କଣ କ୍ରିକେଟ ପ୍ରେମୀ ଙ୍କୁ ପସନ୍ଦ ଆସିବ ଏହି ୨୦୧୯ ବିଶ୍ଵ କପ୍ ର ଭାରତୀୟ ଟିମ୍, ଦେଖନ୍ତୁ କେତେ ଖତରନାକ ଅଟେ ଏହି ଟିମ୍

ଯେମିତି ଆପଣ ସମସ୍ତେ ଅବଗତ ଅଛନ୍ତି ବର୍ତ୍ତମାନ କ୍ରିକେଟକୁ ନେଇ ସୋସିୟାଲ ମିଡିୟା ରେ ବହୁତ ଖବର ଚର୍ଚା ର ବିଷୟ ହୋଇଛି । ଯାହାର ମୁଖ୍ୟ କାରଣ ବର୍ତ୍ତମାନ ଚାଲିଛି ଅଷ୍ଟ୍ରେଲିୟା ଯାତ୍ରା, ଯାହା ଟି୨୦ ସିରିଜ ଚାଲିଛି । ଏଥର ଟି୨୦ ସିରିଜ କୁ ଇଣ୍ଡିଆନ ଟିମ ଡ୍ର କରିବାରେ ସଫଳ ହୋଇଛନ୍ତି ।

ଏହା ପରେ ଟିମ ଇଣ୍ଡିଆ ନ୍ଯୂଜଲୈଂଡର ଯାତ୍ରା ରେ ଯିବେ ଏବଂ ଏହା ପରେ ବିଶ୍ଵକପ ୨୦୧୯ ପାଇଁ ଟୀମ ଚୟନ କରିବାକୁ ପଡିବ । ବିଶ୍ଵକପ ପାଇଁ ବେଶି ସମୟ ନାହିଁ, ଚାଲନ୍ତୁ ଦେଖିବା ଏହି ବର୍ଷ ବିଶ୍ଵକପ ଟିମ କ୍ରିକେଟ ପ୍ରେମୀଙ୍କୁ ପସନ୍ଦ ଆସୁଛି କି ନାହିଁ ।

ଆପଣ ଜାଣିବେ ନିମନ୍ତେ କହିଦେଉଛୁ ଯେ ବିଶ୍ଵକପ ୨୦୧୯ ର ଆରମ୍ଭ ୩୦ ମେ ୨୦୧୯ ରେ ହେବାକୁ ଅଛି । ଯେଉଁଥିରେ ୧୦ଟି ଦେଶ ର ଶକ୍ତିଶାଳୀ ଟିମ ଭାଗ ନେବେ । ଆପଣଙ୍କୁ କହି ଦେଉଛୁ ଯେ ଭାରତୀୟ ଟିମ ବିଶ୍ଵକପ ୨୦୦୩ ର ଦାୟିତ୍ଵ କପ୍ତାନ ସୌରବ ଗାଂଗୁଲୀ ଭଲ ଭାବରେ ନିଭାଇ ଥିଲେ , ତେବେ ବିଶ୍ଵକପ ୨୦୧୯ ର ଦାୟିତ୍ଵ କପ୍ତାନ ବିରାଟ କୋହଲି କରିବାକୁ ଯାଉଛନ୍ତି । ୨୦୦୩ ରେ ଗାଂଗୁଲୀଙ୍କ ଟିମ ଫାଇନାଲ ରେ ଅଷ୍ଟ୍ରେଲିୟା ଠାରୁ ହାରି ଥିଲେ । ସେଠୀ ଯଦି ଦୁଇଟି ଟିମ ର କଥା କୁହାଗଲେ କିଛି ଏମିତି ପ୍ରକାରର ଅଟେ….

ବିଶ୍ଵକପ ୨୦୦୩ ରେ ଖେଳିଥିବା ଇଣ୍ଡିଆନ ଟିମ : ବୀରେଂଦ୍ର ସହୱାଗ, ସଚିନ ତେଂଦୁଲକର, ଯୁବରାଜ ସିଂହ, ରାହୁଲ ଦ୍ରବିଡ, ସୌରଭ ଗାଂଗୁଲୀ, ମୋହମ୍ମଦ କୈଫ, ଦିନେଶ ମୋଂଗିୟା, ଅଶୀଷ ନେହରା, ହରଭଜନ ସିଂହ, ଜଭଗଲ ଶ୍ରୀନାଥ, ଜାହୀର ଖାନ ଏମାନେ ସମସ୍ତେ ସୌରଭ ଗାଂଗୁଲୀ କପତାନିରେ ଖେଳିଥିଲେ ।

ବିଶ୍ଵକପ ୨୦୧୯ ରେ ଖଳିବା ପାଇଁ ସମ୍ଭାବିତ ଟିମ : ଶିଖର ଧବନ, ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲୀ, ମହେଂଦ୍ର ସିଂହ ଧୋନୀ, ହାର୍ଦିକ ପାଂଡ୍ୟା, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, କୁଲଦୀପ ୟାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମୀ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ ଏହି ସବୁ ଖେଳାଳି ବିରାଟ କୋହଲୀଙ୍କ ଟିମରେ ଅଛନ୍ତି ।

ବନ୍ଧୁମାନେ ଉପରୋକ୍ତ ଦୁଇଟି ଟିମ ମଧ୍ୟରୁ ସବୁଠୁ ଶକ୍ତିଶାଳି ଟିମ ଆପଣଙ୍କୁ କେଉଁଟି ଲାଗୁଛି? ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ ନିଶ୍ଚୟ ଦିଅନ୍ତୁ । ଆଗକୁ ଏମିତି ଖବର ପାଇବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ।