ଫାଇନାଲ ରେ ଭାରତ ଠାରୁ ହାରିଲା ପରେ ବାଂଲାଦେଶ ଆଣିଲା ବଡ ଅଭିଯୋଗ – ନିଜେ ଦେଖନ୍ତୁ କଣ କହିଲା ବାଂଲାଦେଶ

କାଲିର ଫାଇନାଲ ମୁକାବିଲାରେ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ବାଂଲାଦେଶ। ଏସିଆ କପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ୪୮.୩ ଓଭର୍‌ରେ ୨୨୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ୭ମ ଥର ଏସିଆ ଦଖଲ କରିବା ପାଇଁ ଟିମ୍‌ ଇଣ୍ଡିଆକୁ ୨୨୩ ରନ୍‌ର ଟାର୍ଗେଟ ମିଳିଥିଲା।

ବାଂଲାଦେଶ ପକ୍ଷରୁ ଶତକୀୟ ଇନିଂସ ଖେଳିଥିବା ଓପନର୍‌ ଲିଟନ୍‌ ଦାସ ସର୍ବାଧିକ ୧୨୧ ରନ୍‌ କରିଥିବା ବେଳେ ଅନ୍ୟତମ ଓପନର୍‌ ମେହେଦି ହାସନ ମିର୍ଜା ୩୨ ଓ ସୌମ୍ୟ ସରକାର ୩୩ ରନ୍‌ କରିଥିଲେ। ହେଲେ ବାଙ୍ଗଲାଦେଶର ଇନଂଙ୍ଗସରେ ହୋଇଥିବା ଏକ ଡିସିସନକୁ ଭୁଲ ବୋଲି କହି,ଗତ କାଲିଠୁ ବାଙ୍ଗଲାଦେଶି ମାନେ ICC ଆଉ ଭାରତୀୟ ଟିମକୁ ସମାଲୋଚନା କରୁଛନ୍ତି ।

ଗତକାଲି ମ୍ୟାଚରେ ବାଙ୍ଗଲାଦେଶ ପକ୍ଷରୁ ସର୍ବଧିକ ରନ କରିଥିବା ଓପନର ଲିଟନ୍ ଦାସ ଧୋନୀଙ୍କ ଦ୍ବରା ଷ୍ଟମପିଙ୍ଗ ଆଉଟ ହୋଇଥିଲେ ଏବଂ fourth umpire ଲିଟନ ଙ୍କୁ ଆଉଟ ଘୋଷଣା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ବାଙ୍ଗଲାଦେଶର ସମର୍ଥକ ମାନେ ସୋସିଆଲେ ମିଡିଆରେ ICC ଓ BCCI କୁ ସମାଲୋଚନା କରି ଆସୁଛନ୍ତି । କିଛି ଲୋକ ଏବି କହୁଛନ୍ତି କି , ICC ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ନୁହେଁ , ତାହା ଇଣ୍ଡିଆ କ୍ରିକେଟ କାଉନ୍ସିଲ । ତଳେ ସେହି ଆଉଟର କିଛି ଫଟୋ ଦେଖନ୍ତୁ । ତା ପରେ ଆମେ ଆପଣଙ୍କୁ କହିବୁକି ସେ ପ୍ରକୃତରେ ଆଉଟ ଥିଲା ନା ନଟ ଆଉଟ୍ ।

ଉପରେ ଦେଖି ପାରୁଥିବା ଫଟୋ ଆଉ ଟୁଇଟରେ ଏହି ଆଉଟକୁ ବାଙ୍ଗଲାଦେଶରେ କଡା ବିରୋଧ କରିଛନ୍ତି । ସେମାନେ ଏ ମଧ୍ୟ ଅଭିଯୋଗ କରିଛନ୍ତି କି ଭାରତ ଆମଠୁ ଚିଟିଙ୍ଗ କରି ମ୍ୟାଚ ଜିତିଛି । ହେଲେ ପ୍ରକୃତରେ ଏହା ଆଉଟ ଅଟେ । କ୍ରିକେଟର ଧାରା  39 ଅନୁସାରେ ଯଦି ଜଣେ ବ୍ୟାଟସମ୍ୟାନ ସଟ ଖେଳୁଥିବା ବେଳେ ଷ୍ଟମିପିଙ୍ଗ ହୁଏ, ଏବଂ ତାର ଶରୀରର କୌଣସି ଅଂଶ ଗାରର ଏପାଖେ ନଥାଏ, ତେବେ ସେ ଆଉଟ୍  । ଠିକ ଏହି ଧାରା ଅନୁସାରେ ହିଁ FOURTH UMPAIR କାଲି ଆଉଟ ଦେଇଥିଲେ, ହେଲେ ଯାହାକି ବାଙ୍ଗଲାଦେଶରେ ଘୋର ବିରୋଧ କରାଯାଇଅଛି ।

ହେଲେ ସେମାନେ ଭୁଲି ଯାଉଛନ୍ତି କି, ଭାରତଠୁ ଜିତିବା ଏତେବି ସହଜ କାମ ନୁହେଁ । ସେମାନେ ବି କାଲି ଭଲ ଖେଳିଛନ୍ତି । ହେଲେ ଭାରତୀୟ ଖେଳାଳୀ ମାନେ ସାରା ବିଶ୍ବରେ ଶ୍ରେଷ୍ଠ । ଯଦି ଆପଣ ଭାରତବୟ ଖେଳାଳିଙ୍କୁ ସପୋଟ କରନ୍ତି, ତେବେ ଏ ପୋଷ୍ଟକୁ ଗୋଟିଏ ସେୟାର କରି ସମସ୍ତଙ୍କୁ ଏ କଥା ଜଣାନ୍ତୁ , ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ହିନ୍ଦ , ଜୟ ଭାରତ  ।