ତାହା କେଉଁ ଜିନିଷ ଯାହା ଆପଣଙ୍କୁ ଜୀବନରେ ଦୁଇଥର Free ରେ ମିଳେ, କିନ୍ତୁ ତୃତୀୟ ଥର ଟଙ୍କା ଦେଲେ ମଧ୍ୟ ମିଳେ ନାହିଁ !

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧) ଭାରତ ର କେଉଁ ରାଜ୍ୟର ରେ ଅଧିକ ମାତ୍ର ରେ ନାରୀ ବସ ବାସ କରନ୍ତି ? ଏହି ସରଳ ପ୍ରଶ୍ନ ର ଉତ୍ତର ଯିଏ କହିବ ସିଏ ଲଡ଼ୁ ପାଇବ ?

ଉତ୍ତର;- କେରଳ

୨)ଭାରତ ର ବୃହତମ ମରୁଭୂମି ର ନାମ କଣ ? ଏହି ପ୍ରଶ୍ନ ଟି ଅତି ସରଳ ଏହା ର ଉତ୍ତର ଯିଏ କହିବ ସିଏ ନିଶ୍ଚୟ ଚତୁର ହୋଇ ଥିବା ।

ଉତ୍ତର:- ଥର ମରୁଭୂମି । ଏହା ରାଜସ୍ଥାନ ରେ ଅବସ୍ଥିତ ।

୩) ଭାରତ ର ବୃହତମ ମସଜିଦ ର ନାମ କଣ ?

ଉତ୍ତର:-ଜୁମା ମସଜିଦ । ଏହି ଦିଲ୍ଲୀ ରେ ଅବସ୍ଥିତ ।

୪) ଭାରତ ର ଉଚ୍ଚ ତମ ସ୍ତମ୍ଭ ର ନାମ କଣ ?

ଉତ୍ତର:- କୁତବମିନାର । ଏହା ଦିଲ୍ଲୀ ରେ ଅବସ୍ଥିତ

୫) କେଉଁ ବାନର ନିଜ ର ପ୍ରତିବିମ୍ବ ପାଣି ରେ ଦେଖି ଲଢେଇ କରିବା ପାଇଁ ପାଣି କୁ ଡେଇଁ ପଡି ଥିଲେ । ଯିଏ କହିବ ସେ ନିଶ୍ଚୟ ଚାଲାକ ହୋଇ ଥିବା ?

ଉତ୍ତର :-ରୁକ୍ଷ ରାଜ

୬) ଗାୟତ୍ରୀ ମନ୍ତ୍ର କିଏ ରଚନା କରି ଥିଲେ ? କିଏ କହି ପାରିବ

ଉତ୍ତର :- ବିଶ୍ଵାମିତ୍ର

୭) ଏମାନଙ୍କ ମଧ୍ୟ ରୁ କିଏ ହେଉ ଛନ୍ତି ଭଗବାନ ବିଷ୍ଣୁ ଙ୍କର ଅବତାର ଅଟେ l କହିବ ଏହି ସହଜ ପ୍ରଶ୍ନ ର ଉତ୍ତର ଏହାର ଉତ୍ତର କଣ ?

ଉତ୍ତର – ପର୍ଶୁରାମ

୮) ରାବଣ ର ଉପଦେଶ ନ ଶୁଣିଲେ ସୀତା ମାତା ଙ୍କୁ ଗିଳି ଦେବ ବୋଲି କେଉଁ ରାକ୍ଷସୀ ଧମକ ଦେଇ ଥିଲେ । ଏହା ରାମାୟଣ ର ବହୁତ ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?

ଉତ୍ତର :- ପ୍ରାଗସ ରାକ୍ଷସୀ

୯) ସେହି ଅସୁର ର ନାମ କଣ ଯିଏ କି ଜନ୍ମ ହେବା କ୍ଷଣି କେ ହିଁ ହଜାର ଜଣ ଲୋକ ଙ୍କୁ ଗିଳି ଦେଇ ଥିଲେ । ଏହି ରାକ୍ଷସ ର ନାମ ଏହା କୁ ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?

ଉତ୍ତର :- ରାବଣ ର କନିଷ୍ଠ ଭ୍ରାତା କୁମ୍ଭ କର୍ଣ୍ଣ ସେ ଅତ୍ୟନ୍ତ ବଳ ଶାଳୀ ଅଟେ ।

୧୦) ଭାରତ ର ଏକ ମାତ୍ର ଥଣ୍ଡା ମରୁଭୂମି ର ନାମ କଣ ?

ଉତ୍ତର;- ଲଦାଖ

୧୧) ଭାରତ ର ବୃହତମ ହ୍ରଦ ର ନାମ କଣ ?

ଉତ୍ତର:- ଉଲାର ହ୍ରଦ, ଏହା କାଶ୍ମୀର ରେ ଅବସ୍ଥିତ

୧୨) ଭାରତ ର ଦୀର୍ଘ ତମ ସେତୁ ର ନାମ କଣ ?

ଉତ୍ତର:- ମହାତ୍ମା ଗାନ୍ଧୀ ସେତୁ

୧୩) ଭାରତ ର ବୃହତମ ଯାଦୁ ଘର କେଉଁଠି ଅବସ୍ଥିତ ?

ଉତ୍ତର:- କୋଲକାତା

୧୪) ବାରଣାସୀ କେଉଁ ନଦୀ କୂଳ ରେ ଅବସ୍ଥିତ ?

ଉତ୍ତର:- ଗଙ୍ଗା ନଦୀ

୧୫) ତାହା କେଉଁ ଜିନିଷ ଯାହା ଆପଣଙ୍କୁ ଜୀବନରେ ଦୁଇଥର Free ରେ ମିଳେ କିନ୍ତୁ ତୃତୀୟ ଥର ଟଙ୍କା ଦେଲେ ମଧ୍ୟ ମିଳେ ନାହିଁ?

ଉତ୍ତର : ଦାନ୍ତ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।