ଜାଲରୁ ବାହାରି ଏହି ଭୟଙ୍କର Cobra ଟି ଯାହା କଲା, ତାହାକୁ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉ-ଦ୍ଧା-ର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା । ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ସେଠାର ଏକ ପୋଖରୀ ରେ ଏକ ବଡ଼ ମନୋକୋଲଡ଼ କୋବ୍ରା ସାପ ଦେଖା ଦେଇଥିଲା ।

ସେହି ସାପ ଭିତରେ ଦୁଇ ପ୍ରକାରର ବି-ଷ ରହିଥାଏ ନିୟୁରୋ ଟୋକ୍ସିକ୍ ଏବଂ ସାଇଟ୍ରକସିକ ଯାହା କି ବହୁତ ଖ-ତ-ର ନାକ ହୋଇଥାଏ ତେବେ ଏହି ସାପ କା-ମୁ-ଡ଼ି-ଲେ ବଞ୍ଚିବା ବହୁତ କଷ୍ଟ କର । ତେବେ ଏହି ସାପ କୁ ପୋଖରୀ ରେ ଯେତେବେଳେ ମାଛ ଧରାଳି ମାନେ ଜା-ଲ ପକାଇଲେ ସେତେବେଳେ ସେହି ସାପ ସେ ଜା-ଲ ଭିତରେ ଫ-ସି ଯାଇଥିଲା ।

ତେବେ ଏହା ପରେ ସେ ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥିଲେ । ତେବେ ସେ ଆସି ବହୁତ ଆରାମ ରେ କୋବ୍ରା କୁ ଉଦ୍ଧାର କରିଥିଲେ କିନ୍ତୁ ସେହି କୋବ୍ରା ବହୁତ ରାଗି ଯାଇଥିଲା ଏବଂ ଚୋ-ଟ ପ-କା-ଇ-ବା ପାଇଁ ମଧ୍ୟ ପ୍ରୟାସ କରୁଥିଲା । କିନ୍ତୁ ପରେ ତାକୁ କୌଶଳ ଭାବରେ ତାକୁ ଉଦ୍ଧାର କରି ଜଂଗଲ ରେ ଛାଡି ଦେଇଥିଲେ ।


ତେବେ ତାଙ୍କର କହିବା କଥା ହେଉଛି ଏହି ନାଗ ସାପ ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝଡା ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋ-ର-ରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।


ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମ-ରି-ବ ନାହିଁ କିମ୍ବା ରା-ଗି-ବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।