ରୁଷର ଛାତି ଏବେ ଗର୍ବରେ ଫାଟିପଡୁଛି କାହିଁକି ନା 1960 ରେ ତିଆରି ହେଇଥିବା ମିଗ -21 2ଟା ଏଫ-16 କୁ ଘଉଡାଇବା ପରେ ଗୋଟେକୁ ମାରି ତଳେ ପକେଇଦେଲା, ଦେଖନ୍ତୁ କଣ କହିଲେ ପୁଟିନ

ଭାରତ ବର୍ତ୍ତମାନ ସବୁଆଡେ ଖୁସିର ଲହରୀ । କାହିଁକି ନା ଦେଶରେ ପହଞ୍ଚି ସାରିଛନ୍ତି ଭାରତର ବୀର ପୁତ୍ର ‘ଅଭିନନ୍ଦନ’ । ଏହି ଦିନ ଇତିହାସରେ ସବୁଦିନ ପାଇଁ ସ୍ଵର୍ଣ ଅକ୍ଷରରେ ଲେଖା ହୋଇଯିବ । ଭାରତରେ ଏହି ଦିନକୁ ରାଷ୍ଟ୍ରୀୟ ପର୍ବ ରୂପରେ ପାଳନ କରାଯାଉଅଛି । ବାଘା ବର୍ଡର ଉପରେ ଅଭିନନ୍ଦନଙ୍କର ଫେରିବାକୁ ନେଇ ବହୁତ ଜୋଶ ଦେଖିବାକୁ ମିଲିଥିଲା । ନିଜର ବୀର ପୁତ୍ରକୁ ଆଣିବା ପାଇଁ ଅଭିନନ୍ଦନଙ୍କର ପରିବାର ଲୋକମାନେ ବି ବାଘା ବର୍ଡର ପହଞ୍ଚିଥିଲେ ।

ଏହି ସମୟରେ ପିଏମ ମୋଦୀ କହିଛନ୍ତି କି ଅଭିନନ୍ଦନଙ୍କ ପାଇଁ ପୁରା ଦେଶ ବର୍ତ୍ତମାନ ଗର୍ବ କରୁ ଅଛି । ଅଭିନନ୍ଦନଙ୍କର ସାହାସିକତର ଚର୍ଚା କେବଳ ଭାରତରେ ନୁହେଁ, ପୁରା ଦୁନିଆରେ ହେଉଛି ।

ଭାରତର ସାହାସୀ ବାୟୁସେନା ପାଇଲଟ ଅଭିନନ୍ଦନ କେବଳ ଭାରତରେ ନୁହେଁ ଦୁନିଆ ସାରା ନିଜର ପରିଚୟ କରି ସାରିଛନ୍ତି । ଭାରତ ଛଡା ରୁଷ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚୀନ ଭଳି ବଡ ବଡ ଦେଶରେ ବି ଅଭିନନ୍ଦନଙ୍କ ବିଷୟରେ ଚର୍ଚା ଚାଲିଛି । କେବଳ ଏହି ଦେଶମାନେ ନୁହେଁ ନିଜେ ପାକିସ୍ତାନ ବି ଅଭିନନ୍ଦନଙ୍କର ସାହାସର ପ୍ରଶଂସା କରୁଛନ୍ତି । ଅଭିନନ୍ଦନ କିଛି ଏମିତି କରିଛନ୍ତି କି ଯାହା ଦ୍ଵାରା ଚାରିଆଡେ ତାଙ୍କର ପ୍ରଶଂସା ହେଉଛି ।

ଅଭିନନ୍ଦନ ଦ୍ଵିତୀୟ ଜେନରେଶନ ମିଗ – ୨୧ରୁ ଚତୁର୍ଥ ଜେନରେଶନ ଆମେରିକା ଦ୍ଵାରା ନିର୍ମିତ F – 16କୁ ନଷ୍ଟ କରି ଦେଇଛନ୍ତି । ତାଙ୍କର ଏହି ସାହସିକତା କାମ ଦ୍ଵାରା ସେ ସମସ୍ତଙ୍କର ହୋଶ ଉଡାଇ ଦେଇଛନ୍ତି । ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି ଏବଂ ରୁଷରେ ବି ବହୁତ ଅଧିକ ହଲଚଲ ହେଉଅଛି । ରୁଷ ବି ଅଭିନନ୍ଦନଙ୍କର ଏହି କାମରେ ବହୁତ ଉତ୍ସାହିତ ଅଛନ୍ତି ।

ରୁଷୀ ରାଷ୍ଟ୍ରପତି ହେଲେ ଅଭିନନ୍ଦନଙ୍କର କାମ ଦ୍ଵାରା ପ୍ରଭାବିତ

ଗୋଟିଏ ମିଗ – 21 ରୁ F – 16କୁ ନଷ୍ଟ କରିଦେବା ସହଜ ନୁହେଁ । ଯାହା ବିଷୟରେ କେହି ବି କେବେ ଭାବି ନଥିଲେ ତାହାକୁ ଏକ ଭାରତୀୟ ପାଇଲଟ କରି ଦେଖାଇ ଛନ୍ତି । ରୁଷ ରାଷ୍ଟ୍ରପତି ଭାରତର ଏହି ସାହାସିକତା କାର୍ଯ୍ୟ ଦେଖି ଏତେ ପ୍ରଭାବିତ ହେଲେ କି ସେ ପିଏମ ମୋଦୀଙ୍କ ସହ ଫୋନରେ ବି କଥା ହୋଇଛନ୍ତି ।

୨୮ ଫେବ୍ରୁୟାରୀରେ ରୁଷ ରାଷ୍ଟ୍ରପତି ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଏହି କଥାର ବି ଚର୍ଚା ହୋଇଛି କି ମିଗ ରୁ F – ୧୬ କେମିତି ଉଡାଇ ଦିଆଗଲା । ଏଥିରେ ପାକିସ୍ତାନର ଭୟ ଯେତିକି ବଢିଛି ଆମେରିକାରେ ବି ସେତିକି ହଲଚଲ ବଢିବାରେ ଲାଗିଛି । ଏହା ଏଥିପାଇଁ କାରଣ F – ୧୬ ଆମେରିକାର ଜେଟ ଥିଲା ଏବଂ ତାହାର ଟେକନିକ ଉପରେ ତାକୁ ଗର୍ବ ଥିଲା ଓ ମିଗ – 21 ରୁଷର ଜେଟ ଯାହାକି ବହୁତ ପୁରୁଣା ଟେକନିକ ରେ ତିଆରି, କିନ୍ତୁ ଭାରତୀୟ ପାଇଲଟ F – ୧୬କୁ ନଷ୍ଟ କରି ଭାରତର ମୁଣ୍ଡକୁ ଉଚା କରି ଦେଛନ୍ତି ।

2nd ଜେନେରେସନ ବିମାନ ଉଡେଇଦେଲା 4th ଜେନେରେସନ ବିମାନକୁ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ରେକର୍ଡ କରି ଦେଇଛନ୍ତି କି ସେ ଦ୍ଵିତୀୟ ଜେନରେସନର ଫାଇଟର ଦ୍ଵାରା ଚତୁର୍ଥ ଜେନରେସନର ଫାଇଟରକୁ ଉଡାଇ ଦେଇଛନ୍ତି । ଏବଂ ତାଙ୍କର ନାମ ବର୍ତ୍ତମାନ ଦୁନିଆର ଟପ ପାଇଲଟଙ୍କ ମଧ୍ୟରେ ସାମିଲ ହୋଇ ଯାଇଛି । ଭାରତକୁ ତାଙ୍କ ଉପରେ ଗର୍ବ ଅନୁଭବ ହେଉଛି ।

ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।