IAS ଇଣ୍ଟରଭିୟୁରେ ପଚାରାଯାଇଥିଲା କିଛି କୌତୁହଳଜନକ ପ୍ରଶ୍ନ, ଯାହାର ଉତ୍ତର ଶୁଣିଲେ ଆପଣଙ୍କର ମୁଣ୍ଡ ଘୁରେଇବ

IAS ଅଫିସର ହେବା ପାଇଁ ପ୍ରୀଲିମ୍ସ ଏବଂ ମେନ୍ସ କ୍ଲୀୟର କରିବା ଜରୁରୀ ଅଟେ । ଏହା ପରେ ଅନ୍ତିମ ଚରଣ ଆସିଥାଏ ଇଣ୍ଟରଭିୟୁ ଏବଂ ସାକ୍ଷାତକାର । ଆପଣଙ୍କ ପାଖରେ କେତେ ଜ୍ଞାନ ଅଛି ଏହାର ସୂଚନା ଲିଖିତ ରୂପରେ ଆପଣ ଦେଇ ସାରିଛନ୍ତି । ଏମିତିରେ ଆପଣଙ୍କର ଭାବନା କେମିତି ଅଟେ ଏବଂ ଆପଣଙ୍କର ସ୍ଵଭାବ ଜାଣିବା ପାଇଁ IASର ଇଣ୍ଟରଭିୟୁ ହୋଇଥାଏ । ଯେଉଁଥିରେ ବହୁତ ରୋଚକ ପ୍ରଶ୍ନ ପଚରା ଯାଇଥାଏ । IAS ଇଣ୍ଟରଭିୟୁରେ ବହୁତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥାନ୍ତି ଏବଂ ଏହାର ଅଧ୍ୟକ୍ଷତା ଜଣେ UPSC ସଦସ୍ୟ ଠିକ କରିଥାନ୍ତି ।

ଇଣ୍ଟରଭିୟୁ ପାଇଁ ରୁହନ୍ତୁ ପ୍ରସ୍ତୁତ

ଏହି କଥାର ଧ୍ୟାନ ରଖନ୍ତୁ କି ଏହି ଇଣ୍ଟରଭିୟୁର କୌଣସି ପ୍ୟାଟର୍ନ ନାହିଁ । ଯଦି ଆପଣ ଭାବୁଥିବେ କି ଏହା ପାଇଁ କୌଣସି ଅଲଗା ପ୍ରସ୍ତୁତି କରିବାକୁ ପଡିବ କିନ୍ତୁ ଏଥିପାଇଁ କିଛି ବି କରିବାକୁ ପଡିବ ନାହିଁ । ଏଥିରେ ଆପଣଙ୍କର ବୁଦ୍ଧିମତାର ଆକଳନ କରାଯାଏ । ଏହି ଇଣ୍ଟରଭିୟୁରେ ଆପଣଙ୍କୁ ଶିକ୍ଷା ଏବଂ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ ।

ଏହା କାଳ୍ପନିକ ବି ହୋଇପାରେ । ଏବଂ ବେଳେ ବେଳେ ଏହି ସବୁ ପ୍ରଶ୍ନ ମଧ୍ୟରେ ହିଁ ଉତ୍ତର ଲୁଚିଥାଏ । ଅଧିକ ସମୟ ଭାବିଲେ ଏହା ଆପଣଙ୍କ ପାଇଁ ଖରାପ ମଧ୍ୟ ହୋଇପାରେ । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ହିଁ ପ୍ରଶ୍ନ ଏବଂ ଉତ୍ତର ବିଷୟରେ କହିବୁ ଯାହାକୁ କିଛି ଛାତ୍ରମାନେ ବହୁତ ସହଜରେ ଉତ୍ତର ଦେଇ ସିଲେକ୍ଶନ ହୋଇଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ କିଛି ଏମିତି ହିଁ ରୋଚକ ପ୍ରଶ୍ନ ଯାହା IASର ଇଣ୍ଟରଭିୟୁରେ ପଚରାଯାଇଛି ଏବଂ ତାହା ସହିତ ଜଡିତ କିଛି ଉତ୍ତର

·    ଆପଣ ଗୋଟିଏ କଞ୍ଚା ଅଣ୍ଡାକୁ ଗୋଟିଏ କଂକ୍ରୀଟ ଚଟାଣ ଉପରେ ନ ଭାଙ୍ଗି କେମିତି ଛାଡି ପାରିବେ ?

ଉତ୍ତର – ଅଣ୍ଡାକୁ ସହଜରେ ଛାଡି ପାରିବେ । କଂକ୍ରୀଟ ଚଟାଣ ଭାଙ୍ଗିବା ବହୁତ କଷ୍ଟ ଅଟେ ଏବଂ ଅଣ୍ଡା ପଡିବା ଦ୍ଵାରା ରାସ୍ତା ଭାଙ୍ଗି ନଥାଏ ।

·    ଯଦି ମୁଁ ଆପଣଙ୍କର ଭଉଣୀ ସହିତ ପଳାଏ ତେବେ ଆପଣ କଣ କରିବେ ?

ଉତ୍ତର – ମୁଁ ବହୁତ ଖୁସି ଅଟେ । କାରଣ ମୋତେ ଲାଗୁଛି କି ଆପଣ ଠାରୁ ଭଲ କେହି ମୋ ଭଉଣୀ ପାଇଁ ମିଳିବେ ନାହିଁ ।

·    ଥରେ ଛାତ୍ର ସାମନାରେ କଫି ରଖି ପଚାରିଲେ କି (what is before you) ?

ଉତ୍ତର – ଏହାର ଉତ୍ତର ହେଉଛି T । କାରଣ U ପୂର୍ବରୁ T ଆସିଥାଏ ।

·    ବର୍ଷା ରାତିରେ ଆପଣ ନିଜ କାରରେ କେଉଁଠିକୁ ଯାଉଛନ୍ତି । ଆପଣଙ୍କର ନଜର ଗୋଟିଏ ଜାଗାରେ ବସିଥିବା ତିନି ଜଣ ଲୋକଙ୍କ ଉପରେ ପଡିଲା । ଯିଏକି ଗୋଟିଏ ବୟସ୍କ ମହିଳା ଯାହାକୁ ତୁରନ୍ତ ହସ୍ପିଟାଲ ନେବାକୁ ପଡିବ । ଗୋଟିଏ ପୁରୁଣା ସାଙ୍ଗ ଯିଏକି ଆପଣଙ୍କର ଜୀବନ ବଞ୍ଚାଇଥିଲେ । ଗୋଟିଏ ଝିଅ ଯାହାକୁ ଅପଣ ନିଜର ସ୍ଵପ୍ନରେ ଦେଖନ୍ତି, କିନ୍ତୁ କାରରେ ଆପଣ କେବଳ ଦୁଇଜଣ ଲୋକଙ୍କୁ ହିଁ ଜାଗା ଦେଇ ପାରିବେ । ଆପଣ କାହାକୁ ବସାଇବେ ?

ଉତ୍ତର – ମୁଁ ନିଜ କାରକୁ ସାଙ୍ଗକୁ ଦେଇ କହିବି କି ସେ ସଙ୍ଗେ ସଙ୍ଗେ ସେହି ବୟସ୍କ ମହିଳାଙ୍କୁ ହସ୍ପିଟାଲ ନେଇଯାଉ ଏବଂ ମୁଁ ନିଜର ସ୍ଵପ୍ନର ରାଣୀ ସହ ଅପେକ୍ଷା କରିବି ବସର ଏବଂ ଏକା ସହିତ ଯିବି ।

·    ଗୋଟିଏ ମହିଳାକୁ ପଚରାଗଲା କି ଯଦି ଆପଣ ସକାଳୁ ଉଠିବେ ଏବଂ ଆପଣଙ୍କୁ ଜଣା ପଡିବ ଯେ ଆପଣ ଗର୍ଭବତୀ ହୋଇଯାଇଛନ୍ତି, ତେବେ ଆପଣ କଣ କରିବେ ?

ଉତ୍ତର – ଝିଅ ଜଣକ କହିଲେ କି ମୁଁ ବହୁତ ଖୁସି ହେବି ଏବଂ ମୋର ସ୍ଵାମୀଙ୍କୁ ଏହା ବିଷୟରେ କହିବି ।

·    ଭଗବାନ ରାମ ନିଜର ପ୍ରଥମ ଦୀପାବଳି କେଉଁଠି ପାଳିଥିଲେ ?

ଉତ୍ତର – ଆପଣଙ୍କୁ କହିଦେଉହୁ ଯେ ରାମ ରାବଣଙ୍କର ବଧ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ ଏହାପରେ ଦୀପାବଳି ଆରମ୍ଭ ହୋଇଥିଲା । କିନ୍ତୁ ସେ ଦୀପାବଳି ପାଳନ କରିନଥିଲେ ।

·    ଯଦି ୨ ଏକ କମ୍ପାନୀ ଅଟେ ଏବଂ ୩ ଭିଡ ତେବେ ୪ ଏବଂ ୫ କଣ ହେବ ?

ଉତ୍ତର – ୪ ଏବଂ ୫ ସର୍ବଦା ୯ ହେବେ ।

·    ତାହ କେଉଁ ଜିନିଷ ଅଟେ ଯାହାକୁ ଆପଣ ବ୍ରେକଫସ୍ଟରେ ଖାଇ ପାରିବେ ନାହିଁ ?

ଉତ୍ତର – ରାତିର ଖାଇବା ମାନେ Dinner

·    କଣ ଆପଣ ନାଁ ନ ନେଇ ଯେମିତିକି ବୁଧୁବାର, ଗୁରୁବାର ଏବଂ ଶୁକ୍ରବାର ଲଗାତାର ତିନି ଦିନ କହି ପାରିବେ ?

ଉତ୍ତର – କାଲି, ଆଜି ଏବଂ କାଲି

·    ମୟୁର ଗୋଟିଏ ପକ୍ଷୀ ଅଟେ, କିନ୍ତୁ ତାହାର ଅଣ୍ଡା ହୋଇନଥାଏ ତେବେ ମୟୂର ଛୁଆ କେମିତି ଜନ୍ମ ନିଏ ?

ଉତ୍ତର – ମୟୁରୀ ଅଣ୍ଡା ଦେଇଥାଏ ମୟୁର ନୁହେଁ ।

·    Twins were born in may but their birthday is in june how is this possible

ଉତ୍ତର – may ଗୋଟିଏ ଜାଗାର ନାମ ଅଟେ ।

·    ଗୋଟିଏ ମଣିଷ ୮ ଦିନ ବିନା ଶୋଇ କେମିତି ଜୀବିତ ରହି ପାରିବ ?

ଉତ୍ତର – କାରଣ ସେ ରାତିରେ ଶୋଇବ ।

·    ଗୋଟିଏ ଘର ବନାଇବା ପାଇଁ ୮ ଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଥାଏ ତେବେ ଚାରି ଜଣଙ୍କୁ କେତେ ସମୟ ଲାଗିବ ?

ଉତ୍ତର – କିଛି ସମୟ ଲାଗିବ ନାହିଁ କାରଣ ଘରଟି ତିଆରି ହୋଇଯାଇଛି ।

·    ଯଦି ଆପଣ ସମୁଦ୍ରରେ ନୀଳ ରଙ୍ଗର ପଥର ପକାଇବେ ତେବେ କଣ ହେବ ?

ଉତ୍ତର – ପଥରଟି ଓଦା ହେବ ଏବଂ ବୁଡି ଯିବ ।

ବନ୍ଧୁଗଣ ଆପଣମାନଙ୍କୁ  ଆମର ଏହି ଆର୍ଟିକ୍ଲ କେମିତି ଲାଗିଲା ଜଣେଇବେ ନିଶ୍ଚୟ, ଏହିଭଳି ଅନେକ ନୂଆ ନୂଆ ପୋଷ୍ଟ ପାଇ  ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।