ଆମ୍ଭେମାନେ ସମସ୍ତେ ବହୁତ ପରୀକ୍ଷା ଦେଇଥାଉ । କେତେକ ବହୁତ କଠିନ ପରୀକ୍ଷା ମଧ୍ୟ ଥାଏ, ସେହି କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ହେଉଛି ଆଇଏଏସ ପରୀକ୍ଷା । ଏହି ପରୀକ୍ଷାରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଥାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଆପଣମାନେ ଆଜି ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୧୦ଟି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ଯାହା ସରଳ ଅଟେ କିନ୍ତୁ ଆମେ ତାକୁ କଠିନ କରିଦେଇଥାଉ । ଏହି ପ୍ରଶ୍ନକୁ ଆଇଏଏସ, ୟୁପିଏସସି ଇଣ୍ଟରଭ୍ୟୁରେ ପାର୍ଥୀଙ୍କର ଆଇକ୍ୟୁ ପରୀକ୍ଷା କରିବା ପାଇଁ ପଚରା ଯାଇଥିଲା ଯାହାକୁ ଆପଣ ପଢିବା ପରେ ଚକିତ ହୋଇଯିବେ ।
୧ -ପ୍ରଶ୍ନ
ଯଦି ଆପଣ କୌଣସି ଜିଲ୍ଲାର ଡ଼ିଏମ ଅଟନ୍ତି ଏବଂ ଆପଣଙ୍କୁ ହଠାତ ସୂଚନା ମିଳୁଛି କି ଦୁଇଟି ଟ୍ରେନ ବାଡେଇ ହୋଇଯାଇଛି ତାହେଲେ ଆପଣ ପ୍ରଥମେ କଣ କରିବେ କିମ୍ବା ଆପଣଙ୍କର ପ୍ରତିକ୍ରିୟା କଣ ହେବ ?
ଉତ୍ତର
ଏହି ପ୍ରଶ୍ନର କେହି ଉତ୍ତର ଦେଇଥାନ୍ତି କି ପୋଲିସଙ୍କୁ ଡାକିବି, କେହି କହିଥାନ୍ତି ଆମ୍ବୁଲାନ୍ସ ଡାକିବି କିନ୍ତୁ ସିଲେକ୍ସନ ତ ତାଙ୍କର ହେବ ଯିଏ କହିବେ କି ମୁଁ ପ୍ରଥମେ ଖବର ନେବି କି ତାହା ମାଲ ଗାଡି ଥିଲା ନା ଯାତ୍ରୀ ଗାଡି ତାପରେ ଯାହା ପଦକ୍ଷେପ ନେବି ।
୨-ପ୍ରଶ୍ନ
ଯଦି ଆପଣଙ୍କ ବିବାହର ୧୦ଦିନ ପୂର୍ବରୁ ଆପଣଙ୍କ ଭଉଣୀ ମୋ ସହିତ ପଳାଇବ ତାହେଲେ ଆପଣ କଣ ଭାବିବେ ?
ଉତ୍ତର
ମୋ ପାଇଁ ଏହା ଠାରୁ ଭଲ କଥା କଣ ହେବ କି ମୋ ଭଉଣୀ ଆପଣଙ୍କ ଭଳି ବରିଷ୍ଠ ଆଇଏଏସ ଅଧିକାରୀଙ୍କ ସହିତ ଅଛି ।
୩-ପ୍ରଶ୍ନ
ମୁଁ ୨ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧିଛି ଏବଂ ଆପଣ ୨୫୦ଟଙ୍କାର ଘଣ୍ଟା ପିନ୍ଧିଛନ୍ତି ଏହି ଦୁଇଟି କଣ ଦର୍ଶାଉଛି ?
ଉତ୍ତର
ଏହା ଆପଣଙ୍କର ଏବଂ ମୋର ସ୍ଥିତି ଦର୍ଶାଉଛି କି ଆପଣଙ୍କର ସ୍ଥିତି କଣ ଏବଂ ମୋ ସ୍ଥିତି କଣ । ଆପଣଙ୍କ ସ୍ଥିତି ବଡ, ଏଥିପାଇଁ ଆପଣ ଦାମି ଘଣ୍ଟା ପିନ୍ଧିଛନ୍ତି ଏବଂ ମୁଁ ବର୍ତ୍ତମାନ ଛାତ୍ର ଅଛି ସେଥିପାଇଁ ଶସ୍ତା ଘଣ୍ଟା ପିନ୍ଧୁଛି ।
୪-ପ୍ରଶ୍ନ
ଆପଣ ଏକ କଞ୍ଚା ଅଣ୍ଡାକୁ ଏକ କନିଷ୍ଠ ପୃଷ୍ଠରେ କିପରି ଛାଡିବେ କି ଏହା ଫାଟିବ ନାହିଁ ?
ଉତ୍ତର
କନିଷ୍ଠ ପୃଷ୍ଠ ଅଣ୍ଡା ଦ୍ଵାରା ଭାଙ୍ଗିବ ନାହିଁ ଆପଣ କେମିତି ବି ଛାଡନ୍ତୁ ।
୬-ପ୍ରଶ୍ନ
ତାହା କଣ ଅଟେ ଯାହା ଆପଣ ଜଳଖିଆ ପୂର୍ବରୁ ଖାଇ ପାରିବେ ନାହିଁ ?
ଉତ୍ତର
ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ।
୭-ପ୍ରଶ୍ନ
ଅଧା ସେଓ ପରି କଣ ଦେଖାଯାଇ ଥାଏ ?
ଉତ୍ତର
ଅନ୍ୟ ଅଧା ସେଓ ।
୮-ପ୍ରଶ୍ନ
ଦୁଇଜଣ ଯାଆଁଳା ପିଲା ରମେଶ ଏବଂ ସୁରେଶ ମେ ରେ ଜନ୍ମ ହେଲେ କିନ୍ତୁ ତାଙ୍କ ଜନ୍ମ ଦିନ ଜୁନରେ ଆସିଥାଏ ଏହା କେମିତି ସମ୍ଭବ ଅଟେ ?
ଉତ୍ତର
କାରଣ ମେ ଗୋଟିଏ ଜାଗାର ନାମ ସେଥିପାଇଁ ଏହା ସମ୍ଭବ ଅଟେ ।
୯-ପ୍ରଶ୍ନ
ଜଣେ ଲୋକ ନିଦ ବିନା ୮ଦିନ କେମିତି ରହିପାରିବ ?
ଉତ୍ତର
ମଣିଷ ରାତିରେ ଶୋଇଥାଏ ତାହେଲେ ତାକୁ ଦିନରେ ଶୋଇବା କଣ ଦରକାର ।
୧୦-ପ୍ରଶ୍ନ
ମୟୂର ଏକ ଏମିତି ପକ୍ଷୀ ଅଟେ ଯିଏ ଅଣ୍ଡା ଦେଇ ନଥାଏ, ତାହେଲେ ମୟୂରର ପିଲା କେମିତି ହୋଇଥାଏ ?
ଉତ୍ତର
କାରଣ ମୟୂରୀ ଅଣ୍ଡା ଦେଇଥାଏ ମୟୂର ନୁହେଁ । ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।