ଯଦି ଦାନ୍ତ ମଝିରେ ଗେପ୍ ଓ ପାଦ ଏପରି ଥାଏ, ତେବେ ଏହାକୁ ଠାରେ ନିଶ୍ଚୟ ଦେଖନ୍ତୁ- Samudrik Shastra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ଶରୀର ଗଠନ ଅନୁସାରେ ତାହାର ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଯାଇଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ମାନ୍ୟତା ଅଛି । ଯେପରିକି ପାଦ ଠାରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ ଦେଖି ବ୍ୟକ୍ତିର ସ୍ଵଭାବ ବିଷୟରେ କିଛି ନା କିଛି ପତ୍ତା ଲଗାଇ ହୋଇଯାଇଥାଏ । ତେବେ ଚାଲନ୍ତୁ  ସେହି ସମ୍ପର୍କରେ କିଛି ଆଲୋଚନା କରିନେବା । ଯେଉଁ ବ୍ୟକ୍ତିର ପାଦର ପ୍ରଥମ ଆଙ୍ଗୁଠି ଠାରୁ ଦିତୀୟ ଆଙ୍ଗୁଠିଟି ବଡ ହୋଇଥାଏ । ସେହି ବ୍ୟକ୍ତି ବହୁତ ହିଁ ଊର୍ଜାବାନ ହୋଇଥାନ୍ତି ।

ଏହି ବ୍ୟକ୍ତି ମାନେ କୌଣସି କାର୍ଯ୍ୟ କରିବା ପାଇଁ ନିଜର ସଂପୂର୍ଣ୍ଣ ଚେଷ୍ଟା ଲଗାଇ ଦେଇଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ପାଦର ପ୍ରଥମ ଆଙ୍ଗୁଠି ଠାରୁ ଦିତୀୟ ଆଙ୍ଗୁଠି ଛୋଟ ହୋଇଥାଏ । ସେହିଭଳି ବ୍ୟକ୍ତି ମାନେ ସବୁବେଳେ ଖୁସିରେ ରହିଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ଶ୍ରେଷ୍ଠତା ପାଇଁ ସବୁବେଳେ କିଛି ନା କିଛି କାର୍ଯ୍ୟରେ ନିଜକୁ ସର୍ବଦା ତତ୍ପର କରି ରଖିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ମୁହଁ ବା ଚେହେରାର ଗଠନ ଗୋଲ୍ ହୋଇଥାଏ । ସେମାନେ ବହୁତ ହିଁ ଭାଗ୍ୟଷାଳୀ ହୋଇଥାନ୍ତି ।

ଏହି ବ୍ୟକ୍ତି ମାନେ ପ୍ରାୟତଃ ନିଜ ପସନ୍ଦର ଲାଇଫ ପାର୍ଟନରକୁ ବିବାହ କରିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର ନାକର ପୁରା ସିଧା ହୋଇଥାଏ । ଏହା ସହିତ ନାକର ଅଗ୍ରରେ ଗୋଟିଏ କଳାଜାଇ ରହିଥାଏ । ଏପରି ଚିହ୍ନ ଥିବା ଲୋକଙ୍କୁ ବହୁତ ହିଁ ଶୁଭ ମନା ଯାଇଥାଏ । ଯେଉଁ ଲୋକ ମାନଙ୍କର କାନ ଅନ୍ୟ ମାନଙ୍କ ତୁଳନାରେ ଟିକେ ବଡ ହୋଇଥାଏ । ସେମାନେ ବହୁତ ହିଁ ଭାଗ୍ୟଷାଳୀ ହୋଇଥାନ୍ତି ।

ଯେଉଁ ବ୍ୟକ୍ତି ମାନେ ସାମାନ୍ଯ ଚନ୍ଦା ହୋଇଥାନ୍ତି । ସେମାନେ ଧନବାନ ହୋଇଥାନ୍ତି ବୋଲି ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ମାନ୍ୟତା ରହିଛି । ଯେଉଁ ମହିଳା ମାନେ ସିଧା ମଥାରେ ସିନ୍ଦୁର ଲଗାଇଥାନ୍ତି । ଏହା ସ୍ଵାମୀଙ୍କ ପାଇଁ ବହୁତ ହିଁ ଶୁଭକର ହୋଇଥାଏ । ହେଲେ ଯଦି ଯେଉଁ ମହିଳା ମାନେ ସର୍ବଦା କଡ ସୁନ୍ତାଣୀ କରି ବାରମ୍ବାର ଲଗାଇଥାନ୍ତି । ଏହା ଦ୍ଵାରା ତାଙ୍କର ଦାମ୍ପତ୍ୟ ଜୀବନ ଖରାପ ହୋଇଥାଏ ।

ଯେଉଁ ବ୍ୟକ୍ତିବିଶେଷଙ୍କ ମଝି ଦାନ୍ତରେ ଗେପ ରହିଥାଏ । ସେହି ବ୍ୟକ୍ତିମାନେ ଅନ୍ୟ ମାନଙ୍କ ତୁଳନାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତିବିଶେଷ ମାନଙ୍କର ଆର୍ଥିକ ଦ୍ରୁଷ୍ଟି କ୍ଷେତ୍ରରୁ ମଧ୍ୟ ସେମାନେ ଭଲ ପଦବୀରେ ରହିଥାନ୍ତି । ଏମାନେ ବହୁତ ହିଁ ଜିଦି ସ୍ଵଭାବର ହୋଇଥାନ୍ତି । ଯେଉଁ ପୁରୁଷର ନାଭୀ କୋମଲ ହୋଇଥାଏ ।

ସେହି ପୁରୁଷ ମାନଙ୍କର ଭାଗ୍ୟ ବହୁତ ଟାଣ ହୋଇଥାଏ । ଯେଉଁ ମହିଳା ମାନଙ୍କର ଓଠ ଉପରେ ଚୁଟି ରହିଥାଏ । ଏପରି ମହିଳା ମାନେ ବହୁତ ହିଁ ରାଗୀ ସ୍ଵଭାବର ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ