ଉଚ୍ଚ ରକ୍ତଚାପ କେବଳ 10 ମିନିଟରେ ଠିକ ହେଇଯିବ ! ଜାଣି ନିଅନ୍ତୁ ଏହି ସହଜ ଘରୋଇ ଉପାୟ

ବନ୍ଧୁଗଣ ଆଜି ଆମେ ଏକ ଏହିପରି ଚା ବିଷୟରେ ଆଲୋଚନା କରିବା ଯାହା ଦ୍ଵାରା ଆପଣଙ୍କର ଉଚ୍ଚ ରକ୍ତଚାପ ଏବଂ ଓଜନହ୍ରାସ କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହା ସମ୍ପୂର୍ଣ ଘରୋଇ ଓ ପ୍ରାକୃତିକ ଅଟେ । ଏହା ପ୍ରୟୋଗ ଦ୍ଵାରା ଆପଣଙ୍କ ରକ୍ତଚାପ କନ୍ଟ୍ରୋଲ ହୋଇଥାଏ । ଏବଂ ଓଜନହ୍ରାସ ମଧ୍ୟ ହୋଇଥାଏ । ଏହାକୁ ବନେଇବା ପାଇଁ ଆସନ୍ତୁ ଜାଣିବା ସାମଗ୍ରୀ ବିଷୟରେ । ଏହି ଉପଚାର ପ୍ରସ୍ତୁତ କରିବା ନିମନ୍ତେ ପ୍ରଥମେ ଏକ ପାତ୍ର ରେ ୫୦୦ ମିଲି ପାଣି ନେଇ ଫୁଟାଇ ଦିଅନ୍ତୁ ।

ଏବଂ ପାଣି ଫୁଟିବା ପରେ ଏଥିରେ କଳା ଜୀରା ପକାନ୍ତୁ । କଳା ଜୀରା ରେ ଆଣ୍ଟି ଆକ୍ସିଜେନ ଭରପୁର ମାତ୍ରା ରେ ଥାଏ । ଏକ ବଡ ଚାମଚ ରେ ୨ ଚାମଚ କଳା ଜୀରା ପାଣିରେ ପକାଇ ଫୁଟାଇ ଦିଅନ୍ତୁ । କଳା ଜୀରା ରେ ଆୟରନ, ଫାଇବର, ମ୍ୟାଗ୍ନେସିୟମ, ଫସଫରସ, କପର ବହୁତ ପରିମାଣ ରେ ରହିଥାଏ । ଏବଂ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥିବାରୁ ଏହା ଆପଣଙ୍କ ରକ୍ତଚାପ କୁ ବହୁତ ଶୀଘ୍ର କମ କରିଥାଏ ।

୫୦୦ ମି.ଲି. ପାଣିରେ ୨ ବଡ ଚାମଚ କଳା ଜୀରା ପକାଇ ଫୁଟନ୍ତୁ । ଏହାକୁ ଘୋଡାଇ ୨୦ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ କମ ଆଞ୍ଚ ରେ ଫୁଟନ୍ତୁ । ୫୦୦ ମି.ଲି. ପାଣି କୁ ଫୁଟାଇ ୧କପ ହେବା ଯାଏଁ ଫୁଟନ୍ତୁ । ଏହା ପରେ ଏହାକୁ ଏକ କପ କୁ ଛାଣି ଦିଅନ୍ତୁ । ଏହା ପରେ ଆମର ପ୍ରସ୍ତୁତ ହୋଇଗଲା ଏକ ବିଶେଷ ଚା । ଯାହା ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତଚାପ ଓ ଓଜନହ୍ରାସ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହି ଚା କୁ ଦିନରେ ଥରେ ଓ କୌଣସି ସମୟରେ ବି ପିଇ ପାରିବେ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମାନେ ଏହାର ସେବନ ନିଶ୍ଚୟ କରନ୍ତୁ । ଏହା ଆପଣଙ୍କ ଉଚ୍ଚ ରକ୍ତଚାପ କୁ ବହୁତ ଶୀଘ୍ର କମ କରିଥାଏ । ଯେଉଁମାନେ ଓଜନହ୍ରାସ କରିବାକୁ ଚାହୁଞ୍ଚନ୍ତି ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ । ଯଦି ସେମାନେ ଏହାର ସେବନ କରନ୍ତି ତେବେ ସେମାନଙ୍କର ମେଟପାଲିସିମ ଏକ୍ଟିଭ ହୋଇଥାଏ ।

ଯାହା ଦ୍ଵାରା ସେମାନଙ୍କ ଓଜନ ହ୍ରାସ ହୋଇଥାଏ । ଥାଇରୋଏଡ ଯଦି ଆପଣଙ୍କର ଅଛି ତେବେ ଆପଣ ଏହାକୁ ସେବନ କରି ପାରିବେ । ପିସିଊଡି ର ରୋଗୀ ମାନେ ମଧ୍ୟ ଏହାର ସେବନ କରି ପାରିବେ । ଯଦି ଆପଣ ଗର୍ଭବତୀ ଅଛନ୍ତି କିମ୍ବା ଆପଣ ଶିଶୁଙ୍କୁ ସ୍ତନ୍ୟ ପାନ କରାଉଛନ୍ତି ତେବେ ଆପଣ ଏହାର ସେବନ କରି ପାରିବେ ।

ଯେଉଁ ମାନଙ୍କର କିଛି ସର୍ଜରୀ ହୋଇଛି ନିକଟରେ ସେମାନେ ଏହାର ସେବନ କରନ୍ତୁ ନାହିଁ । ଯେଉନମାନଙ୍କର ନିମ୍ନ ରକ୍ତଚାପ ରହିଛି ସେମାନେ ମଧ୍ୟ ଏହାର ସେବନ କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ସେମାନଙ୍କର ରକ୍ତଚାପ ଆହୁରି କମିଯାଇଥାଏ । ଯେଉନମାନଙ୍କର ଡାଇବେଟିସ ଅଛି ସେମାନେ ମଧ୍ୟ ଏହାକୁ ସେବନ କରନ୍ତୁ ନାହିନ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।