ଇଣ୍ଟର୍ନେଟରେ ଭାଇରାଲ ହେଲା ଏହି ମିସ୍ଟ୍ରୀ ଗର୍ଲଙ୍କର ଫଟୋ, ଏଥିରେ ଲୁଚି ରହିଛି ଭୟାନକ ରାଜ୍, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସୋସିଆଲ ମିଡିଆ ଆଜିକାଲି ଏକ ଏମିତି ପ୍ଲାଟଫର୍ମ ହୋଇଯାଇଛି କି ଯେଉଁଠି ଲୋକମାନେ ନିଜର ଭିନ୍ନ ଭିନ୍ନ କଥା ରଖି ପାରିବେ । ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ନିଜର ଫଟୋ ଓ ଭିଡିଓ ଅନ୍ୟ ଲୋକମାନଙ୍କୁ ଶେୟାର କରିଥାନ୍ତି । ଏହା ନିଜର କଥା ଅନ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁଠୁ ଶସ୍ତା ଓ ସରଳ ମାଧ୍ୟମ ଅଟେ ।

ଏହା ସହିତ ଏଠି ଆପଣଙ୍କୁ କିଛି ଏମିତି ବି ପୋଷ୍ଟ ମିଳିଯାଏ ଯାହାର କଳ୍ପନା ବି ଆପଣ କରି ନ ଥିବେ । ସୋସିଆଲ ମିଡିଆରେ ଆଜିକାଲି କିଛି ଏହଭଳି ହିଁ ଫଟୋ ଭାଇରାଲ ହେଉଛି । ଯାହା ପୂରାପୂରି ସାଧାରଣ ଅଟେ କିନ୍ତୁ ତାକୁ ଜୁମ କରି ଦେଖିବେ ତେବେ ସେଥିରୁ ଏକ ଭିନ୍ନ ସତ ଆପଣଙ୍କୁ ମିଳିବ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଫଟୋ ନେଇ ଆସିଛୁ ।

ଭାଇରାଲ ହେଉଛି ଏହି ବ୍ଲାକ ଏଣ୍ଡ ୱ୍ହାଇଟ ଫଟୋ

ବର୍ତ୍ତମାନ ସମୟରେ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନଙ୍କ ଦ୍ଵାରା ଏହି ଫଟୋକୁ ଫେସବୁକ ଓ ଇନଷ୍ଟାଗ୍ରାମରେ ବହୁତ ଶେୟାର କରାଯାଉଛି । ଆପଣ ବି ଦେଖନ୍ତୁ ଏହି ଫଟୋକୁ ଓ ଖୋଜନ୍ତୁ ଏହି ଫଟୋରେ ଥିବା ରହସ୍ୟକୁ । ଫଟୋରେ ଆପଣ ଦେଖି ପାରିବେ କି ଜଣେ ଝିଅ କ୍ୟାମେରା ସାମ୍ନାରେ ପୋଜ ଦେଉଛି ଓ ଫଟୋଟି ବ୍ଲାକ ଏଣ୍ଡ ୱ୍ହାଇଟ ଅଟେ ।

ଏହା ଅଟେ ଉତ୍ତର

କହିବାକୁ ଗଲେ ଏହି ଫଟୋ ଟି ଏତେ ବି କମ୍ପ୍ଲୀକେଟେଡ ନୁହେଁ । ଭଲ ଭାବରେ ଦେଖିଲେ ଆପଣ ଜାଣିଯିବେ । ଏହି ଫଟୋରେ ଯେଉଁ ଯୁବତୀ ଜଣକ ପୋଜ ଦେଉଛି ତା’ ହାତରେ ୫ଟି ନୁହେଁ ୬ ଟି ଆଙ୍ଗୁଠି ଅଛି । ଆଉଥରେ ଫୋଟୋଟିକୁ ଦେଖନ୍ତୁ । ଝିଅଟି ର 5 ଟି ଆଙ୍ଗୁଠି ଦେଖାଯାଉଛି ଯେଉଁଥିରେ ତାର ବୁଢା ଆଙ୍ଗୁଠି ନାହିଁ । ଏହାର ମାନେ ହେଉଛି ସେ ଝିଅର 5 ଟି ନୁହେଁ ବରଂ 6ଟି ଆଙ୍ଗୁଠି । ବର୍ତ୍ତମାନ ଆପଣଙ୍କୁ ଏହି ଯୁବତୀ ଅଳ୍ପ ଭିନ୍ନ ଲାଗିବ । ଇଣ୍ଟର୍ନେଟରେ ଏହି ଯୁବତୀର ଫଟୋ ପାଇଁ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖା ଯାଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।