ବିଶ୍ଵ କପକୁ ନେଇ ସୌରବ ଗାଙ୍ଗୁଲୀଙ୍କର ବଡ ବୟାନ, କହିଲେ ‘ଭାରତୀୟ ଟିମରୁ ଏହି ଖେଳାଳିକୁ ବାହାର କର, ନହେଲେ…’

ଆଇସିସି ୨୦୧୯ ବିଶ୍ଵ କପ ଆରମ୍ଭ ହେବାରେ ଆଉ କିଛି ସମୟ ହିଁ ବାକି ଅଛି । ଯେଉଁଥିପାଇଁ ଏହା ଲଗାତାର ଚର୍ଚାରେ ରହିଛି । ବିଶ୍ଵ କପରେ ବିଭିନ୍ନ ଦେଶ ଅଂସ ଗ୍ରହଣ କରିଥାନ୍ତି, ଯେଉଁଥିରେ ସମସ୍ତଙ୍କ ନଜର ଭାରତୀୟ କ୍ରିକେଟ ଟିମ ଉପରେ ଥାଏ । ଭାରତୀୟ କ୍ରିକେଟ ଟିମ ଦୁନିଆର ସବୁଠୁ ବେସ୍ଟ କ୍ରିକେଟ ଟିମ ଅଟେ । ଏବଂ ଏହିଥର ଭାରତୀୟ କ୍ରିକେଟ ଟିମ ବିଶ୍ଵ କପକୁ ନିଜ ନାଁରେ କରିବା ପାଇଁ ଚେଷ୍ଟା କରୁଛି ।

ଏହା ମଧ୍ୟରେ ସମସ୍ତେ ଏହାକୁ ନେଇ ନିଜର ମତ ପ୍ରକାଶ କରୁଛନ୍ତି । ଏବଂ ଭାରତୀୟ ପୂର୍ବ କପ୍ତାନ ସୌରବ ଗାଙ୍ଗୁଲୀ ବି ଏହା ଉପରେ ନିଜର ବୟାନ ଦେଇଛନ୍ତି । ସୌରବ ଗାଙ୍ଗୁଲୀ ଭାରତୀୟ କ୍ରିକେଟ ଟିମକୁ ନେଇ ବହୁତ ବଡ ବୟାନ ଦେଇଛନ୍ତି । ଯାହାକୁ ଶୁଣି ପରେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚାଲନ୍ତୁ ଜାଣିବା ।

ଏହି ଖେଳାଳିକୁ ବିଶ୍ଵକପରେ ନିଅ ନାହିଁ

ସୌରବ ଗାଙ୍ଗୁଲୀ ମିଡିୟା ସହିତ କଥାବାର୍ତ୍ତା କରୁଥିଲେ । ଏବଂ ଆଗାମୀ ବିଶ୍ଵ କପକୁ ନେଇ ମଧ୍ୟ ବିଭିନ୍ନ କଥା କହିଛନ୍ତି, ଯେଉଁଥିରେ ସେ ଏକ ଖେଳାଳିକୁ ନ ଖେଳାଇବା ପାଇଁ ମନା କରୁଛନ୍ତି । ସୌରବ ଗାଙ୍ଗୁଲୀ କହିଛନ୍ତି କି ବିଶ୍ଵ କପରେ ଅଲରାଉଣ୍ଡର ବହୁତ ମହତ୍ଵପୂର୍ଣ ହୋଇଥାଏ, ସେଥିପାଇଁ ଭାରତୀୟ ଟିମକୁ ବେସ୍ଟ ଅଲରାଉଣ୍ଡରକୁ ନେଇ ଯିବା ହିଁ ଦରକାର ଏବଂ ସେଥିପାଇଁ ରବୀନ୍ଦ୍ର ଜଡେଜାକୁ ନେଇ ଯିବା ଦରକାର ନାହିଁ ।

ସୌରବ ଗାଙ୍ଗୁଲୀ ସଫା ସଫା କହିଲେ କି ଯଦି ଭାରତୀୟ ଟିମକୁ ବିଶ୍ଵ କପ ଜିତିବାର ଅଛି ତେବେ ରବୀନ୍ଦ୍ର ଜଡେଜାକୁ ନିଅନ୍ତୁ ନାହିଁ ।

ରବୀନ୍ଦ୍ର ଜାଡେଜା ଏବଂ ବିଜୟ ଶଙ୍କର ମଧ୍ୟରେ ହେବ ଟସ

ବିଶ୍ଵ କପରେ ଭାରତୀୟ ଟିମ ଅଲରାଉଣ୍ଡର ହାର୍ଦିକ ପାଣ୍ଡିୟାର ସିଲେକ୍ସନ ନିଶ୍ଚିତ ଅଟେ । କିନ୍ତୁ ଏହା ପରେ ବି ଅଲରାଉଣ୍ଡର ଦରକାର ହେଉଛି, ଯେଉଁଥିପାଇଁ ରବୀନ୍ଦ୍ର ଜଡେଜା ଏବଂ ବିଜୟ ଶଙ୍କର ମଧ୍ୟରେ ଟସ ହେବ । ଦୁଇ ଜଣ ହିଁ ବିଶ୍ଵ କପ ପାଇଁ ପ୍ରବଳ ଦାବେଦାର ଅଟନ୍ତି । ଏମିତିରେ ଟିମକୁ ଏହି ଦୁଇଜଣ ମଧ୍ୟରେ ହିଁ ଜଣକୁ ବାଛିବାକୁ ପଡିବ । ଏହା ପୂର୍ବରୁ ସୌରବ ଗାଙ୍ଗୁଲୀ ବଡ ବୟାନ ଦେଇଛନ୍ତି କି ବିଜୟ ଶଙ୍କରଙ୍କୁ ହିଁ ବିଶ୍ଵ କପରେ ନେଇ ଯିବା ପାଇଁ ସଠିକ ହେବ ବୋଲି, କାରଣ ସେ ହକଦାର ଅଟେ ।

ଧୋନୀ ଏବଂ କୋହଲିଙ୍କର ଫେବରେଟ ଅଟନ୍ତି ଜଡେଜା

ସୌରବ ଗାଙ୍ଗୁଲୀଙ୍କର ବୟାନ ପରେ ବର୍ତ୍ତମାନ ଦେଖିବାର ଅଛି କି ବିରାଟ କୋହଲି କଣ ଜାଡେଜାଙ୍କୁ ବିଶ୍ଵ କପର ଟିମରୁ ବାହର କରିଦେବେ ? ଏହା କେବଳ ସମୟ ହିଁ କହି ପାରିବ । କିନ୍ତୁ ଜାଡେଜା କୋହଲୀ ଏବଂ ଧୋନୀ ଦୁଇ ଜଣଙ୍କର ଫେବରେଟ ଅଟନ୍ତି, ଏମିତିରେ ଦୁଇ ଜଣଙ୍କର ବିଶ୍ଵାସ ଜାଡେଜାଙ୍କ ଉପରେ ଅଧିକ ଅଛି । କିନ୍ତୁ ଜାଡେଜାଏବଂ ବିଜୟଙ୍କ ମଧ୍ୟରୁ କିଏ ଟିମ ମଧ୍ୟରେ ସାମିଲ ହେଉଛନ୍ତି ଏହା ଜଲ୍ଦି ହିଁ ଜଣା ପଡିଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ । ଆଗକୁ ଖେଳ କହବର ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।