କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜିର Gold rate

ଆପଣ ଜାଣିଥିବେ ସବୁବେଳେ ପ୍ରାୟ ସୁନାର ମୂଲ୍ୟ ବଢିଥାଏ ଓ କମ ହୋଇ ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଭୁବନେଶ୍ଵର ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ ୬ ଦିନରେ ସୁନା ଓ ଚାନ୍ଦିର ଦାମ କେତେ କମ ହୋଇଛି ସେହି ବିଷୟରେ ବି ଆମେ ଆପଣଙ୍କୁ କହିବୁ । ୨୨ ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କେତେ ଅଛି ଚଲାନ୍ତୁ ଜଣାଇବା ।

କହିବାକୁ ଗଲେ ୬ ଦିନ ହେବ ଲଗାତାର ସୁନା ଓ ଚାନ୍ଦିର ଦାମ କମ ହେବାକୁ ଲାଗିଛି । ଏମିତିରେ ଲୋକମାନେ ଧୀରେ ଧୀରେ ପୁଣି ଥରେ ସୁନା ଓ ଚାନ୍ଦି କିଣିବା ଆରମ୍ଭ କରି ଦେଇଛି । ଯାହାକି ସମସ୍ତଙ୍କ ପାଇଁ ଏକ ଭଲ ଖବର ଅଟେ ।

ପାଖାପାଖି ୬ ଦିନ ହେବ ୨୨ କ୍ୟାରେଟ ସୁନାର ଦାମ ୧୭୯୦ ଟଙ୍କା ଶସ୍ତା ହୋଇଛି ଓ ଅନ୍ୟ ପଟେ ୨୪ କ୍ୟାରେଟ ସୁନାର ଦାମରେ ୧୯୩୦ ଟଙ୍କା ଶସ୍ତା ହୋଇଛି । ଏହା ସହିତ ୧ କିଲୋ ଚାନ୍ଦିର ଦାମ ୬ ଦିନ ମଧ୍ୟରେ ୮୦୦ ଟଙ୍କା କମ ହୋଇଛି । ଏମିତିରେ ଆଜି ୨୬ ସେପ୍ଟେମ୍ବର ଦିନ ସୁନା ଓ ଚାନ୍ଦିର ରେଟ କେତେ ଅଛି ଆସନ୍ତୁ ଜାଣିବା ।

ଆଜି ୨୬ ସେପ୍ଟେମ୍ବର ଚାନ୍ଦିର ଦାମ ୧ ଗ୍ରାମକୁ ୫୯ ଟଙ୍କା ଓ ୧୦୦ ଗ୍ରାମକୁ ୫୯୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୫୯୦୦୦ ଟଙ୍କା ଅଛି । ଏମିତିରେ ୨୫ ସେପ୍ଟେମ୍ବର ଅପେକ୍ଷା ଆଜି ଚାନ୍ଦି ୩୦୦ ଟଙ୍କା କମ ହୋଇଛି । ଏମିତିରେ ବରିଷ୍ଠ ଅଧିକାରୀଙ୍କ କହିବା ଅଟେ କି ଆସନ୍ତା ସମୟରେ ଚାନ୍ଦିର ଦାମ କମ ହୋଇପାରେ । ଆସନ୍ତୁ ଆପଣଙ୍କୁ ସୁନାର ଦାମ ବିଷୟରେ ବି କହିଦେଉଛୁ ।

ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪୭୮୦ ଟଙ୍କା, ୮ ଗ୍ରାମକୁ ୩୮,୨୪୦ ଟଙ୍କା, ୧୦ ଗ୍ରାମକୁ ୪୭,୮୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୭୮,୦୦୦ ଟଙ୍କା ଅଟେ । ଏହା ପରେ ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୧୪ ଟଙ୍କା, ୮ ଗ୍ରାମକୁ ୪୧,୭୧୨ ଟଙ୍କା, ୧୦ ଗ୍ରାମକୁ ୫୨,୧୪୦ଟଙ୍କା, ୧୦୦ ଗ୍ରାମକୁ ୫,୨୧,୪୦୦ ଟଙ୍କା ଅଛି । କହିବାକୁ ଗଲେ ୨୫ ସେପ୍ଟେମ୍ବର ଅପେକ୍ଷା ୨୬ ସେପ୍ଟେମ୍ବର ଦିନ ସୁନାର ଦମରେ ୨୫୦ ଟଙ୍କା କମ ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।