Gk Questions & Answers- ତାହା କଣ ଅଟେ ? ଯାହା ପୁରୁଷଙ୍କ ପାଖରେ 3 ଟି ଓ ସ୍ତ୍ରୀ ଙ୍କ ପାଖରେ 1 ଟି ଅଛି ? 99 % ଲୋକଙ୍କୁ ଜଣା ନାହିଁ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୨ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା

୧. ଭାରତର କେଉଁ ରାଜ୍ୟ କୁ ‘ସକ୍କର ପ୍ୟାଲା’ କୁହାଯାଏ?
ଉତ୍ତର- ଉତ୍ତର ପ୍ରଦେଶ।

୨. ଅର୍ଥଶାସ୍ତ୍ର ପୁସ୍ତକ ର ଲେଖକ କିଏ ଅଟନ୍ତି?
ଉତ୍ତର- କୌଟିଲ୍ୟ।

୩. ‘କର ବାମର’ ଆହ୍ୱାନ କିଏ ଦେଇଥିଲେ?
ଉତ୍ତର- ମହାତ୍ମା ଗାନ୍ଧୀ।

୪. ଭାରତରେ କେଉଁ ରାଜ୍ୟ କୁ ମହିଳା ମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ?
ଉତ୍ତର- ଗୋଆ।

୫. ପ୍ଲାଷ୍ଟିକ ନୋଟ୍ କେଉଁ ଦେଶରେ ଚଳନୀୟ ଅଟେ?
ଉତ୍ତର- ଅଷ୍ଟ୍ରେଲିଆ।

୬. ସୌର ମଣ୍ଡଳ ର ଖୋଜ କିଏ କରିଥିଲେ?
ଉତ୍ତର- କୋପର୍ନିକସ।

୭. ଦିଲ୍ଲୀ ସହରର ସ୍ଥାପନ କେବେ ହୋଇଥିଲା?
ଉତ୍ତର- ୧୯୧୧ ମସିହାରେ।

୮. ବିଶ୍ଵର ସବୁଠାରୁ ଗଭୀତ ସାଗରୀୟ ଗର୍ତ କଣ ଅଟେ?
ଉତ୍ତର- ମାରିୟାନା ଗର୍ତ।

୯. ବିଶ୍ୱର ସବୁଠାରୁ ଅଧିକ ସ୍ତନ ଧାରୀ କିଏ ଅଟେ?
ଉତ୍ତର-ହ୍ୱଏଲ ମାଛ।

୧୦. ଭାରତ ରୁ କୋହିନୁର ହୀରା କିଏ ଲୁଟି ନେଇଥିଲେ?
ଉତ୍ତର- ନାଦିର ଶାହ।

୧୧. ଭାରତକୁ ଆସିଥିବା ପ୍ରଥମ ପର୍ତ୍ତୃଗାଲ କିଏ ଅଟନ୍ତି?
ଉତ୍ତର- ଭାସ୍କୋଡ଼ାଗାମା।

୧୨. ପୃଥିବୀ ର ସତହ ର କଠୋର ଭାଗ କୁ କଣ କୁହାଯାଏ?
ଉତ୍ତର- ଚଟ୍ଟାଣ।

୧୩. ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ରେଳ ଲାଇନ ରହିଛି?
ଉତ୍ତର- ଉତ୍ତର ପ୍ରଦେଶ।

୧୪. ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କଣ ଅଟେ?
ଉତ୍ତର- ଶ୍ରୀନଗର।

୧୫. ମିନି ପଞ୍ଜାବ କାହାକୁ କୁହାଯାଏ?
ଉତ୍ତର- କାନାଡ଼ା।

୧୬. ଅତ୍ୟଧିକ ବର୍ଷା କେଉଁ ସ୍ଥାନରେ ହୋଇଥାଏ?
ଉତ୍ତର- ମସିନରାମ।

୧୭. ମେଘାଳୟ ର ରାଜଧାନୀ କଣ ଅଟେ?
ଉତ୍ତର- ଶିଲଂ।

୧୮. ବଲ୍ବ ର ଫିଲାମେଣ୍ଟ କେଉଁଥିରେ ତିଆରି ହୋଇଥାଏ?
ଉତ୍ତର- ଟଙ୍ଗଷ୍ଟନ।

୧୯. ନୀତି ଆୟୋଗ ର ଅଧ୍ୟକ୍ଷ କିଏ ଅଟନ୍ତି?
ଉତ୍ତର- ପ୍ରଧାନମନ୍ତ୍ରୀ।

୨୦. ଅମରନାଥ ଗୁମ୍ଫା କେଉଁଠାରେ ଅବସ୍ଥିତ?
ଉତ୍ତର- କାଶ୍ମୀର।

୨୧. ସାତ ଟାପୁ ର ନଗରୀ କାହାକୁ କୁହାଯାଏ?
ଉତ୍ତର- ମୁମ୍ବାଇ।

୨୨. କମ୍ପୁଟର ଶବ୍ଦର ଉତ୍ପତ୍ତି କେଉଁ ଭାଷାରୁ ହୋଇଛି?
ଉତ୍ତର- ଲାଟିନ।

୨୩. ନାଗଲାଣ୍ଡ ର ପୁରୁଣା ନାମ କଣ ଅଟେ?
ଉତ୍ତର- ହଲାଣ୍ଡ।

୨୪. ସୂର୍ଯ୍ୟାସ୍ତ ର ଦେଶ କାହାକୁ କୁହାଯାଏ?
ଉତ୍ତର- ବ୍ରିଟେନ।

୨୫. ତାସ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର- ଚୀନ।

୨୬. ସବୁଠାରୁ ପୁରୁଣା ବେଦ କଣ ଅଟେ?
ଉତ୍ତର- ରୁକ୍ ବେଦ।

୨୭. ଏଭଳି କେଉଁ ଦେଶ ରହିଛି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ଗୁଲାମ ରହି ନାହଁ?
ଉତ୍ତର- ନେପାଳ।

୨୮. ସବୁଜ ସୁନା କାହାକୁ କୁହାଯାଏ?
ଉତ୍ତର- ଚା’

୨୯. କେଉଁ ଦେଶ ପାଖରେ ଗୋଟିଏ ମଧ୍ୟ ଅସ୍ତ୍ର ଓ ପରମାଣୁ ନାହିଁ?
ଉତ୍ତର- ଶ୍ରୀଲଙ୍କା।

୩୦. ଭାରତ ର ସବୁଠାରୁ ବଡ଼ ମସ୍ଜିଦ କଣ ଅଟେ?
ଉତ୍ତର- ତାଜୁଲ୍ ମସ୍ଜିଦ।

୩୧. ଲୋକଟକ ଝିଲ୍ କେଉଁ ରାଜ୍ୟରେ ଅବସ୍ଥିତ?
ଉତ୍ତର- ମଣିପୁର।

୩୨. ତାହା କଣ ଅଟେ ? ଯାହା ପୁରୁଷଙ୍କ ପାଖରେ 3 ଟି ଓ ସ୍ତ୍ରୀ ଙ୍କ ପାଖରେ 1 ଟି ଅଛି ?

ଉତ୍ତର – ଅକ୍ଷର

ପୁରୁଷ- ୩

ସ୍ତ୍ରୀ-୧

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।