ଏହି ଭାରତୀୟ ଦମ୍ପତି ବୁଲିବାକୁ ଯାଇଥିଲେ ପାର୍କ, ସେହି ସମୟରେ ଘଟିଲା କିଛି ଏମିତି ଘଟଣା କି ଶୁଣିବାକୁ ମିଳିଲା ଚିତ୍କାର

ଛୁଟି ଦିନରେ ଲୋକ ବୁଲିବାକୁ ବହୁତ ପସନ୍ଦ କରିଥାନ୍ତି । ପ୍ରାୟତଃ ଲୋକ ଛୁଟି ର ହିସାବ କରି ପ୍ଲାନିଂ କରି ନିଅନ୍ତି ଏବଂ ବୁଲିବା ପାଇଁ ବାହାରି ପଡନ୍ତି । କିନ୍ତୁ ବେଳେ ବେଳେ ଏହି ବୁଲିବା ଲୋକଙ୍କ ପାଇଁ ବହୁତ ଭାରି ପଡି ଥାଏ । ଯାତ୍ରା ସମଯେ ସେମାନଙ୍କ ଦ୍ଵାରା କିଛି ନା କିଛି ଏମିତି ଭୁଲ ହୋଇଯାଏ , ଯାହା ପାଇଁ ସାରା ଜୀବନ ସେମାନଙ୍କୁ ପଶ୍ଚାଟାପ କରିବାକୁ ପଡେ ।  ଆମେରିକାରେ ଭାରତୀୟ ଦମ୍ପତିଙ୍କ ସହ କିଛି ଏମିତି ହୋଇଛି । ଆମେରିକାର କଲିଫୋର୍ନିଆ ସ୍ଥିତ ଜୋଜେମୀଟ ନେଶନଲ ପାର୍କରେ ଏକ ନବ ଦମ୍ପତି ବୁଲିବାକୁ ଯାଇଥିଲେ, ସେଠି ସେମାନଙ୍କ ସହ କିଛି ଏମିତି ହେଲା କି କେହି ଭାବି ବି ନଥିବେ ।

ଘଟଣା ଟି କଣ?

 

ଏବେ କିଛି ଦିନ ତଳେ ନ୍ଯୂୟର୍କ ଆସିଥିଲେ ବିଷନ୍ନୁ ବିଶ୍ଵନାଥ ଏବଂ ମିନାକ୍ଷୀ ମୂର୍ତ୍ତି । ବିଶ୍ଵନାଥ ସୈନ ଜୋସ ର କଂପନୀ ସିସ୍କୋ ରେ ସିସ୍ଟେମ ଇଞ୍ଜିନିୟର ଭାବେ କାମ କରୁଥିଲେ । ବିଷନ୍ନୁ ଓ ତାଙ୍କର ସ୍ତ୍ରୀଙ୍କୁ ବୁଲିବା ବହୁତ ପସନ୍ଦ ଥିଲା । ସ୍ଵାମୀ ସ୍ତ୍ରୀ ଦୁଇଜଣ ବହୁତ ଥର ସାହସିକ ଯାତ୍ରା ରେ ମଧ୍ୟ ଯାଇଛନ୍ତି । ସେମାନେ ଗୋଟେ ବ୍ଲଗ ମଧ୍ୟ ଚଲାନ୍ତି ଏବଂ ନିଜ ଯାତ୍ରାର ସଂପୂର୍ଣ୍ଣ ଡୀଟେଲ ସେଥିରେ ଅପଡେଟ କରନ୍ତି । ସେମାନଙ୍କର ବ୍ଲଗ “ହଲୀଡେଜ ଏଂଡ ହୈପ୍ପିଲୀ ଏୱର ଆଫ୍ଟର୍ସ” ନାମରେ ଅଛି । ଦିନେ ସେମାନେ କାଲିଫୋର୍ନିୟା ସ୍ଥିତ ନ୍ୟାସନାଲ ପାର୍କ ରେ ବୁଲିବାକୁ ସ୍ଥିର କଲେ,ଏବଂ ସେଠି ପହଞ୍ଚିଲେ । ଏହାପରେ ସେଠାରେ କିଛି ଏମିତି ହେଲା କି ପାଖାପାଖି ଥିବା ଲୋକ ଚିଲେଇବାକୁ ଲାଗିଲେ ।

 

ପାର୍କ ବୁଲି ଯାଇଥିବା ଏହି ନବ ଦମ୍ପତି ଙ୍କ ସହ ହଟାତ କିଛି ଏମିତି ହେଲା କି ସେ ଦୁଇଜଣ 800 ଫିଟ ଗଭୀର ଘାଇ ରେ ପଡିଗଲେ ଏବଂ ତାଙ୍କର ମୃତ୍ୟୁ ହୋଇଗଲା । ଦୁଇଜଣଙ୍କର ଚିହ୍ନଟ ଅଧିକାରୀ ମାନକ ଦ୍ଵାରା କରାଯାଇଛି । ଦୁଇଜଣକ ଶବ ମଧ୍ୟ ଉଧାର କରାଯାଇଛି ।

 

ସେମାନଙ୍କ ଶବ ମିଳିବା ପରେ ଅଧିକାରୀ କହିଛନ୍ତି କି ଆମେ ଏ ପର୍ଯ୍ୟନ୍ତ ଜାଣିପାରି ନାହୁଁ କି କେଉଁ କାରଣରୁ ସେମାନେ ଘାଇରେ ପଡିଗଲେ । ଆମେ ଏହାକୁ ଜାଣିବାକୁ ଚେଷ୍ଟା କରୁଛୁ । ସେମାନେ ସନ୍ଦେହ କରୁଛନ୍ତି ଯେ ଏହା ହଟାତ ପାଦ ଖସିଯିବାରୁ ହୋଇଛି । 2014 ରେ ଏମାନଙ୍କ ବିବାହ ହୋଇଥିଲା ଓ ଏମାନେ ଦୁଇଜଣ ଇଂଜୀନିୟର ଥିଲେ । ହଟାତ ଏଭଳି ଏକ ଘଟଣା ପାଇଁ ଦୁଇଟି ପରିବାର ଉପରେ ଦୁଖ ର ପାହାଡ ଭାଙ୍ଗି ପଡିଛି । ଏବେ ସେହି ଘଟଣାର ତଦନ୍ତ କରାଯାଉ ଅଛି ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ