କରୋନା ଆପଣଙ୍କର କିଛି ବି କରି ପାରିବ ନାହିଁ, ବାସ ଏହି କଥା ଜାଣି ରଖନ୍ତୁ- Dr. B. K. Mishra

ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଭୟଙ୍କର ରୂପ ନେଇ ସାରିଛି । କରୋନା ମହାମାରୀର କୋପ ଏତେ ବଢି ଯାଇଛି ଯେ ଦିନକୁ ଦିନ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ ବହୁତ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଲକ୍ଷଣ ବହୁତ ଅଲଗା ରହିଛି । ତେଣୁ ଅଧିକାଂଶ ଲୋକ ଏହା ବୁଝି ପାରୁ ନାହାନ୍ତି ଯେ ତାଙ୍କୁ କରୋନା ସଂକ୍ରମଣ ହୋଇଛି ନା ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଡାକ୍ତର ଭିକେ ମିଶ୍ରଙ୍କ ମତରେ କରୋନା ମହାମାରୀ ଠାରୁ କିପରି ଆପଣ ମାନେ ବଞ୍ଚିପାରିବେ ଆଜିଆମେ ଜାଣିବା ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଡାକ୍ତର ଭିକେ ମିଶ୍ରଙ୍କ ମତରେ, ‘ଆମ ମାନଙ୍କୁ କରୋନା ଠାରୁ ବଞ୍ଚିବାକୁ ହେଲେ ଆମକୁ ଟାଇମଲାଇନ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଯଦି ଆମେ ଟାଇମଲାଇନ ବିଷୟରେ ଜାଣି ଦେବା ତା ହେଲେ ୯୯.୯ ପ୍ରତିଶତ ଚ୍ୟାନ୍ସ ଅଛି କି ଏହି ଭାଇରସ ଆମର ପ୍ରାଣ ନେଇ ପାରିବ ନାହିଁ । ଆପଣଙ୍କୁ କରୋନା ସଂକ୍ରମଣ ହୋଇପାରେ ହେଲେ କେବେବି ଆପଣଙ୍କ ଜୀବନ ଯିବାର ସମ୍ଭାବନା ରହିବ ନାହିଁ’ ।

ଡାକ୍ତର ଭିକେ ମିଶ୍ରଙ୍କ ମତରେ, ‘ବନ୍ଧୁଗଣ ଯଦି ଆପଣ କୌଣସି କରୋନା ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣଙ୍କୁ କେବଳ ୪ ରୁ ୫ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯିବ । ହେଲେ ବନ୍ଧୁଗଣ ଚିନ୍ତାର ବିଷୟ ଏହା ହେଉଛି ଯେ, ଆମ ଦେଶରେ ଥିବା ୪୦ ପ୍ରତିଶତ ଲୋକଙ୍କୁ ଏହି ଭାଇରସର କୌଣସି ଲକ୍ଷଣ ଜଣା ହିଁ ପଡୁ ନାହିଁ’ ।

ଏହାପରେ ଡାକ୍ତର କହିଲେ, ‘ ଯଦି କୌଣସି ବ୍ୟକ୍ତିକୁ ଏହାର ଲକ୍ଷଣ ଦେଖାଯିବ ନାହିଁ ତା ହେଲେ ସେହି ବ୍ୟକ୍ତି ପାଇଁ ଅନେକ ଲୋକଙ୍କୁ ଏହି ଭାଇରସ ସଂକ୍ରମିତ କରିଦେବ । କରୋନା ସଂକ୍ରମଣ ହେଲେ ପ୍ରଥମ ଦିନରେ ଆପଣଙ୍କ ତଣ୍ଟି ଅଳ୍ପ ଦରଯ ହେବ ଓ ଦ୍ଵିତୀୟ ଦିନ ଆପଣଙ୍କୁ କିଛି ମାତ୍ରାରେ ଥଣ୍ଡା ହୋଇଯିବ । ତୃତୀୟ ଦିନରେ ଆପଣଙ୍କୁ ଅଳ୍ପ ମାତ୍ରାରେ ଜ୍ଵର ହୋଇପାରେ ଓ ଚତୁର୍ଥ ଦିନରେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ସମସ୍ୟା ହେବ’ ।

ଏହାପରେ ଭିକେ ମିଶ୍ର କହିଛନ୍ତି, ‘ ପଞ୍ଚମ ଓ ଷଷ୍ଠ ଦିନରେ ଅପଙ୍କ ଜ୍ଵର ବହୁତ ଅଧିକ ବଢିଯିବ ଓ ଆପଣଙ୍କୁ କାସ ଜନିତ ସମସ୍ୟା ନିଶ୍ଚୟ ହେବ । ଏହା ସହିତ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ମଧ୍ୟ ବହୁତ ସମସ୍ୟା ହୋଇପାରେ । ତେଣୁ ବନ୍ଧୁଗଣ ଟାଇମଲାଇନ ବହୁତ ଜରୁରୀ ଅଟେ ଓ ଯଦି ଆପଣ ମାନେ ଏହି ପଞ୍ଚମ ଏବଂ ଷଷ୍ଠ ଦିନକୁ ଅଧିକ ଗୁରୁତ୍ଵ ଦେଇ ଜାଣିଦେବେ ଯେ ଆପଣଙ୍କୁ କରୋନା ହୋଇଛି ତା ହେଲେ ଆପଣ ତୁରନ୍ତ ଟେଷ୍ଟ କରାନ୍ତୁ’ ।

ଡାକ୍ତର ଭିକେ ମିଶ୍ରଙ୍କ ମତରେ, ‘ଆପଣ ମାନେ ଏହି ଦୁଇଟି ଡିନକୁ ଅଧିକ ଧ୍ୟାନ ଦିଅନ୍ତୁ ଓ ସମସ୍ତ ପ୍ରକାରର ଟେଷ୍ଟ କରିଦିଅନ୍ତୁ । ଯଦି ଆପଣ ଅଧିକ ଡେରି ପର୍ଯ୍ୟନ୍ତ ନିଜକୁ ରଖିବେ ତା ହେଲେ ଆପଣଙ୍କୁ ହସ୍ପିଟାଲରେ ଭର୍ତି ହେବାକୁ ପଡିପାରେ ଓ ଆପଣଙ୍କ ଅବସ୍ତା ମଧ୍ୟ ଗୁରୁତ୍ଵର ହୋଇପାରେ । ତେଣୁ ଯଦି ଆପଣ ଏହି ଦୁଇ ଦିନକୁ ଧ୍ୟାନ ରଖି ନିଜର ଚିକିତ୍ସା କରେଇଦେବେ ତା ହେଲେ କରୋନା ଦ୍ଵାରା ଆପଣ ନିଜ ପ୍ରାଣ ହରେଇବେ ନାହିଁ’ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।