ଯାଦୁ, କାଛୁ, କୁଣ୍ଡିଆ ସବୁଦିନ ପାଇଁ ଭଲ ହେଇଯିବ, କରନ୍ତୁ ଏହି ଘରୋଇ ଉପାୟ ! (Fungal Infection treatment)

ଆପଣମାନେ ଜାଣି ଥିବେ କି ଆମ ଦେଶ କିମ୍ବା ରାଜ୍ୟରେ ଅଧିକ ରୁ ଅଧିକ ଗରମ ହହୋଇଥାଏ । ଏହା ଆଦ୍ର ଜଳବାୟୁ ଜନିତ ମାହୋଲ ହୋଇ ଥିବାରୁ ଏହି ଜାଗାରେ ଆମେ ଅଧିକ ଲୋକଙ୍କ ର ସ୍କିନ ଇନଫେକସନ ହେବାର ଦେଖି ଥାଉ । ଯଦି ଆପଣ ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି ଏହା ସହ ଆପଣ ନିଜକୁ ସଫା କରିବା ଭଲ ହୋଇଥାଏ । ଆପଣମାନେ ଯଦି ଭାବଉଛନ୍ତି କି ଆପଣ ମାନେ ଔଷଧ କୁ ଆଣିକି ଖାଇଲେ କିମ୍ବା ସେହି ଜାଗାରେ ଲଗାଇଲେ ଏହା ଭଲ ହୋଇଥାଏ ।

ଆପଣମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା କିଛି ସମୟ ପାଇଁ ଭଲ ହୋଇ ଯାଇଥାଏ କିନ୍ତୁ ଏହା ପରେ ପୁଣି ଥରେ ଆସିବାର ସମ୍ଭାବନା ଥାଏ । ଆଜି ଆମେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଥିବା କିଛି ରସୁଣ ଦ୍ଵାରା ଆପଣ ଉପଚାର କରି ପାରିବେ । ଏହା ସେଇ ଜାଗାରେ ଅଧିକ ହୋଇଥାଏ ଯେଉଁ ଜାଗାରେ ଆମ ଶରୀର ର ଝାଳ ହୋଇଥାଏ ।

ଆପଣମାନେ କିଛି ରସୁଣ ନିଅନ୍ତୁ 5 ଟି ରସୁଣ କୋଲା ସହ ଆପଣ କିଛି ଘିଅ ନିଅନ୍ତୁ ଯଦି ଆପଣ ଗୁଆ ଘିଅ ନେବେ ତେବେ ଏହା ଭଲ ହୋଇଥାଏ । ଆପଣମାନେ ଯଦି ଗୁଆ ଘିଅ ନେବେ ତାହା ଭଲ ହୋଇଥାଏ । ଆପଣ କିଛି ଗୁଆ ଘିଅ ଓ ରସୁଣ କୁ ମିଶାଇକି ଆପଣ ଏହାକୁ କିଛି ସମୟ ଯାଏ ରଖି ଦିଅନ୍ତୁ । ଏହା ସହ ଆପଣ ଏହାକୁ କିଛି ସମୟ ପରେ ଗରମ କରି ନିଅନ୍ତୁ ଦେଖିବେ ଯେଉଁ ଭଳି ଭାବେ ଏହା ଭଲ ରେ ମିଶିଯିବେ ।

ଆପଣାମନେ  ଏହାକୁ ରଖିନେବେ ଅନେକ କିଛି ସମୟ ଯାଏ । ଏହା ପରେ ଆପଣ ଏହାକୁ ଥଣ୍ଡା କରିନେବେ । ଆପଣମାନେ ଏହା ସହ କିଛି ଚୂନ ମଧ୍ୟ ଆଣିକି ସେଇ ଜାଗରେ ଲଗେଇବେ । ଏବେ ଆସନ୍ତୁ ଜାଣିବା କି କେଉଁ ଭଳି ଭାବେ ଆପଣ ଏହାକୁ ଲଗାଇବେ । ଆପଣ ଏହି ଜାଗାକୁ ପ୍ରଥମେ ଭଲ ଭାବେ ସଫା କରି ନେବେ । ଆପଣ ଏହାକୁ ସଫା କରିବା ପାଇଁ ଲେମ୍ବୁର ବ୍ୟବହାର କରିବେ । ଆପଣମାନେ ଯଦି ଏହାକୁ ରାତିରେ ଲଗାଇବେ ତେବେ ଏହା ଭଲ ହୋଇଥାଏ ।

ଆପଣ ମାନେ ଏହାକୁ ସଫା କରିବା ଦ୍ଵାରା ଏହି ଘିଅ ମିଶା ଓ ରସୁଣ ମିଶା ଔଷଧ କୁ ଭଲ ଭାବେ ସେଇ ଜାଗାରେ ଲଗାଇ ନିଅନ୍ତୁ ଓ ଏହା ପରେ ଅଳ୍ପ ପୁରା ଅଳ୍ପ କିଛି ଚୂନ ସେଇ ଜାଗାରେ ଲଗାଇ ଦିଅନ୍ତୁ ଆପଣ ଏହାକୁ ଦେଖିକି ଲଗାଇବେ କାରଣ ଆପଣ ଏହା ଅଧିକ ଲଗାଇଲେ ଏହା ଦ୍ଵାରା ଆପଣଙ୍କ ଘା ଜଳିବା ଆରମ୍ଭ ହୋଇ ପାରେ । ଆପଣ ଏହାକୁ ରାତିରେ ଲଗାଇ ସକାଳୁ ଧୋଇ ପାରିବେ ନହେଲେ ଆପଣ ଏହାକୁ ୨ ରୁ ୩  ଘଣ୍ଟା ଯାଏ ଛାଡିକି ଆପଣ ଏହାକୁ ଉଷୁମ ପାଣି ରେ ଧୋଇ ନେବେ । ଏହି ଭଳି ପ୍ରତେକ ଦିନ କରନ୍ତୁ ଆପଣ ଏହା ସହ ଆପଣ ପରିଷ୍କାର ରହିବା ଓ ଢିଲା ପୋଷାକ ପିନ୍ଧିବା  ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କ ସମସ୍ଯା ଦୂର ହୋଇଯିବ।