ଯଦି କୌଣସି ଝିଅ ଆପଣଙ୍କୁ ସତରେ ଲାଇକ କରୁଛି ? ତ ଦେଇଥାଏ ଏହି 12 ଟି ଇସାରା (Psychological sign)

ଦୁନିଆରେ ଜଣେ ମନୁଷ୍ୟ ଅନ୍ୟ ଜଣକୁ ପ୍ରେମ କରିଥାଏ । ପ୍ରେମ କରିବା କିଛି ଖରାପ କଥା ନୁହେଁ । କିନ୍ତୁ ପ୍ରେମ ସତ ପ୍ରେମ ହେବା ଉଚିତ । ପ୍ରେମରେ ଧୋକା ପ୍ରତାରଣାର କୌଣସି ସ୍ଥାନ ନଥାଏ । ଆପଣ ଆପଣଙ୍କ ଏରିଆ ବା ଅଫିସରେ କାହାକୁ ପ୍ରେମ କରୁଛନ୍ତି  କିନ୍ତୁ ଅପରପକ୍ଷରେ ଥିବା ମହିଳା ଆପଣଙ୍କୁ ପ୍ରେମ କରୁଛି କି ନାହିଁ ସେ ବିଷୟରେ କିପରି ଜାଣିବେ । ଏହା ଜାଣିବା ଅତି ସହଜ ଅଟେ । ଆପଣଙ୍କ ଅପରପକ୍ଷତାରେ ଥିବା ମହିଳାର କିଛି ଶରୀରର ଭାବ ଭଙ୍ଗୀ ଦ୍ୱାରା ଆପଣ ଜାଣିପାରିବେ କି ସେ ଆପଣଙ୍କୁ ଭଲ ପାଉଛି କି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ପରି ୧୨ ଟି ଇସାରା ମାଧ୍ୟମରେ ଗୋଟିଏ ନାରୀ ଆପଙ୍କୁ ଭଲ ପାଉଛି କି ନାହିଁ ।

୧ – ସେ ଆପଣଙ୍କୁ ନିବେଦନ କରିବ । ଅର୍ଥାତ ସେ ଆପଣଙ୍କ ସହ କଥା ହେବାକୁ ଚାହୁଁଥିବ ବା ମିଶିବା ପାଇଁ ଚାହୁଁଥିବ । ଆପଣଙ୍କୁ କେହି କୌଣସି କଥାରେ ନିବେଦନ କରୁକି ନାହିଁ  ସେ ନିଶ୍ଚିତ ଆପଣଙ୍କୁ ନିବେଦନ  କରିବ ।

ଯେମିତି କି କୌଣସି କ୍ଲାସରେ ଆପଣ ପଶିଲା ବେଳକୁ ସେ ଆପଣଙ୍କୁ କିଛିନା କିଛି କହିଥାଏ ଯେପରିକି ହାଏ , ହେଲୋ , ସୁପ୍ରଭାତ । କିମ୍ବା ଅଫିସରେ ଆସି ଆପଣ ନ କହିଲେ ବି ଆପଙ୍କ କୌଣସି କାର୍ଯ୍ୟରେ ନିଜ ତରଫରୁ ସାହାଯ୍ୟ କରିବା । ଏହା ଏକ ସାଇକୋଲୋଜିକାଲ ପ୍ରଭାବ ହୋଇଥାଏ କି ଆମେ ଯାହାକୁ ଭଲ ପାଇଥାଉ ତା ସହ କଥା ହେବାକୁ ଭଲ ପାଇଥାଉ ।

୨ – ଆପଣଙ୍କୁ କେହି ଭଲ ପାଉଥିଲେ ତାର ଠିଆ ହେବାର ଶୈଳୀକୁ ଲକ୍ଷ୍ୟ କଲେ ଜଣା ପଡେ । ସେ ଝିଅ ଆପଣଙ୍କ ଆଡକୁ ଠିଆ ହୋଇଥିବ । ତାର ହାତ ବିଲକୁଲ ଫ୍ରୀ ଥିବ ।

୩ – ସେ ଆପଣଙ୍କୁ ସବୁ କ୍ଷେତ୍ରରେ ଆପଣଙ୍କ ସବୁ କଥାରେ ସାହାଯ୍ୟ କରିବା ପାଇଁ ସେ ସବୁବେଳେ ତତ୍ପର ଥାଏ । ଆପଣଙ୍କ ଅଫିସରେ କୌଣସି କାମ ଦିଆ ହୋଇଛି ସେ ଆପଣଙ୍କୁ ଆପଣଙ୍କ ବିନା ଅନୁମତିରେ  ସାହାଯ୍ୟ କରିବା ପାଇଁ ଆଗେଇଆସିବ । କୌଣସି ବି କାମରେ ସେ ସବୁବେଳେ ତା ତରଫରୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସୁଯୋଗ ଖୋଜୁଥିବ ।

୪ – ଆପଣ ତାର ଆଖିକୁ ନୋଟିସ କରନ୍ତୁ ଦେଖିବେ ସେ ଆପଣଙ୍କୁ ସବୁବେଳେ ଦେଖୁଥିବ ଯଦି ଆପଣ ତାକୁ ଚାହିଁବେ ସେ ତଳକୁ ବା ଅନ୍ୟ ଆଡକୁ ଦେଖୁଥିବ ।

୫ – ସେ ଆପଣଙ୍କୁ ତାର ସବୁ କଥା ଆପଣଙ୍କୁ କହୁଥିବ । କିନ୍ତୁ ଅନ୍ୟମାନେ ଆପଣଙ୍କୁ ତାଙ୍କର କୌଣସି କଥା କହୁନଥିବେ ।

୬ – ସେ ଆପଣଙ୍କ ଭଲ କି ଖରାପ ଯୋକରେ ହସୁଥିବ । ଏହାର କାରଣ ଆମେ କାହାକୁ ପସନ୍ଦ କରିଥାଉ ତାଙ୍କ ସବୁ କଥା ଆମକୁ ଭଲ ଲାଗିଥାଏ ।

୭ – ସେ ସବୁବେଳେ ଆପଣଙ୍କୁ ଲକ୍ଷ କରୁଥିବ କି ଆପଣ କଣ କଣ କରୁଛନ୍ତି  ଯେତେବେଳେ କି ଅନ୍ୟମାନେ କୌଣସି କଥାରେ ହସୁଥିବେ ।

୮ – ସେ ଆପଣଙ୍କ ସହ କଥା ହେଲାବେଳେ ତାର ଚୁଟି ସହ ଖେଳୁଥିବ । ତେବେ ଆପଣ ଜାଣିବେ ସେ ଆପଣଙ୍କୁ ପସନ୍ଦ କରୁଛି ।

୯ – ସେ ସବୁବେଳେ ଆପଣଙ୍କର ଫେସବୁକ ପୋଷ୍ଟକୁ କମେଣ୍ଟ କରୁଥିବ ।

୧୦ – ଆପଣ ଯଦି କେବେ ଅନ୍ୟ କୌଣସି ମହିଳାଙ୍କ କଥା କହୁଥିବେ ସେ ମନେ ମନେ ରାଗୁଥିବ ।

୧୧ – ଆପଣ ଯେ କୌଣସି ଜିନିଷକୁ ପସନ୍ଦ କରୁଥିବେ ସେବୀ ସେହି ଜିନିଷକୁ ପସନ୍ଦ କରିବା ଆରମ୍ଭ କରିଦେବ ।

୧୨ – ଆପଣ ତାଙ୍କ ସାଙ୍ଗ ମାନଙ୍କ ଦେଖନ୍ତୁ ସେମାନେ ଆପଣଙ୍କ ଆଡକୁ ଦେଖୁଛନ୍ତି କି ନାହିଁ । କାହିଁକିନା ସେ ତାର ସାଙ୍ଗ ମାନଙ୍କ କହିଦେଇଥିବ କି ସେ ଆପଣଙ୍କୁ ଅସନ୍ଦ କରେ ବୋଲି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।