ଦୈନିକ ରାଶିଫଳ 26 ମଇ 2023, ମା’ ସନ୍ତୋଷୀଙ୍କ ଅଶେଷ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 26 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ଆଜି ଆପଣଙ୍କ ମନ ବିଚଳିତ ରହିପାରେ । ମାତା ପିତା ଙ୍କ ପୁରା ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ଜୀବନରେ ଆଗକୁ ବଢିବାରେ ସକ୍ଷମ ହେବେ । ଏହି ସମୟରେ ନିଜର ବିଚାର କୁ ପଜେଟିଭ ବନାଇବା ଆବଶ୍ୟକ ରହିଛି । ବ୍ୟାପାର ରେ ମନ ମୁତାବକ ପରିଣାମ ମିଳିବ । କୌଣସି ବି ସ୍ଥିତି ରେ ନିଜକୁ ଚିନ୍ତାରେ ପକାନ୍ତୁ ନାହିଁ ।  ନିକଟ ଭବିଷ୍ୟତରେ ଆପଣଙ୍କୁ ମେହନତର ଉଚିତ ପରିମାଣ ମିଳିବାର ନଜର ଆସୁଛି ।

ବୃଷ ରାଶି : ତେବେ ଯାଇ ଆପଣ କୌଣସି ନିସ୍ପତି ରେ ପହଞ୍ଚିବେ । ଅବିବାହିତ ଜାତକ ଙ୍କ ଉତ୍ତମ ବିବାହ ର ପ୍ରସ୍ତାବ ଆସିବ । ଆଜି ଆପଣ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ । ଆଜି ଅଚାନକ ଧନ ଲାଭ ହେବାର ଯୋଗ ଅଛି । ରୋମାନ୍ସ କ୍ଷେତ୍ରରେ ଆଜି ଆପଣଙ୍କୁ ସ୍ଟେପ ନେବାକୁ ହେବ । ଆପଣଙ୍କ ଭାବନା ଉପରେ କାବୁ ରଖନ୍ତୁ । ଜରୁରୀ ନୁହେଁ ତାହା ନେଗେଟିଭ ହେବ । ବିଦ୍ୟାର୍ଥୀ ଙ୍କୁ ପଢା ରେ ଅଧିକ ଧ୍ୟାନ ଦେବାର ଜରୁରତ ଅଛି ।

ମିଥୁନ ରାଶି : ନିଜ ସାଥିଙ୍କ ସହ କୌଣସି କଥାକୁ ନେଇ କଳହ କରନ୍ତୁ ନାହିଁ । କୌଣସି କଥାକୁ ନେଇ ଆପଣ ଦୁହିଙ୍କ ମଧ୍ୟରେ ଚର୍ଚ୍ଚା ହୋଇପାରେ । ପ୍ରିୟଜନ ଙ୍କ ସହଯୋଗ ମିଳିବ । ଆପଣଙ୍କୁ ପୂର୍ବରୁ କରିଥିବା କାମର ଲାଭ ମିଳିବ । ପଇସା ସହ ଜଡିତ ସମସ୍ଯା ଦୂର କରିବାକୁ ଚେଷ୍ଟା କରିବାକୁ ହେବ । ଭବିଷ୍ୟତକୁ ନେଇ ଯେଉଁ ବିଚାର କରୁଛନ୍ତି ତାହାକୁ ନେଇ ଅଧିକ ଭବିବେ । ଯଦି ଆଜି ଆପଣ ନୂଆ କାମର ଆରମ୍ଭ କରିବାକୁ ଯାଉଛନ୍ତି ତେବେ ମାତା ପିତା ଙ୍କ ଆଶୀର୍ବାଦ ନିଅନ୍ତୁ ।

କର୍କଟ ରାଶି : ଆପଣଙ୍କର ମନୋକାମନା ପୂରଣ ହେବ । ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ଖୁବ ବୃଦ୍ଧି ହେବ । ଉଶ୍ଚାହ ପୂର୍ବକ ବ୍ଯତୀତ ହେବ । ଅଚାନକ ବଡ ସମସ୍ଯା ଆସିପାରେ । କିନ୍ତୁ ନିଜ ଉପରେ ଭରସା ରଖନ୍ତୁ । ନିଜର ଭୁଲ ବୁଝି ପାରିବେ । ଯେଉଁ ଲୋକ ବ୍ୟାପାରୀ ଅଛନ୍ତି ସେମାନଙ୍କୁ ବ୍ୟାପାରରେ କିଛି ଚେଞ୍ଜ ନଜର ଆସିବ । କାର୍ଯ୍ୟ ର ବିସ୍ତାର ପାଇଁ ଯୋଜନା କରିବେ । ସରକାରୀ ଅଧିକାରୀ ଆପଣଙ୍କ କାମରେ ବିଶେଷ ଧ୍ୟାନ ଦେବେ କାରଣ ଉନ୍ନତି ହୋଇପାରେ ।

ସିଂହ ରାଶି : ସକାଳୁ ଉଠି ବ୍ୟାୟାମ କରିଲେ ଆପଣଙ୍କ ଦିନ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ସ୍ଥିରତା ଆସିବ । ଦିନ ତମାମ ଆପଣଙ୍କ ମୁଡ ଭଲ ରହିବ । ନିଜର ପ୍ରିୟ ବ୍ୟକ୍ତିଙ୍କ ସହ ସମୟ ବିତାଇ ବେ । ଆପାଙ୍କୁ ମେହନତର ଫଳ ଅବଶ୍ୟ ମିଳିବ । କୌଣସି କାର୍ଯ୍ୟ ସମ୍ପନ୍ନ ହେବାର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ପରିବାରରେ କୌଣସି ସମାରୋହ ଆପଣଙ୍କୁ ପୁରୁଣା ଦିନକୁ ମନେ ପକାଇ ଦେବ ।

କନ୍ୟା ରାଶି : ଆଜି ଆପଣଙ୍କ ବ୍ୟବହାର ଓ କଥା କହିବାର ଶୈଳୀ କୁ ନେଇ ଅଧିକ ସଂବେଦନଶୀଳ ରହିବେ । ନୂଆ ଲୋକଙ୍କ ସହ ଭେଟ ହେବ । ଯାହା ଆପଣଙ୍କୁ ଆଗାମୀ ସମୟରେ ଫାଇଦା ଦେବ । ସ୍ୱାସ୍ଥ୍ୟ ନ୍ଥିକ ରହିବ । ମାତା ପିତାଙ୍କ ସହ ସମ୍ପର୍କ ଭଲ ରହିବ  । ଏହି ସମୟରେ ଘର ପରିବାର ରେ ସ୍ଥିତି ଅନୁକୂଳ ରହିବ । ବ୍ୟବସାୟରେ ନିଜର ଅନୁଭବ ତଥା ସାହସ ଦ୍ଵାରା ଅଧିକ ଧନ ପ୍ରାପ୍ତ କରିବେ । ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ବିସ୍ତାର କରିବେ ।

ତୁଳା ରାଶି : ନିଜର ବନ୍ଧୁ ବା ପରିଚିତ ଙ୍କ ଆଜି ଭେଟ ହେବ । ଯାହା କାରଣରୁ ଆପଣ ମୁହଁ ରେ ହସ ନଜର ଆସିବ । ଯଦି ଆପଣ ସରକାରୀ କାମ କିଛି କରୁଛନ୍ତି ତେବେ ଆଜି ଦିନ ଟି ଭଲ ରହିବ । ଅଜଣା ଲୋକଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ପ୍ରୟାସ ବା ଆଳସ୍ୟ ବିଳମ୍ବ କରନ୍ତୁ ନାହିଁ । ଆଳସ୍ୟ ତ୍ୟାଗ କରି ମେହନତ କରନ୍ତୁ । ଆଜି ଆପଣଙ୍କୁ ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ । ପରିବାର ଲୋକ ଙ୍କ ସହ ସମ୍ପର୍କ ଭଲ ରହିବ ।

ବିଛା ରାଶି : ଆଜି ବ୍ୟାପାରି ବର୍ଗ ବିଶେଷ ରୂପରେ ଫଳ ପ୍ରାପ୍ତ କରିବେ । ଯାହା ଦ୍ଵାରା ଧନ ଲାଭ ହେବାର ଯୋଗ ଅଛି । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବଡ ଚେଞ୍ଜ ନଜର ଆସିବ । ଆଜି ଜିଦି କରିବା ବଦଳରେ ସମାଧାନକାରୀ ରହିବେ ତ ବେହତର ହେବ । ଯଦି ପରିବାରର ସଦସ୍ୟ ଙ୍କ ସହ ମତଭେଦ ଚାଲିଛି ତାହା ଆଜି ଦୂର ହେବ । ସମସ୍ତଙ୍କ ମଧ୍ୟରେ ପ୍ରେମ ବଢିବ । ଯାତ୍ରା ବା ଆୟୋଜନ ସଫଳ ହେବ । ଲଗାତାର ଚେଷ୍ଟା କରିଲେ ସଫଳତା ନିଶ୍ଚିନ୍ତ ଅଟେ ।

ଧନୁ ରାଶି : ଆଜି ଶତ୍ରୁ ଙ୍କୁ ନିଜ ଉପରେ ଭାରି ପଡିବାକୁ ଦିଅନ୍ତୁ ନାହିଁ । ସେମାନଙ୍କୁ ହରାଇବାରେ ସଫଳ ହେବେ । ଆଜି ଭାଗ୍ଯର ସହଯୋଗ ମିଳିବାର ଅଛି । କିନ୍ତୁ ଅବହେଳା କରନ୍ତୁ ନାହିଁ । ବିବାହିତା ଙ୍କ ପାଇଁ ଆଜି ଦିନ ଟି ଭଲ ଅଛି । ଆପଣ ବିରୋଧୀ ଙ୍କ ଉପରେ ଭାରି ପଡିବେ । ସେମାନେ ଆପଣଙ୍କ ଆଗକୁ ଆସିବାକୁ ସାହସ କରିବେ ନାହିଁ । ଆଜି ଆପଣଙ୍କ ଦିନ ଭଲ ଅଛି । ଲେଖକ, କାରିଗର, କଳାକାର ଙ୍କୁ ନିଜର କୌଶଳ ପ୍ରଦର୍ଶନ କରିବାର ଅବସର ମିଳିବ ।

ମକର ରାଶି : ଆର୍ଥିକ ମାମଲା ଭଲ ରହିବ । ସମ୍ପତି ସହ ଜଡିତ ମାମଲାର ସମାଧାନ ହେବ । ସେୟାର ବଜାର ରେ ଆଜି ଆପଣଙ୍କୁ ଭଲ ଲାଭ ହେବ । ନମ୍ରତା ଭରା ବ୍ୟବହାର ବଜାୟ ରଖନ୍ତୁ । ଅହଂକାର ଭାବନା ରଖିଲେ କ୍ଷତି ହେବ । ବଡ ଭାଇ ବା ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ପରସ୍ପର ପ୍ରତି ଆପଣଙ୍କର ଭାବନାତ୍ମକ ରୁଚି ବଢିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଦ୍ଵିପହର ପରେ ଆଜି ଦିନ ଟି ଖୁବ ରୋମାଣ୍ଟିକ ଓ ପ୍ରସନ୍ନତା ଦାୟକ ରହିବ ।

କୁମ୍ଭ ରାଶି : ବନ୍ଧୁ ଙ୍କ ସହ ଭେଟ ହୋଇ ଖୁସି ହେବେ । ସନ୍ତାନ ଙ୍କ ତରଫରୁ ସନ୍ତୁଷ୍ଟ ହେବେ । ଆଜି ପରିବାର ରେ ସୁଖ ଶାନ୍ତି ର ଆଗମନ ହେବ । ଆଜି ଆପଣଙ୍କୁ ଅଧିକାଂଶ ଧ୍ୟାନ ପଇସା ସହ ଜଡିତ ମାମଲାରେ ଦେବାର ଅଛି । ଆଜି ଆପଣଙ୍କର ବଡ ସମସ୍ଯା ଦୂର ହୋଇପାରେ । ଘରର ବାତାବରଣ ପ୍ରଫୁଲ୍ଲିତ ହେବ । କିଛି କାମ ପୁରା କରିବାରେ ଜୀବନ ସାଥିଙ୍କ ସହଯୋଗ ମିଳିବ । ଆପଣଙ୍କୁ ତର୍କ ରେ ପ୍ରଖରତା ରହିବ । ଆପଣଙ୍କୁ ବଡ ଦାୟିତ୍ଵ ମିଳିପାରେ ।

ମୀନ ରାଶି : ବାଦ ବିବାଦ ରୁ ବଞ୍ଚିତ ରୁହନ୍ତୁ । ଅଧିକ ନିବେଶ କରନ୍ତୁ ନାହିଁ । ପତ୍ରକାର ଙ୍କ ପାଇଁ ଆଜି ଦିନ ଭଲ ଅଛି । ଆପଣଙ୍କୁ କାମର ପ୍ରଶଂସା ହେବ । ଆଜି ପଇସାର ଅଭାବ କାରଣରୁ ଅନେକ ସମସ୍ଯା ର ସମାନ କରିବାକୁ ପଡିପାରେ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ନଚେତ ବଜେଟ ଉପରେ ପ୍ରଭାବ ପଡିପାରେ । ସାମାଜିକ ସ୍ତର ରେ ଆପଣଙ୍କର ଲୋକପ୍ରିୟତା ବଢିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।