IAS ରେ ପଚରା ଯାଇଥିବା ଏପରି ତେଢା ପ୍ରଶ୍ନ – “ସେ ଗୋଟେ ମାସ ପରେ ଆପଣଙ୍କ ପାଖକୁ ଆସେ ଏବଂ ୨୪ ଘଣ୍ଟା ସାଙ୍ଗରେ ରହି ???

ସଂଘ ଲୋକ ସେବା ଆୟୋଗ ମାନେ IAS ତରଫରୁ ସବୁ ବର୍ଷ ଆୟୋଜିତ କରାଯାଉଥିବା ସିବିଲ ସର୍ଭିସ ପରୀକ୍ଷା ର ପ୍ରି ପରୀକ୍ଷା ର ଫଳାଫଳ ଏବେ ହିଁ ବାହାରିଲା । ଆମେ ସମସ୍ତେ ଜାଣିଛୁ IAS ର ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ଅଟେ । ପ୍ରି ଏବଂ ମେନସ ର ଲିଖିତ ପରୀକ୍ଷାକୁ ପାସ କରୁଥିବା କୈଂଡିଡେଟ୍ ଙ୍କୁ ଇଣ୍ଟରଭିୟୁ ପାଇଁ ଡକା ଯାଇଥାଏ ।

ପ୍ରି ଏବଂ ମେନସ ର ଲିଖିତ ପରୀକ୍ଷାକୁ ପାସ କରିବା ପାଇଁ କୈଂଡିଡେଟ୍ସଙ୍କୁ ବହୁତ କଠିନ ହୋଇଥାଏ, ପରେ ଇଣ୍ଟରଭିୟୁ ର ସମୟ ଆସେ । ଯେଉଁଠି କିଛି ଏଭଳି ପ୍ରଶ୍ନ ପଚରାଯାଏ କି ଆପଣଙ୍କ ହୋସ ଉଡିଯାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ IAS ପରୀକ୍ଷା ରେ ପଚରାଯାଇଥିବା କିଛି ପ୍ରଶ୍ନ ଏବଂ ଉତ୍ତରକୁ ନେଇ ଆସିଛୁ, ଯାହା ସତରେ ଆପଣଙ୍କର ହୋସ ଉଡାଇ ଦେବ ।

ପ୍ରଶ୍ନ : ଭାରତରେ କେତେ ପ୍ରତିଶତ ଭାଗରେ ଚାଷ କରାଯାଏ ?

ଉତ୍ତର : ୪.୫୧ %

ପ୍ରଶ୍ନ : ଭାରତର ଜଳସେଚନ ର ସବୁଠୁ ବଡ ସାଧନ କଣ ଅଟେ ?

ଉତ୍ତର : କୁତ୍ରିମ ନଦୀ ବା କେନାଲ

ପ୍ରଶ୍ନ : ତାହ କଣ ଅଟେ ଯିଏ କି ଗୋଟେ ମାସ ପରେ ଆସିଥାଏ ଏବଂ କେବଳ ୨୪ ଘଣ୍ଟା ଆପଣଙ୍କ ସହ ରହି ଚାଲି ଯାଇଥାଏ ?

ଉତ୍ତର : ତାରିଖ, କାରଣ କୌଣସି ବି ତାରିଖ ମାସକୁ ଥରେ ଆସେ ଓ ୨୪ ଘଣ୍ଟା ପରେ ଚାଲିଯାଏ ।

ପ୍ରଶ୍ନ : ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ, ୪ଟି କମଳା ଏବଂ ଅନ୍ୟ ହାତରେ ୪ଟି ସେଓ ଏବଂ ୩ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କଣ ଅଛି ?

ଉତ୍ତର : ବହୁତ ବଡ ହାତ

ପ୍ରଶ୍ନ: ଦୁଇଟି ଯାଁଳା ଛୁଆ ଆଦର୍ଶ ଓ ଅନୁପମ ମଇ ରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କର ଜନ୍ମଦିନ ଜୁନ ରେ ପାଳନ କରାଯାଏ। ଏହା କେମିତି ସମ୍ଭବ?

ଉତ୍ତର: କାହିଁକି ନା ମଇ, ଗୋଟେ ସ୍ଥାନ ର ନାଁ।

ପ୍ରଶ୍ନ : IAS ର ଇଣ୍ଟରଭିୟୁ ରେ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି କୈଂଡିଡେଟ ପାଇଁ ଗୋଟେ କପ କଫି ମଗାଇଲେ, କଫି ର କପ କୈଂଡିଡେଟର ସମ୍ମୁଖରେ ରଖି ପଚାରିଲେ – what is before YOU ?

ଉତ୍ତର : କୈଂଡିଡେଟ TEA ରେ ନିଜର ଉତ୍ତର ଦେଲା । ଇଣ୍ଟରଭିୟୁ ରେ ପଚରାଯାଇଥିଲା ଯେ ‘U’ (alphabet) ପୂର୍ବରୁ କଣ ଆସେ ? ମାନେ U ପୂର୍ବରୁ T ଆସିଥାଏ ।