ଏହି ଫୁଲ ଭାଗ୍ୟ ବଦଳାଇ ଦେଇଥାଏ ? 24 ଘଣ୍ଟାରେ ଧନକୁ ଚୁମ୍ବକ ପରି ଟାଣିଥାଏ ଏହି ଫୁଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ଫୁଲ ମଧ୍ୟରୁ ମନ୍ଦାର ଫୁଲ ହେଉଛି ଅନ୍ୟତମ  । ଏହି ଫୁଲ ଦେବୀ ମା’ ଙ୍କର ମଧ୍ୟ ବହୁ ପ୍ରିୟ ଫୁଲ ହୋଇଥାଏ । ଏହି ମନ୍ଦାର ଫୁଲ ଦେଖିବାକୁ ଯେତିକି ସୁନ୍ଦର ଏହାର ଚମତ୍କାରୀତା ବିଷୟରେ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଥାଏ । ମନ୍ଦାର ଫୁଲ ଯେଉଁ ସ୍ଥାନରେ ଲାଗିଥାଏ । ସେହି ସ୍ଥାନରେ ସକାରାତ୍ମକ ଊର୍ଜାର ସଂଚାର କରିବା ଆରମ୍ଭ କରିଥାଏ । ଏଥିରୁ ଆପଣ ମାନେ ସ୍ପଷ୍ଠ ହୋଇଯାଇଥିବେ । କି ଏହି ଗଛ ବହୁତ ହିଁ ଶୁଭଦାୟକ ଗଛ ହୋଇଥାଏ ।

ତେବେ ଯେଉଁ ଲୋକ ମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଲାଗିଥାଏ । ଅର୍ଥାତ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳତା ପାଇପାରୁନଥିବ । ସବୁ କାର୍ଯ୍ୟ ପାଇଁରେ ବିଫଳ ହେବା ସହିତ ତା’ ର ମାନ ହାନୀ ମଧ୍ୟ ହେଉଥିବ । ତେବେ ଏପରି ଲୋକଙ୍କୁ ନିଜ ଘର ବାଡିରେ ମନ୍ଦାର ଗଛ ଲଗାଇବା ଉଚିତ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ନିଜ କୁଣ୍ଡଳୀରେ ସୂର୍ଯ୍ୟ ଦେବାଙ୍କ ସ୍ଥାନକୁ ମଜଭୁତ କରିପାରିବ । ଏହା ସହ ନାଲି ମନ୍ଦାର ଗଛ ଲଗାଇବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ଦୋଷ ମଧ୍ୟ କଟିଯାଇଥାଏ ।

ଏହା ସହ ମନ୍ଦାର ଫୁଲର ସ୍ଵାସ୍ଥଗତ ଉପକାରୀତା ମଧ୍ୟ ଆମ ଶରୀର ପ୍ରତି ରହିଛି । ଯେଉଁ ବ୍ୟକ୍ତିର ପେଟ ବ୍ୟଥା ହେଉଥାଏ । ମନ୍ଦାର ଗଛର ଶୁଖିଲା ପତ୍ରକୁ ଯଦି ପାଣିରେ ଫୁଟାଇ ତାହାକୁ ଚାହା କରି ପିଇଥାନ୍ତି । ତେବେ ଏହା ସଙ୍ଗେ ସଙ୍ଗେ ପେଟ ବ୍ୟଥା ଦୂର କରିଥାଏ । ଯେଉଁ ବ୍ୟକ୍ତି ମାନଙ୍କର ପେଟରେ ଷ୍ଟୋନ ବା ପଥର ସମସ୍ଯା ରହୁଥାଏ । ସେମାନେ ଏହି ମନ୍ଦାର ଫୁଲ ଓ ପତ୍ରର ର ପାଉଡର ପ୍ରସ୍ତୁତ କରନ୍ତୁ ।

ପ୍ରସ୍ତୁତ କରିଥିବା ଏହି ପାଉଡରରୁ ୨ ଚାମଚ ଏକ ଗ୍ଳାସ ଉଷୁମ ପାଣିରେ ପକାଇ କିଛି ସମୟ ପରେ ଏହାକୁ ଛାଣିକି ସେବନ କରନ୍ତୁ । ଏହି ଉପାୟକୁ ଆପଣ ଖାଲି ପେଟରେ ସକାଳ ଓ ସନ୍ଧ୍ୟା ସମୟରେ କରିବାକୁ ପଡିବ । ତେବେ ଏହି ଉପଚାରକୁ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ଶରୀର ମଧ୍ୟରେ ଯେପରି ଷ୍ଟୋନ ମଧ୍ୟ ହୋଇଥାଉ । ତାହା ସଂପୂର୍ଣ୍ଣ ତରଲିକି ମୁଟ୍ରା ସାହାଜ୍ଯରେ ବାହାରକୁ ଚାଲିଆସିଥାଏ ।

ଯେଉଁ ବ୍ୟକ୍ତି ମାନଙ୍କ ଶରୀରରେ ଆଇରନର ମାତ୍ର କମ୍ ରହିଥାଏ । ସେମାନେ ଯଦି କିଛି ଦିନ ପର୍ଯ୍ୟନ୍ତ ମନ୍ଦାର ଫୁଲରେ ଚାହା ପ୍ରସ୍ତୁତ କରି ସେବନ କରିଥାନ୍ତି । ସେମାନଙ୍କର ଶରୀରରେ ଆଇରନର ମାତ୍ରା ବଢି ରକ୍ତ ହୀନତା ଦୂର ହୋଇଥାଏ । ଏହି ମନ୍ଦାର ଫୁଲର ଚାହା ପ୍ରସ୍ତୁତ କରିବା ସମୟରେ ଏଥିରେ ଅନ୍ୟ କିଛି ସାମଗ୍ରୀର ମିଶ୍ରଣ ନକରି କେବଳ ଗୁଡ ପକାଇ ଏହି ଚାହା ପ୍ରସ୍ତୁତ କରନ୍ତୁ ।

ତେବେ ଯଦି ପ୍ରତିଦିନ କୌଣସି ମଧ୍ୟ ଦେବୀ ମା’ ଙ୍କ ମନ୍ଦିରରେ ପ୍ରତିଦିନ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତି । ତେବେ ଏହା ଦ୍ଵାରା ଆପଣଙ୍କ ଧନ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ