ଯାଇଥିଲା ଭୋଜି ଖାଇ ନେଇଗଲେ କଲିଜା ! ନାବାଳକକୁ ମା-ରି ନେଇ ଗଲେ କିଡନୀ ଓ କଲିଜା… ସମ୍ପୂର୍ଣ୍ଣ ଖବର ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ନାବାଳକ ଦେହରୁ କା-ଟି ନେଇ ଗଲେ କିଡନି । ନାବାଳକକୁ ମା-ରି ଦେହରୁ କାଢି ନେଇଗଲେ କିଡନୀ ଆଉ କଲିଜା । ଅ-ମା-ନ-ବୀ-ୟ ଦୁ-ର୍ବୁ-ତ୍ତ ଘଟାଇଲେ ବ-ର୍ବ-ର କା-ଣ୍ଡ । କି-ଡ-ନୀ, କ-ଲି-ଜା ସହିତ ଜ-ଙ୍ଘ ର ମାଂ-ସ ଓ ଗୁ-ପ୍ତା-ଙ୍ଗ ମଧ୍ୟ କା-ଟି ନେଇଛନ୍ତି ଦୁର୍ବୁତ୍ତ । ହଁ ଦର୍ଶକ ବନ୍ଧୁ ଏଭଳି ଛାତି ଥରାଇ ଦେଲା ଭକି ସାଂ-ଘା-ତି-କ ଘଟଣା ଘଟିଛି ଏବେ ସାମନାକୁ ଆସିଛି । 9 ବର୍ଷର ନାବାଳକକୁ ମା-ରି ତାର ଅ-ନ୍ତ ବୁ-ଜୁ-ଳା ବାହାର କରି ନେଇ ଯାଇଛନ୍ତି ଦୁ-ର୍ବୁ-ତ୍ତ । ସୂଚନା ଅନୁଯାୟୀ ଜଙ୍ଗଲରେ ହେଉଥିଲା ସେଦିନ ଭୋଜି । ଆଉ ଭୋଜି ଖାଇବାକୁ ଯାଇଥିଲା ଏହି ନାବାଳକ ଜଣକ ।

କିନ୍ତୁ ଭୋଜି ଖାଇବାକୁ ଯାଇ ଆଉ ରାତି ରେ ଫେରି ନ ଥିଲା ନାବାଳକ । ସକାଳୁ ନାବାଳକଙ୍କ ବାପା ଥାନାକୁ ଯାଇ ମିଶିଙ୍ଗ ରିପୋର୍ଟ ଦେଇଥିଲେ । ଅନେକ ଖୋଜା ଖୋଜି ପରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ କିଛି ଲୋକ । ଆଉ ଦେଖିଥିଲେ ନାବାଳକ ଟି ଦ-ର ପୋ-ଡା ହୋଇ ମ-ରି ପଡିଛି ।

ତାର ପେଟ ଭିତରୁ କି-ଡ-ନୀ, କ-ଲି-ଜା, ଜ-ଙ୍ଘ ରୁ ମାଂ-ସ, ଗୁ-ପ୍ତା-ଙ୍ଗ ସବୁ ଗାୟବ ହୋଇ ଯାଇଥିଲା । ଗାଁ ଲୋକଙ୍କ ସହ ପରିବାର ଲୋକେ ଆସି ଦେଖିଥିଲେ ସେ ଥିଲା ଜଙ୍ଗଲକୁ ଭୋଜି ଖାଇବାକୁ ଆସିଥିବା 9 ବର୍ଷର ନାବାଳକ । ଏଭଳି ଘଟଣା ଘଟିଛି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡ଼ିହି ଗାଁରେ ।

ସୂଚନା ଅନୁଯାୟୀ ଗତ 9 ତାରିଖ ରବିବାର ଦିନ ଗ୍ରାମବାସୀ ଜଙ୍ଗଲରେ ଭୋଜି କରୁଥିବା ସମୟରେ ରଙ୍ଗାମହାକୁଡ ଙ୍କ 9 ବର୍ଷର ପୁଅ ଫକିର ମହାକୁଡ ଭୋଜି ଖାଇବାକୁ ଯାଇ ନିଖୋଜ ହୋଇ ଯାଇଥିଲା । ସନ୍ଧ୍ୟା ହେବାରୁ ଫକିର ଘରକୁ ଫେରି ନ ଥିଲା । ଅନେକ ଖୋଜା ଖୋଜି ପରେ ବି ଫକିର ନ ମିଳିବାରୁ ତାଙ୍କ ବାପା କାଞ୍ଜିବାଡି ଥାନାରେ ଏଫାୟାର ରୁଜୁ କରିଥିଲେ । ଗାଁର କିଛି ବ୍ୟକ୍ତି ଛେଳି ଚରାଇବାକୁ ଯାଇଥିବା ବେଳେ କଳାପାଟ ବଗାନାରେ ଫକିର ର ମୃ-ତ ଦେ-ହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଘର ଲୋକଙ୍କୁ ଜଣାଇ ଥିଲେ ।

କାଞ୍ଜିବାଡି ଥାନାର ସାଇଣ୍ଟିଫିକ ଟିମ ଶହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ସୁପରିକଳ୍ପିତ ହ-ତ୍ୟା-କା-ଣ୍ଡ ବୋଲି ସନ୍ଦେହ କରା ଯାଉଛି । ବୁଧବାର ଦିନ ବ୍ୟ-ବ-ଛେ-ଦ ପାଇଁ କେନ୍ଦ୍ର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଆଜି ଗାଁ ରେ ମୃ-ତ ଶ-ରୀ-ର ପହଞ୍ଚିବାରୁ ଶ-ବ ସତ୍କାର କରା ଯାଇଛି ।

ତେବେ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କାଞ୍ଜିବାଦୀ ଥାନା ଅଧିକାରୀ କହିଛନ୍ତି । ନାବାଳକଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଦିନକୁ ଦିନ ଏହି ଅଞ୍ଚଳରେ ଅ-ପ-ରା-ଧ ବଢି ଚାଲି ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଥିବା ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।