ଇତିହାସ ରଚିଲା ଭାରତ ,ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କଲା ଭାରତ Chandrayaan 3 Moon Landing

ଉତ୍କଣ୍ଠା ର ସହ ଅପେକ୍ଷା କରିଥିଲେ ଦେଶବାସୀ । ଚାରିଆଡେ ଚାଲିଥିଲା ପୂଜା ପାଠ କେମିତି ହେବ ସଫଳ ? ଜନ୍ହ ରେ ପାଦ ରଖିଲା ଚନ୍ଦ୍ରୟାନ-3 । ହଁ ଦର୍ଶକ ଅବନ୍ଧୁ ଅପେକ୍ଷା ର ହେଲା ଅନ୍ତ । ଇତିହାସ ରଚିଲା ଭାରତ । ଆଉ ସବୁ ଦିନ ପାଇଁ ମନେ ରଖିବ ବିଶ୍ଵ । ଯେଉଁ 6:04 ମିନିଟ କୁ ଭୟ ଥିଲା ତାହା ଆଜି ସଫଳ ହୋଇଛି । ଯେଉଁ ଚନ୍ଦ୍ରୟାନ-3 ସମସ୍ତଙ୍କ ଆଖି ରୁ ନିଦ ହଜାଇ ଦେଇଥିଲା ତାହା ଆଜି ଇତିହାସ ରଚିଛି ।

ଦେଶବାସୀ ଯେତିକି ଖୁସି ଥିଲେ ସେତିକି ଭୟଭୀତ ମଧ୍ୟ ଥିଲେ । ସନ୍ଧ୍ୟା 6:04 ମିନିଟରେ ଅବତରଣ କରିଛି ବିକ୍ରମ ଲ୍ୟାଣ୍ଡ ଯାହାକୁ ନେଇ ସାରା ବିଶ୍ଵ ଉତ୍କଣ୍ଠା ପ୍ରକାଶ କରିଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାକୁ ନେଇ ସୋସିଆଲ ମିଡିଆରେ କହିଥିଲା ଯେ ସବୁ କିଛି କାର୍ଯ୍ୟସୂଚୀ ଅନୁସାରେ ଚାଲିଛି । ଆଜି ଭାରତ ପାଇଁ ଚନ୍ଦ୍ରୟାନ ର ମୂହୁର୍ତ୍ତ ରହିଛି ।

କୋଟି କୋଟି ଜନତା ଅପେକ୍ଷା କରିଥିଲେ କେବେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-3 । ସବୁ ଅପେକ୍ଷାର ଅନ୍ତ ଘଟାଇ ଗତ କାଲି ସନ୍ଧ୍ୟା 6:04 ମିନିଟ ରେ ଜନ୍ହ ରେ ପାଦ ଥାପିଚି ଚନ୍ଦ୍ରୟାନ-3 । ଆଉ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚି ଦେଇଛି ଭାରତ । ଲ୍ୟାଣ୍ଡ ର 30 କିମି ଉଚ୍ଚତା ରୁ ଅବତରଣ କରିଛି ଯାହା କି ଅବତରଣର 2 ଘଣ୍ଟା ପୂର୍ବରୁ ଚନ୍ଦ୍ର ର ସ୍ଥିତି ଅନୁଧ୍ୟାନ କରା ଯାଇଥିଲା ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଖରୁ କୁହା ଯାଇଥିଲା ଗତ କାଲି ସନ୍ଧ୍ୟା 5:27 ମିନିଟ ରେ ଚନ୍ଦ୍ରଯାନ-3 ର ଲ୍ୟାଣ୍ଡର ବିକ୍ରମ ରଳ ର ଲ୍ୟାଣ୍ଡିଣ୍ଡ ପ୍ରକ୍ରିୟା ଇସ୍ରୋ ୱେବ ସାଇଟ ୟୂଟ୍ଯୂବ DD ଚ୍ୟାନେଲରେ ଟେଲିକାଷ୍ଟ କରା ଯାଇଛି । ଗତ କାଲି ସନ୍ଧ୍ୟା 5:27 ରେ ଚନ୍ଦ୍ରୟାନ-3 ର ଲ୍ୟାଣ୍ଡର ବିକ୍ରମ ର ଲ୍ୟାଣ୍ଡିଙ୍ଗ ପ୍ରକ୍ରିୟା ଇସ୍ରୋ ୱେବ ସାଇଟ DD ଚ୍ୟାନେଲ ରେ ଟେଲିକାଷ୍ଟ କରା ଯାଇଥିଲା ।

ଲ୍ୟାଣ୍ଡିଙ୍ଗ ବେଳେ 4ଟି ପର୍ଯ୍ୟାୟ ଦେଇ ଗତି କରିଥିଲା ଲ୍ୟାଣ୍ଡର । ରକ ବ୍ରେକି ଫ୍ରେଜ, ଅଲ୍ଟିଚ୍ୟୁତ ହୋଲ୍ଡ ଫେଜ, ଫାଇନ ବ୍ରେକିଙ୍ଗ ଫେଜ ଓ ଟର୍ମିନାଲ ଡିସେନ ଫେଜ । ଇସ୍ରୋ ବୈଜ୍ଞାନିକ ଙ୍କ ସୂଚନା ଅନୁଯାୟୀ 5:45 ମିନିଟ ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଚନ୍ଦ୍ର ପ୍ରୁଷ୍ଠ ରୁ 30 କିମି ଉଚ୍ଚତା ରେ ଦୃୟାତ ଗତିରେ ଯାଉଥିବା ଲ୍ୟାଣ୍ଡର ଏହାର ବେଗ ଥିବ ସେକେଣ୍ଡ ପ୍ରତି 1.6 କିମି । ତେଣୁ ବେଗକୁ ଟିକେ କମ କରିବା ପାଇଁ 4ଟି ଯାକ ଥ୍ରଷ୍ଟର ର ଇଞ୍ଜିନ ଚାଲୁ କରା ଯାଇଥିଲା । ଚନ୍ଦ୍ରୟାନ କୁ ଦେଶ ଜଣାଇଛି ଶୁଭେଚ୍ଛା । 104 କୋଟି ଦେଶବାସୀ ଙ୍କ ପାଇଁ ଏହା ଥିଲା ସଫଳତାର ମିସନ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।