ଭାରତୀୟ ବୈଜ୍ଞାନିକ କରି ଦେଖାଇଲେ ସବୁଠୁ ବଡ କମାଲ, DRDO

ଭାରତୀୟ ବୈଜ୍ଞାନିକ ମାନେ ପୁଣି ଠାରେ ଏପରି କାରନାମା କରି ଦେଖାଇଛନ୍ତି ଯାହା ଶୁଣି ଆପଣଙ୍କ ଛାତି ଗର୍ବରେ ଫୁଲି ଯିବ । ଭାରତ ଆମେରିକା ଓ ରୁଷ ସମେତ ୟୁରୋପର ତମାମ ଦେଶକୁ ମାତ ଦେଇଛି । ଏହି କାର୍ଯ୍ୟକୁ ସଫଳ କରି ଭାରତୀୟ ବୈଜ୍ଞାନିକ ମାନେ ଦେଖାଇ ଦେଇଛନ୍ତି କି ତାଙ୍କୁ ଯଦି ସଠିକ ସମୟରେ ସଠିକ ସାଧନ ମିଳେ ତେବେ ସେମାନେ ରୁଷ ଓ ଆମେରିକା ଠାରୁ ମଧ୍ୟ ଖୁବ ଭଲ ହତିଆର ତିଆରି କରି ପାରିବେ । ତେବେ ଆସନ୍ତୁ ଜାଣିବା ଆମ ବୈଜ୍ଞାନିକ ମାନେ କେଉଁ କାର୍ଯ୍ୟରେ ଏତେ ସଫଳ ହୋଇଛନ୍ତି ।

ଆଜିର ଦୁନିଆରେ ମିସାଇଲ ବନାଇବା ଏତେ କଷ୍ଟକର କାମ ନୁହେଁ । କିନ୍ତୁ ମିସାଇଲ ମଧ୍ୟରେ ଯଦି ଆପଣ ବିଭିଆର ମିସାଇଲ ଅବା ଏଟୁଏ ମିସାଇଲ ତିଆରି କରି ଦେଉଛନ୍ତି ତେବେ ଏହା ଗୌରବଜନକ ବିଷୟ ଅଟେ । ଦୁନିଆରେ ଲଢୁଆ ବିମାନ ତିଆରି କରିବାର ଅନେକ ଉଦାହରଣ ଆପଣଙ୍କୁ ମିଳିଯିବ । କିନ୍ତୁ କେହି ମଧ୍ୟ ଲଢୁଆ ବିମାନ ବିଭିଆର ମିସାଇଲ ଅବା ଏଟୁଏ ମିସାଇଲ ତିଆରି କରି ପାରୁ ନାହାନ୍ତ ।

ଭାରତ ଏହି ଟେକ୍ନୋଲୋଜି ହାସଲ କରି ସାରିଛି ଓ ଏହାକୁ ନିଜ ସେନାରେ ମଧ୍ୟ ସାମିଲ କରି ସାରିଛି । ଏହାର ନାମ ହେଉଛି ଅସ୍ତ୍ର ଏମ.କେ-୧ । କେବଳ ଏତିକିରେ ଭାରତୀୟ ବୈଜ୍ଞାନିକ ଅଟକି ଯାଇ ନାହାନ୍ତି । ଅସ୍ତ୍ର ଏମ.କେ-୨ ନାମକ ଆଉ ଏକ ଶକ୍ତିଶାଳୀ ମିସାଇଲ ମଧ୍ୟ ଭାରତୀୟ ବାୟୁ ସେନା ନିଜ ସେନା ରେ ସାମିଲ କରିବାକୁ ଯାଉଛି ।

ଏହାର ମୂଲ୍ୟ ଅନୁସାରେ ଦେଖିଲେ ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ମିସାଇଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ସବୁଠୁ ବଡ ଖାସ କଥା ହେଉଛି ଏଥିରେ ଡୁଆଲ ପଲ୍ସ ମୋଟର ବ୍ୟବହାର କରାଯିବ । ଏହାଦ୍ବାରା ଏହାର ବେଗ ବଢିବ ଓ ରେଞ୍ଜ ମଧ୍ୟ ୧୫୦ କିଲୋମିଟର ଅଧିକ ବଢିଯିବ । ଆଉ ଦୁନିଆର ଅନ୍ୟ ଶକ୍ତିଶାଳୀ ମିସାଇଲ ତୁଳନାରେ ଏହାର ମୂଲ୍ୟ ମଧ୍ୟ ଖୁବ୍ କମ୍ ଅଟେ ।

ଅନ୍ୟ ଶକ୍ତିଶାଳୀ ମିସାଇଲ ଗୁଡ଼ିକର ମୂଲ୍ୟ ପ୍ରାୟ ୨୫କୋଟି ହୋଇଥିବା ବେଳେ ଏହାର ମୂଲ୍ୟ ମାତ୍ର ୭କୋଟି ଅଟେ । ଆମେରିକା ଓ ଋଷ ର ଶକ୍ତିଶାଳୀ ମିସାଇଲ ମାନଙ୍କ ତୁଳନାରେ କମ୍ ଖର୍ଚ୍ଚରେ ଏହା ଅଧିକ ରେଞ୍ଜ ମଧ୍ୟ କଭର୍ କରି ପାରିବ । ଏହି ମିସାଇଲ ଖର୍ଚ୍ଚରେ କମ୍ ଓ ସଠିକତା ରେ ଯଥେଷ୍ଟ ଭଲ ଅଟେ ।

ଚୀନର ପି.ଏଲ. ସିରିଜର ମିସାଇଲ ମଧ୍ୟ ୧୫୦ କିଲୋମିଟର ଯାଏ ଅତିକ୍ରମ କରି ପାରିବ । କିନ୍ତୁ ତାର ଗୁଣବତ୍ତା ସେତେ ଭଲ ନୁହେଁ ଓ ତାହା କେବେ ଟେଷ୍ଟ ହୋଇଥିଲା ଓ ସଫଳ ହୋଇଥିଲା କି ନାହିଁ ସେହି ବିଷୟରେ କିଛି ତଥ୍ୟ ମଧ୍ୟ ନାହିଁ । ଶୁଣା ଯାଉଛି କି ତାର ମୂଲ୍ୟ ମଧ୍ୟ ୧୫ ରୁ ୨୦ କୋଟି ମଧ୍ୟରେ ବୋଲି । ସେହି ତୁଳନାରେ ଆମ ଭାରତର ମିସାଇଲ ଶସ୍ତା ଓ ସର୍ବୋତ୍ତମ ଅଟେ । ଏଥିରେ ବ୍ୟବହାର ହୋଇଥିବା ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଆଧୁନିକ ହୋଇଥିବାରୁ ଏହାର ଦକ୍ଷତା ମଧ୍ୟ ଖୁବ୍ ଭଲ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।