁଥିଲେ କି ସେ ସବୁବେଳେ ନୂଆ ନୂଆ ଝିଅ ମାନଙ୍କ ସହ ଯୌନ ସମ୍ପର୍କ ରଖନ୍ତି ।

ସେ କହିଲେ କି ଆମେ ଯେବେବି ଦେଖା ହେଉ ସେ ମୋ ବେକ ଉପରେ ନିଜ ମୁହଁ ରଖି ମତେ ବହୁତ ଜୋରସେ ଧରନ୍ତି ଓ ମୋ କେଶକୁ ଶୁଙ୍ଘାନ୍ତି, ମତେ ତାଙ୍କୁ ହଟେଇବା ପାଇଁ ବହୁତ ବଳ ପ୍ରୟୋଗ କରିବାକୁ ପଡେ ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ