Interesting GK Q&A: ସ୍ଵାମୀ ତା’ ସ୍ତ୍ରୀର କଣ ଦେଖିପାରେ ନାହିଁ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ବଳଦେବ ଜୀଉ ମନ୍ଦିର ମୁଖଶାଳା ପାଖରେ କେତୋଟି ପାହାଚ ଅଛି ?

ଉ: 7 ଟି ପାହାଚ ଅଛି ।

2- କେଉଁ ଗଛରୁ ସର୍ବାଧିକ ଅମ୍ଳଜାନ ମିଳିଥାଏ ?

ଉ: ଓସ୍ତ ବା ଅଶ୍ଵତଥ ଗଛରୁ ସବୁଠୁ ଅଧିକ ଅମ୍ଳଜାନ ମିଳେ ।

3- ଗୋଟିଏ ଶିଙ୍ଘ ଥିବା ଗଣ୍ଡା କେଉଁଠାରେ ସର୍ବାଧିକ ଦେଖିବାକୁ ମିଳେ ?

ଉ: ଆସାମ ରେ ।

4- ଭାରତରେ କେଉଁ ପଶୁକୁ କ୍ରୟ ବିକ୍ରୟ କରିବା ଅପରାଧ ଅଟେ ?

ଉ: ବାଘ ଓ ସିଂହ ଆଦି ବନ୍ୟପଶୁ ।

5- ବିଶ୍ବରେ ସର୍ବ ପ୍ରଥମେ ATM କେବେ ବ୍ୟବହାର ହୋଇଥିଲା ?

ଉ: 1969 ମସିହାରେ ।

6- ଆନାକୋଣ୍ଡା ସାପର ହାରାହାରି ଓଜନ କେତେ ହୋଇଥାଏ ?

ଉ: 250 କେଜି ।

7- ହାତୀ, ବାଘ, ଭାଲୁ ଓ ଜିରାଫଙ୍କ ମଧ୍ୟରୁ କାହାର ଲଞ୍ଜ ସବୁଠୁ ଲମ୍ବା ?

ଉ: ଜିରାଫର ଲାଞ୍ଜ ଲମ୍ବା ।

8- ଚାରମିନାର କେଉଁଠାରେ ଅବସ୍ଥିତ ?

ଉ: ହାଇଦ୍ରାବାଦ ରେ ଅବସ୍ଥିତ ।

9- ଭାରତର କେଉଁ ରାଜ୍ୟରେ ସର୍ବାଧିକ ବର୍ଷା ହୁଏ ?

ଉ: ମେଘାଳୟରେ ସବୁଠୁ ଅଧିକ ବର୍ଷା ହୋଇଥାଏ ।

10- ଓଡିଶାର ପ୍ରଥମ ମହିଳା ଆଦିବାସୀ ମନ୍ତ୍ରୀ କିଏ ?

ଉ: ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ ପ୍ରଥମ ମହିଳା ଆଦିବାସୀ ମନ୍ତ୍ରୀ ।

11- ଓଡିଶାର ପ୍ରଥମ ମହିଳା ବାରିଷ୍ଟରଙ୍କ ନାମ କଣ ?

ଉ: ଊର୍ମିବାଳା ରାୟ ପ୍ରଥମ ମହିଳା ବାରିଷ୍ଟର ।

12- ଜନସଂଖ୍ୟା ଅନୁସାରେ କେଉଁ ପୃଥିବୀର କେଉଁ ଦେଶ ସବୁଠୁ ବଡ ?

ଉ: ଚୀନ ଦେଶ ଜନସଂଖ୍ୟା ଅନୁସାରେ ବଡ ।

13- କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀର କେଉଁ ଦେଶ ସବୁଠୁ ବଡ ?

ଉ: ଋଷ କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠୁ ବଡ ଦେଶ ।

14- ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ କିଏ ?

ଉ: ବସନ୍ତ ମଞ୍ଜରୀ ଦେବୀ ପ୍ରଥମ ମହିଳା ମନ୍ତ୍ରୀ ।

15- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉ: ଆଲ୍ଲାହାବାଦ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ।

16- କେଉଁ ଦେଶ ତାସ୍ ର ଆବିଷ୍କାର କରିଥିଲା ?

ଉ: ଚୀନ ତାସ୍ ଆବିଷ୍କାର କରିଥିଲା ।

17- କେଉଁ ଦେଶରେ ସବୁଠୁ ଅଧିକ ଲାଇବ୍ରେରୀ ରହିଛି ?

ଉ: ଭାରତରେ ସବୁଠୁ ଅଧିକ ଲାଇବ୍ରେରୀ ଅଛି ।

18- କେଉଁ ଦେଶରେ ସବୁଠୁ ଅଧିକ ଡାକଘର ଅଛି ?

ଉ: ଭାରତରେ ସବୁଠୁ ଅଧିକ ଡାକଘର ଅଛି ।

19- କେଉଁ ପଶୁ ଖାଇବା ବେଳେ ତା’ ଆଖିରୁ ଲୁହ ଗଡିଥାଏ ?

ଉ: କୁମ୍ଭୀର ।

20- ସ୍ଵାମୀ ତା’ ସ୍ତ୍ରୀ ର କଣ ଦେଖିପାରେ ନାହିଁ ?

ଉ: ବିଧବା ଭେଶ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।