ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣିବା ପାଇଁ ଅନେକ ମାର୍ଗ ରହିଥାଏ । କିନ୍ତୁ ବ୍ଯକ୍ତିର ଭଲ ବା ଖରାପ ଗୁଣ ବିଷୟରେ ଜାଣିବା ଏତେ ସହଜ ହୋଇ ନ ଥାଏ । କାହାର ଚେହେରା ଦେଖି କହି ହେବ ନାହି ଯେ ତା ମନ ଭିତରେ କାହା ପାଇଁ ଭଲ ପାଇବା ରହିଛି ତ ଆଉ କାହା ପାଇଁ ଘୃଣା ରହିଛି । ସେଥି ପାଇଁ କୌଣସି ବ୍ଯକ୍ତିର ସ୍ଵଭାବ ତାହାର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡିଥାଏ । କିଛି ବ୍ୟକ୍ତିଙ୍କର ସ୍ଵଭାବ ଦେଖି ଜଣା ପଡେ ନାହି କି ସେ କେତେ ସତ କହୁଛି ଆଉ କେତେ ମିଛ କହୁଛି ।
ଏହାର ଅର୍ଥ ହେଉଛି ପୁଅ ମାନେ କେଉଁ ଝିଅ ମାନଙ୍କ ଉପରେ ଭରସା କରିବେ ଓ କେଉଁ ଝିଅ ମାନଙ୍କ ଉପରେ ଭରସା କରିବେ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

୧- “P”ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ଭଲ ସ୍ଵଭାବର ହେବା ସହ ହୃଦୟରୁ ମଧ୍ୟ ବହୁତ ସଫା ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହ ମିଳିମିଶି ସବୁ କାମ କରିବାକୁ ପସନ୍ଦ କରନ୍ତି । ତାଙ୍କ ଚାରି ପାଖରେ ଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ଏହି ସ୍ଵଭାବର ଝିଅ ମାନେ ଭଗବାନଙ୍କୁ ମଧ୍ୟ ବହୁତ ମାନନ୍ତି । ଏହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣ ହୋଇଥାନ୍ତି ।

ସେଥି ପାଇଁ ତାଙ୍କୁ ଭଲ ପାଇବା ମିଳେ କିନ୍ତୁ ଏହି ଭଲ ପାଇବାକୁ ନିଭାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । ଏହି ଝିଅ ମାନଙ୍କର ସବୁଠାରୁ ଭଲ ଗୁଣ ହେଉଛି ଯେ ଏମାନେ ଜୀବନରେ ଯାହାର ହାତ ଧରନ୍ତି ତାର ସାଥ ଶେଷ ଯାଏଁ ହାତ ଛାଡନ୍ତି ନାହି ।

୨- “R” ନାମ ଥିବା ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ହଜି ରହିଥିଲେ ମଧ୍ୟ ପଇସା ଓ ସମାନ ଏମାନକୁ ମିଳିଥାଏ । ଏମାନଙ୍କର ସ୍ଵପ୍ନ ଦୁନିଆ ହିଁ ଏମାନଙ୍କୁ ଜୀବନରେ ସଫଳତା ଦେଇଥାଏ । ଏମାନେ ଅନ୍ୟକୁ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ନିଜ ପରିବାର ଲୋକ ମାନକର ମଧ୍ୟ ଏମାନେ ବହୁତ ଭଲ ଭାବେ ଯତ୍ନ ନେବା ସହ ପରିବାରର ସମାନ ବଢାଇଥାନ୍ତି ।

ଏହି ସ୍ଵଭାବ ଥିବା ଝିଅ ମାନଙ୍କର ସବୁଠାରୁ ଭଲ ଗୁଣ ହେଉଛି ଯେ ଏମାନେ ନୂଆ ନୂଆ ଜିନିଷ ଖୋଜିବାରେ ନିଜକୁ ବ୍ୟସ୍ତ ରଖନ୍ତି । ଏମାନେ ନିଜ ଜୀବନ ସାଥିକୁ ନିଜ ଠାରୁ ବି ଅଧିକ ଭଲ ପାଆନ୍ତି । ଏହି କାରଣରୁ ଏହି ସ୍ଵଭାବର ଝିଅ ମାନେ ବହୁତ ଜିଜ୍ଞାସୁ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।