ଫେସ୍ବୁକ୍ ୟୁଜର୍ସ ହୋଇଯାନ୍ତୁ ସାବଧାନ ! ଲୁଚିକରି ଆପଣଙ୍କ ତଥ୍ୟ କରାଯାଉଛି ଚୋରି ! କିଏ କରୁଛି ଚୋରି ଜାଣିବା ପାଇଁ ହେଲେ ଏହି ଫର୍ମୁଲା ନିହାତି ଜାଣିବା ଦରକାର !

ଆପଣ ଯଦି ଫେସବୁକ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚି ଛପି ଆପଣଙ୍କ ଫେସବୁକକୁ ଦେଖୁଛି ଜଣେ ଅଜଣା ଶକ୍ତି । ଯାହା ସୁଯୋଗ ଦେଖି ଆପଣଙ୍କ ସମସ୍ତ ତଥ୍ୟ ଚୋରି କରିପାରେ । ଯାହାଫଳରେ ଫେସବୁକ ୟୁଜର୍ସ ବା ଆପଣ ଫ୍ରଡ୍ ର ଶିକାର ଅନେକ ହଇରାଣ ହୋଇପାରନ୍ତି । ଏମିତିକି ବିଭିନ୍ନ ସମୟରେ ଫେସବୁକରୁ ବ୍ୟକ୍ତିଗତ ତଥ୍ୟ କେହି ନେଇ ଅନେକ ଲୋକଙ୍କୁ ହଇରାଣ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ କିଏ କେମିତି ଆପଣଙ୍କ ଫେସବୁକ ପ୍ରୋଫାଇଲକୁ ଦେଖୁଛି ଏହି ସମସ୍ଯାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହି ଉପାୟ ଆପଣାଇବାକୁ ହେବ । ଯାହାଦ୍ୱାରା ଆପଣ ସବୁକିଛି ସହଜରେ ଜାଣିପାରିବେ । ତା’ ହେଲେ ଆପଣ ଏହି ଫର୍ମୁଲାକୁ ଆପଣାନ୍ତୁ । ପ୍ରଥମେ ଆପଣ ବ୍ରାଉଜର ଖୋଲନ୍ତୁ ଓ ଏହାପରେ ନିଜ ଫେସବୁକ ଆକାଉଣ୍ଟକୁ ଲଗ ଇନ୍ କରନ୍ତୁ । ଲଗ ଇନ୍ କରିବା ପରେ ଆପଣଙ୍କୁ ନିଜ ପ୍ରୋଫାଇଲକୁ ଯିବାକୁ ହେବ । ଏଠାରେ ଆପଣ ରାଇଟ କ୍ଲିକ କରନ୍ତୁ । ସେଠାରେ କିଛି ବିକଳ୍ପ ନଜର ଆସିବ ।

ସେଠାରେ ଆପଣଙ୍କୁ କେବଳ ‘ଭିୟୁ ପେଜ୍ ସୋର୍ସ’ ବିକଳ୍ପକୁ ଚୟନ କରିବାକୁ ପଡିବ । ଭିୟୁ ପେଜ୍ ସୋର୍ସ କୁ ଯିବା ପାଇଁ ଆପଣଙ୍କୁ ‘କଣ୍ଟ୍ରୋଲ-ୟୁ’ କମାଣ୍ଡ ବି ବ୍ୟବହାର କରିପାରିବେ । ଏହାପରେ ‘କଣ୍ଟ୍ରୋଲ-ଏଫ’ ମାରି ଆପଣ ‘BUDDY_ID’ ସର୍ଚ୍ଚ କରିପାରିବେ । ଏହାପରେ ଆପଣଙ୍କ ସାମନାରେ ୧୫ ଡିଜିଟର ଏକ ନମ୍ବର ଆସିବ, ଯାହାକୁ ଆପଣ କପି କରିବାକୁ ପଡିବ । ଏହା କପି ହୋଇଯିବା ପରେ http://www.facebook.com ସହ ଏହି 15 ଡିଜିଟ ନମ୍ବର ପକାଇ ସର୍ଚ୍ଚ କରନ୍ତୁ ।

ଏମିତି କଲେ କିଏ ଆପଣଙ୍କ ପ୍ରୋଫାଇଲକୁ ଲୁଚି ଲୁଚି ଦେଖୁଛି ତାହା ଆପଣ ଜାଣିପାରିବେ । ତେବେ ଏହି ଫର୍ମୁଲା ମୋବାଇଲରେ କାମ କରିବ ନାହିଁ, ତେଣୁ ଆପଣ ଲ୍ୟାପଟପ୍ କିମ୍ବା ଡେସ୍କଟପ୍ ର ବ୍ୟବହାର କରି ଏହାର ଫାଇଦା ଉଠାଇ ପାରିବେ । ଭାରତରେ କୋଟି କୋଟି ଲୋକ ଏହି ଫେସବୁକ ଆପ୍ ର ବ୍ୟବହାର କରୁଛନ୍ତି, ଖାସ୍ କରି ଯୁବପିଢି ଅଧିକ ସମୟ ଫେସବୁକ ବ୍ୟବହାର କରୁଛନ୍ତି ।

ଫେସବୁକ ୟୁଜର୍ସ ନ୍ଯୁଜ ଠାରୁ ଆରମ୍ଭ କରି ଦେଶ ବିଦେଶର ଖବର ପାଇ ପାରିବ ସହ ମନୋରଞ୍ଜନ ମଧ୍ୟ କରି ପାରୁଛନ୍ତି । କିନ୍ତୁ ବେଳେ ବେଳେ ଫେସବୁକକୁ ନେଇ ଏଭଳି ଅନେକ ଖବର ଆସିଥାଏ ଯାହା ୟୁଜର୍ସ ଜାଣି ନଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।