ସଂସଦରେ ଇମରାନ ଖାନଙ୍କର ବଡ ବୟାନ, କହିଲେ – ଗୁରୁବାର ରାତିରେ ପାକିସ୍ତାନ ଉପରେ ମିସାଇଲ ପକାଇଥାନ୍ତା ଭାରତ, ଆହୁରି କହିଲେ…

୨୭ ଫେବ୍ରୁୟାରୀରେ ପାକିସ୍ତାନୀ ସେନା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲେ । କିନ୍ତୁ ୨୮ ଫେରବୃଆରୀ ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ କି ସେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡି ଦେବେ । ୧ ମାର୍ଚରେ ଅଭିନନ୍ଦନ ଭାରତକୁ ଫେରି ଆସିଥିଲେ । ସମସ୍ତେ ଏହି କଥାକୁ ଭାବି ଗୌରବ ଅନୁଭବ କରୁଛନ୍ତି ।

କିନ୍ତୁ ଏହା ମଧ୍ୟରୁ ଏକ ବଡ ଖବର ଆସୁଛି କି ପାକିସ୍ତାନ ପିଏମ ଇମରାନ ଖାନ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସଂସଦରେ ଇମାରନ ଖାନଙ୍କର ବଡ ବୟାନ, ସେ ଭାରତ ପାଇଁ କିଛି ଆଶ୍ଚର୍ଯ୍ୟ କରିଦେବ ଭଳି କଥା କହିଛନ୍ତି ।

ସଂସଦରେ ଇମରାନ ଖାନଙ୍କର ବଡ ବୟାନ

ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ଦେଶକୁ ସୁରକ୍ଷିତ ଫେରି ଆସିଛନ୍ତି । ଗୁରୁବାର ଦିନ ପାକିସ୍ତାନ ସଂସଦରେ ଇମରାନ ଖାନ ଏମିତି କିଛି କହିଲେ କି ଯାହା ଦ୍ଵାରା କେବଳ ଭାରତ ନୁହେଁ ଦୁନିଆ ସାରା ଲୋକମାନେ ବି ଆଶ୍ଚର୍ଯ୍ୟ ହେଇ ଯାଇଛନ୍ତି । ସେ ତାଙ୍କର ସ୍ପିଚରେ କହିଲେ କି ବୁଧବାର ରାତି ପର୍ଯ୍ୟନ୍ତ ଏମିତି ଲାଗୁଥିଲା କି ପାକିସ୍ତାନ ଉପରେ ମିସାଇଲ ଆଟାକ ହୋଇ ପାରେ ଏବଂ ବର୍ତ୍ତମାନ ତାଙ୍କର ଏହି ବୟାନର ଅର୍ଥ ବାହାର କରା ଯାଉଛି ।

ଇମରାନ ଖାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେବା ପଛରେ ଶାନ୍ତିର ସନ୍ଦେଶ ବୋଲି କହିଛନ୍ତି, କିନ୍ତୁ ଏହା ପଛରେ ପାକିସ୍ତାନର ଭାରତ ପ୍ରତି କାର୍ଯ୍ୟକାରୀର ଡର ବି ହୋଇପାରେ । ଇମରାନ ଖାନ ମୋଦୀଙ୍କୁ ସନ୍ଦେଶ ଦେଇ କହିଲେ କି, କାହାକୁ ବି ଯୁଧ୍ୟ ଦ୍ଵାରା ଲାଭ ମିଳିବ ନାହିଁ, କାରଣ ଏହା ଦ୍ଵାରା ଦୁଇ ଦେଶର କ୍ଷତି ହେବ । ଯଦି ଭାବୁଛନ୍ତି କି ଆମେ କମଜୋର ଅଟୁ ତେବେ କହି ଦେଉଛୁ ଯେ ମୁଁ ଜାଣିଛି କି ପାକିସ୍ତାନ ଆର୍ମୀ କୌଣସି ବି ପରିସ୍ଥିତି ପାଇଁ କେତେ ପ୍ରସ୍ତୁତ ଅଟେ ।

ଗୁରୁବାର ରାତିରେ ପାକିସ୍ତାନ ଉପରେ କୌଣସି ପ୍ରକାର ମିସାଇଲ ଆଟାକ ହେବାର ଥିଲା, କିନ୍ତୁ ତାହାକୁ ପରେ ଡିଫ୍ଯୂଜ କରି ଦିଆଗଲା ।

ପିଏମ ଇମରାନ ଖାନ କହିଲେ କି ମୋତେ ଜଣା ଅଛି କି ଆମର ଆର୍ମୀ କେତେ ପ୍ରସ୍ତୁତ ଅଛି । ମୁଁ ସେଥିପାଇଁ ଆଜି ଏହା କହୁଛି କି ଆପଣ ଏହାକୁ ନେଇ ନ ଯାଆନ୍ତୁ । କାରଣ ହିନ୍ଦୁସ୍ଥାନ ସେନା ଯଦି କିଛି ବି ଏମିତି କରୁଛି ତେବେ ପାକିସ୍ତାନକୁ ବାଧ୍ୟ ହୋଇ ନିଜର ସୁରକ୍ଷା ପାଇଁ କିଛି ବି କରିବାକୁ ପଡିବ । ପୁଣି ଦୁଇ ଦେଶ ପାଖରେ ଏମିତିରେ ନ୍ଯୂକ୍ଲିୟର ହଥିୟାର ଅଛି । ଯାହାର ବ୍ୟବହାର ହୋଇପାରେ । ଏହା ବିଷୟରେ କିଛି ବି ଭାବିବା ଉଚିତ ନୁହେଁ ।

ଇମରାନଙ୍କର ଏହି ବୟାନରେ ଲୋକମାନଙ୍କ ମନରେ ଉତ୍ପନ୍ନ ହୋଇପାରେ ଏହିଭଳି କିଛି ପ୍ରଶ୍ନ

୧. କଣ ଇମରାନ ଖାନଙ୍କୁ ମୋଦୀ କିମ୍ବା ଭାରତ ତରଫରୁ ମିସାଇଲ ଆକ୍ରମଣର ଧମକ ମିଳିଥିଲା ?

୨. କଣ ଭାରତ ମିସାଇଲ ଆକ୍ରମଣକୁ ଲକ କରି ଦେଇଥିଲା, କିନ୍ତୁ ପରେ ଡିଫ୍ଯୂଜ କରି ଦେଇଥିଲା ?

୩. କଣ ଭାରତର ଏହିଭଳି କାର୍ଯ୍ୟକାରୀକୁ ଦେଖି ଡରି ପାକିସ୍ତାନୀ ଅଭିନନ୍ଦନଙ୍କୁ ଛାଡିବାର ନିଷ୍ପତି ନେଲେ ?

୪. କଣ ଭାରତ ମିସାଇଲ ଆକ୍ରମଣରେ ଡର ଦେଖାଇ ଇମରାନ ଏବଂ ପାକିସ୍ତାନ ଆର୍ମୀ କୌଣସି ରାଜନୀତି କରିବାକୁ ଚାହୁଁଥିଲେ ?

ଏମିତ ବହୁତ ପ୍ରଶ୍ନ ଆପଣଙ୍କ ମନରେ ବି ଥିବା, କମେଣ୍ଟ ରେ ଜଣାନ୍ତୁ ଏହି ଘଟଣାକୁ ନେଇ ଆପଣ କଣ ଭାବୁଛନ୍ତି । ପୋଷ୍ଟଟିକୁ ଶେୟାର କରନ୍ତୁ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଏବେହିଁ ଲାଇକ କରନ୍ତୁ ।