Interesting GK Question: IAS ଇଣ୍ଟରଭ୍ୟୁରେ ପଚରା ଯାଉଥିବା 10ଟି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତ୍ତର, କେବଳ ବୁଦ୍ଧିମାନ ଲୋକ ଏହାର ଉତ୍ତର ଦେଇ ପାରିବେ…

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- English ରେ E ପରେ କଣ ଅଛି ?

ଉ: F

୨- Here ଏବଂ There ମଧ୍ୟରେ ପାର୍ଥକ୍ଯ କଣ ?

ଉ: କେବଳ ଗୋଟିଏ T ର

୩- ଶାଶୁଙ୍କୁ କଫି ଦରକାର ଏବଂ ସ୍ଵାମୀଙ୍କୁ ଚାହା ଦରକାର । ସ୍ତ୍ରୀ ପ୍ରଥମେ କଣ କରିବେ ?

ଉ: ଗ୍ଯାସ ଅନ୍ କରିବେ

୪- ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲା ରହୁଛନ୍ତି । ତେବେ ଅଟା ପେଷିବା ପାଇଁ କିଏ ଯିବ ?

ଉ: କେହି ନୁହେଁ । କାରଣ ଅଟାକୁ ପେଷିବା ଦରକାର ନାହିଁ ।

୫- ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡରେ ୫ ଜଣଙ୍କୁ ଉପରକୁ ପଠେଇ ଦେଲା । ସେ କିଏ ଥିଲା ?

ଉ: ଲିଫ୍ଟମ୍ୟାନ

୬- ରାମୁର ୬ ବର୍ଷ ବେଳେ ଟା’ ଭଉଣୀର ବୟସ ତା’ର ଅଧା ଥିଲା । ରମୁକୁ ୪୦ ବର୍ଷ ବେଳେ ଟା’ ଭଉଣୀର ବୟସ କେତେ ହୋଇଥିବ ?

ଉ: ୩୭ ବର୍ଷ

୭- ଆପଣ ଗୋଟିଏ ଏମିତି ରୁମ୍ ରେ ଅଛନ୍ତି ଯେଉଁଠାରେ ମାଙ୍କଡ ହାତରେ କଦଳୀ, ଠେକୁଆ ହାତରେ ଗାଜର ଏବଂ କୁକୁର ମୁହଁରେ ହାଡ ଅଛି । ସେଠାରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?

ଉ: ଆପଣ

୮- ଆପଣ କ୍ଷୀର ଆଣିବା ଯାଇଛନ୍ତି । କ୍ଷୀରବାଲା ପାଖରେ ଗୋଟିଏ ୩ ଲିଟର ପଳା ଏବଂ ଗୋଟିଏ ୫ ଲିଟର ପଳା ଅଛି । ଆପଣଙ୍କୁ ୧ ଲିଟର କ୍ଷୀର ଦରକାର । କ୍ଷୀରବାଲା କେମିତି ଦେବ ?

ଉ: ପ୍ରଥମେ ୩ ଲିଟର ପଳାରେ କ୍ଷୀର ନେଇ ୫ ଲିଟର ପଳାରେ ଢାଳିବ । ପୁଣି ଥରେ ୩ ଲିଟର ପଳାରେ କ୍ଷୀର ନେଇ ୫ ଲିଟର ପଳାରେ ଢାଳିବ । ଦୁଇ ଲିଟର ଢାଳିବ ଏବଂ ବାକି ରହିବ ୧ ଲିଟର । ତାହା ଆପଣଙ୍କୁ ଦେବ ।

୯- କେଉଁଠାରେ ଗୁରୁବାର ପୂର୍ବରୁ ଶୁକ୍ରବାର ଆସିଥାଏ ?

ଉ: ଡିକ୍ସନାରୀ

୧୦- ନଦୀର ମାଛ ମାନେ କେଉଁ ବ୍ଯାଙ୍କକୁ ଯାଇପାରିବେ ?

ଉ: Riverbank (ନଦୀ କୁଳ)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।