କୁହାଯାଏ କି କୌଣସି ବି ବ୍ୟକ୍ତିର ନାମ ତାହାର ଜୀବନରେ ବହୁତ ଗଭୀର ପ୍ରଭାବ ପକାଇ ଥାଏ । ଆପଣଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଉପସ୍ଥିତ ହୋଇଥାଏ ସେହି ରାଶି ଅନୁସାରେ ତାହାର ନାମର ପ୍ରଥମ ଅକ୍ଷର ନିର୍ଧାରିତ କରାଯାଇଥାଏ ।
ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ନାମର ପ୍ରଥମ ଅକ୍ଷୟର ବାଛିବାର ଅଛି ଓ ଏହି ଅକ୍ଷର ଆପଣଙ୍କ ବିଷୟରେ କିଛି ରହସ୍ୟ ଉଜାଗର କରିବ । ତେବେ ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଓ ନିଜ ଜୀବନ ସହ ଜଡିତ କିଛି ଖାସ କଥା ଜାଣନ୍ତୁ ।
A ନାମ ବାଲା ଲୋକମାନେ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ A ନାମ ବାଲା ଲୋକମାନେ ବହୁତ ହିଁ ପରିଶ୍ରମୀ, ସାହାସୀ ଓ ଧର୍ଯ୍ୟବାନ ହୋଇଥାନ୍ତି । ଏମାନଙ୍କୁ କଥା ବୁଲାଇ ବୁଲାଇ କହିବାର ବିଲକୁଲ ବି ପସନ୍ଦ ଲାଗେ ନାହିଁ । ସତ ଯେତେ କଷ୍ଟଦାୟକ ହେଲେ ବି ଏମାନଙ୍କୁ ପସନ୍ଦ ଅଟେ । ଏମାନେ ସତକୁ ସବୁବେଳେ ସ୍ଵୀକାର କରନ୍ତି । ପର୍ସନାଳ ଓ ପ୍ରୋଫେସନଲ ଲାଇଫକୁ ଏମାନେ କେବେ ବି ମିକ୍ସ କରନ୍ତି ନାହିଁ । ଦୁଇଟି ଜାଗାରେ ହିଁ ଏମାନେ ନିଜର ବିଚାରକୁ ବ୍ୟକ୍ତ କରନ୍ତି ।
କିନ୍ତୁ ଯଦି ଏମାନଙ୍କ ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିବା ତେବେ ଏମାନେ ରୋମାନ୍ସ ମାମଲାରେ ଅଳ୍ପ ସଙ୍କୋଚ ହୋଇଥାନ୍ତି । ଏମାନେ ଏକ ଦମଦାର ପର୍ସନାଲିଟିର ମାଲିକ ହୋଇଥାନ୍ତି ।
G ନାମ ବାଲା ଲୋକମାନେ
G ନାମ ବାଲା ଲୋକମାନେ ବହୁତ ଶାନ୍ତ ହୋଇଥାନ୍ତି । କିନ୍ତୁ କୌଣସି ବି ଭୁଲ କଥା ଉପରେ ବହୁତ ଜଲ୍ଦି ଏମାନଙ୍କୁ ରାଗ ବି ଆସିଯାଏ । ଏମାନେ କୌଣସି ବ୍ୟକ୍ତିର କହିବା ଦ୍ଵାରା କାମ କରିବା ପସନ୍ଦ କରନ୍ତି ନାହିଁ । ଏମାନଙ୍କ ମନକୁ ଯାହା ଭଲ ଲାଗେ ଏମାନେ ତାହା ହିଁ କରନ୍ତି । ନିଜ କଥା ବିଷୟରେ ବି ଏମାନେ କାହା ସହିତ ଶେୟାର କରନ୍ତି ନାହିଁ । ପ୍ରେମ ମାମଲାରେ ଏମାନେ ଅଳ୍ପ ଲଜ୍ୟା କରନ୍ତି ।
K ନାମ ବାଲା ଲୋକମାନେ
K ନାମ ବାଲା ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସବୁବେଳେ ହସୁ ଥାନ୍ତି । ଏମାନଙ୍କୁ ନିଜ ଭାଗ୍ୟ ଦ୍ଵାରା ଜୀବନରେ ସମସ୍ତ ଖୁସି ମିଳିଥାଏ ଯାହାଙ୍କ ପାଇଁ ଏମାନେ ହକଦାର ହୋଇଥାନ୍ତି । ଏମାନଙ୍କ ପର୍ସନାଲିଟିରେ ଆକର୍ଷଣ ଥାଏ । ଅନ୍ୟ ପଟେ ଅନ୍ୟ ଲୋକମାନଙ୍କ ସାହାର୍ଯ୍ୟ କରିବା ମାମଲାରେ ସବୁବେଳେ ଏମାନେ ଆଗରେ ରୁହନ୍ତି । ଏମାନଙ୍କ ଉପରେ ଆପଣ ବିଶ୍ଵାସ କରି ପାରିବେ ।
M ନାମ ବାଲା ଲୋକମାନେ
M ନାମ ବାଲା ଲୋକମାନେ ବହୁତ ଚାର୍ମିଙ୍ଗ ଓ ଦ୍ଵିତୀୟ ଲୋକମାନଙ୍କୁ ଆକର୍ଷକ କରୁଥିବା ବ୍ୟକ୍ତିତ୍ବ ଅଟନ୍ତି । ନିଜର ଅଲଗା ଦୁନିଆରେ ଅର୍ଥାତ ସ୍ଵପ୍ନରେ ରହିବାକୁ ଏମାନେ ପସନ୍ଦ କରନ୍ତି । ଏମାନଙ୍କୁ ନିଜ ଜୀବନରେ ବହୁତ ଅଧିକ ପାଇବାର ଇଚ୍ଛା ନ ଥାଏ । ଏମାନେ ସମସ୍ତଙ୍କ ସହିତ ଭଲରେ ରହିବା ଓ ନିଜ ଲୋକମାନଙ୍କ ସହ ଯୋଡି ହେବାକୁ ଅଧିକ ମହତ୍ଵ ଦେବା ଏମାନଙ୍କୁ ଭଲ ଲାଗେ । ପ୍ରେମ ମାମଲାରେ ଏମାନେ ଅଦର୍ଶବାଦି ଚିନ୍ତାଧାର ରଖନ୍ତି ।
T ନାମ ବାଲା ଲୋକମାନେ
T ନାମ ବାଲା ଲୋକମାନେ ନିଜର ପରିବାରକୁ ବହୁତ ଭଲ ପାଆନ୍ତି । ନିଜକୁ ଫିଟ ରଖିବା ଓ ନିଜର କେୟାର କରିବା ଏମାନଙ୍କୁ ପସନ୍ଦ ଆସେ । କିନ୍ତୁ ଖର୍ଚ ବି ଅଧିକ କରନ୍ତି । ଖର୍ଚ କରିବା ପୂର୍ବରୁ ଏମାନେ ଅଧିକ ଚିନ୍ତା ବି କରନ୍ତି ନାହିଁ । ସୁନ୍ଦର ଓ ଭିନ୍ନ ଜିନିଷ ପ୍ରତି ଏମାନେ ଅଧିକ ଆକର୍ଷିତ ହୋଇଥାନ୍ତି । ପ୍ରେମର କଥାବାର୍ତ୍ତ କରିବା ତ ଏହି ମାମଲାରେ ଏମାନେ ଅଳ୍ପ ସମ୍ବେଦନଶୀଳ ହୋଇଥାନ୍ତି ଓ ଯେଉଁ ସମ୍ପର୍କରେ ଥରେ ପଡି ଯାଆନ୍ତି ତାହାକୁ ସେମାନେ ଜୀବନ ସାରା ପାଳନ କରନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।