ଜାଲରେ ପଡ଼ିଥିଲା ମଣିଷଖିଆ କୁମ୍ଭୀର, ହେଲେ ଜାଲକୁ କାଟି ଖସିଗଲା କୁମ୍ଭୀର…ଆଉ ତା ପରେ

ଜାଲ ରେ ପଡିଥିଲା ମଣିଷଖିଆ କୁମ୍ଭୀର । ହେଲେ ଜାଲ କୁ ଚିରି ଖସିଗଲା କୁମ୍ଭୀର । ହଁ ଦର୍ଶକ ବନ୍ଧୁ ଅନେକ ପେକ୍ଷା ପରେ ଜାଲ ରେ ପଡିଥିଲା କୁମ୍ଭୀର । ଲୋକେ ସକାଳୁ ସକାଳୁ ଆସି କୁମ୍ଭୀର କୁ ଧରି ପକାଇଥାନ୍ତେ । ହେଲେ ବିଶାଳ କୁମ୍ଭୀର କୁ ଜାଲ ଅଟକାଇ ପାରିଲା ନାହିଁ । କାରଣ ଜାଲ ରୁ ବାହାରି ଖସି ଯାଇଛି କୁମ୍ଭୀର । ଜାଲ ପୁରା ଦୁଇ ଫାଳ ହୋଇ ଯାଇଛି । ଯାଜପୁର ଜିଲ୍ଲା ର ବିରୂପା ନଦୀ ରେ ଘୁରି ବୁଲୁଛି ମଣିଷଖିଆ କୁମ୍ଭୀର ।

ଜଣଙ୍କୁ ମାରି ଖାଇ ସାରିଛି । ଏବେ ଆହୁରି ଶିକାର କରିବାକୁ ସୁଯୋଗ ଖୋଜୁଛି । ଆଉ ସେହି କୁମ୍ଭୀର କୁ ଧରିବା ପାଇଁ ଜାଲ ବିଛାଇ ଥିଲେ ଗାଁ ଲୋକେ । ହେଲେ ସବୁ କିଛି ବିଫଳ ହୋଇ ଯାଇଛି । କାରଣ ଜାଲ କୁ କାଟି ଖସି ଯାଇଛି କୁମ୍ଭୀର । ନଦୀ କୂଳରେ ଏବେ ଶହ ସହ ଲୋକ ଉପସ୍ଥିତ ରହିଛନ୍ତି କାରଣ କୁମ୍ଭୀର କୁ ଧରିବା ପାଇଁ । ସମସ୍ତେ ଜଗି ରହିଛନ୍ତି କୁମ୍ଭୀର କୁ ଧରି ମାରିବା ପାଇଁ ।

ଜୀବନ ନେଇଥିବା କୁମ୍ଭୀର କୁ ବନ୍ଦୀ କରିବା ପାଇଁ ଦିନ ସାରା ଜଗି ରହୁଛନ୍ତି ଲୋକେ । ତେବେ ନଦୀ ରେ ମଧ୍ୟ ଜାଲ ପକାଇ ଯାଇଥିଲା କୁମ୍ଭୀର କୁ ଧରିବା ପାଇଁ । ହେଲ ସକାଳୁ ଜାଲ ଚିରି ଯାଇ ଥିଲା ବୋଲି ଖବର ରହିଛି । କେମିତି ଜାଲ ଚିରି ଥିଲା ? ଲୋକେ ଭାବି ଥିଲେ କୁମ୍ଭୀର ଏହି ଜାଲ କୁ ଚିରି ପକାଇଛି । ସବୁଠାରୁ ବଡ କଥା ଏଉଛି କୁମ୍ଭୀର ର ଲମ୍ବ 20 ଫୁଟ ହେବ ।

ଏତେ ବଡ କୁମ୍ଭୀର କୁ ଜାଲ ରେ ଧରିବା ସମ୍ଭବ ନୁହେଁ । କୁମ୍ଭୀର କୁ କେବଳ ଟ୍ରାକ୍ୟୁଲାଇଜର ଦିଆଯାଇ ଧରାଯାଇ ପାରିବ । ପୁରା ଗାଁ ରେ ଏବେ ଭୟାର ବାତାବରଣ ଦେଖିବାକୁ ମିଳିଛି । ଲୋକେ ଭୟରେ କେହି ମଧ୍ୟ ନଦୀ ପାଖକୁ ଯାଉ ନାହାନ୍ତି । ନଦୀ କୂଳରେ ଗାଁ ଲୋକେ ରୁଣ୍ଡ ହୋଇ ରହୁଛନ୍ତି । କେହି କାହାର ସାଥ ଛାଡୁ ନାହାନ୍ତି ।

ଆଉ କୁମ୍ଭୀର କୁ ଧରିବା ପାଇଁ ଗାଁ ଲୋକେ ଚଳାଇଛନ୍ତି ପ୍ରୟାସ । ତେବେ ଦେଖାଜୁ କୁମ୍ଭୀର କେବେ ଧରା ପଡୁଛି । ଆଉ ଲୋକ ମାନେ କେବେ ଆଶ୍ଵସ୍ତି ହେଉଛନ୍ତି । କାରଣ କୁମ୍ଭୀର ଭୟ ରେ ଲୋକେ ଆଉ ଘରୁ ବି ବାହାରୁ ନାହାନ୍ତି । କାରଣ ଏବେ କୁମ୍ଭୀର ପାଣି ଭିତରୁ ଉଠି ଆସି ବାହାରେ ବୁଲିବାରେ ଲାଗିଛି । ଯାହା ପାଇଁ ଲୋକେ ଆହୁରି ଅଧିକ ଆତଙ୍କିତ ହୋଇ ପଡିଲେଣି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।