ସୁନ୍ଦରତା ରେ ବଲୀଉଡ ହିରୋଇନ ମାନଙ୍କଠାରୁ ବି ଦୁଇ ପାଦ ଆଗରେ ହନୀ ସିଂ ଙ୍କ ପତ୍ନୀ – ଆପଣବି ଦେଖନ୍ତୁ ଫୋଟୋସବୁ

ସୁନ୍ଦରତା ରେ ବଲୀଉଡ ହିରୋଇନ ମାନଙ୍କଠାରୁ ବି ଦୁଇ ପାଦ ଆଗରେ ହନୀ ସିଂ ଙ୍କ ପତ୍ନୀ – ଆପଣବି ଦେଖନ୍ତୁ ଫୋଟୋସବୁ

ହନି ସିଂହ ଯାହାଙ୍କୁ ୟୋ ୟୋ ହନି ସିଂହ କୁହାଯାଏ, ଯିଏ ଗୋଟେ ସମୟରେ ବଲୀଉଡ ର ନମ୍ବର ୧ ଗାୟକ ଭାବେ ପରିଚିତ ଥିଲେ ଓ ଏବେବି ମଧ୍ୟ ଲୋକ ତାଙ୍କ ଫ୍ୟାନ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ଟିକେ ଅଧିକା ପ୍ରତି ଦ୍ଵନ୍ଦୀ ମିଳିବାକୁ ଲାଗିଲେଣି । ମଝିରେ ତାଙ୍କ ଦେହ ଖରାପ ହେବା କାରଣରୁ ହନି ସିଂହ ନିଜ କ୍ଯାରିୟର କୁ ଏମିତି ହିଁ ଛାଡି ଦେଲେ । କିନ୍ତୁ ଆଜି ଆମେ ହନି ସିଂହ ଙ୍କର ନୁହେଁ ବରଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କରିବା । ଯାହାଙ୍କୁ ସେ ପ୍ରଥମେ କିଛି ବର୍ଷ ଦୁନିଆଠାରୁ ଲୁଚାଇ ରଖିଥିଲେ, କିନ୍ତୁ ଶେଷରେ ସମସ୍ତଙ୍କ ଆଗକୁ ଅନୈକ୍ୟ ଆସିଛନ୍ତି ।

ଦୁନିଆ ଆଗରେ ସେ ନିଜକୁ ସିଂଗଲ କଣ ପାଇଁ କହିହିଲେ? ଏହା ତ ଜଣା ନାହିଁ କିନ୍ତୁ ତାଙ୍କର ସ୍ତ୍ରୀ ଶାଲିନୀ ସିଂହ ଙ୍କୁ ଏବେ ସମସ୍ତେ ଜାଣିଛନ୍ତି ଓ ସେ ହନି ସିଂହ ଙ୍କ ସହ ପୁରା ମ୍ଯାଚ ମଧ୍ୟ କରୁଛନ୍ତି, କୌଣସି ବି କମି ନାହିଁ ।

ଶାଲିନୀ ସିଂହ ଙ୍କ ସହ ତାଙ୍କର ବିବାହ 2011 ମସିହା ରେ ହୋଇଥିଲା । ସେ ତାଙ୍କ ବିଷୟରେ କାହାକୁ ମଧ୍ୟ କହି ନଥିଲେ,  ଏବଂ ଶାଲିନୀ ଙ୍କର ମଧ୍ୟ ଫୋଟୋ କି କିଛି ତଥ୍ୟ ଇନ୍ଟାରନେଟ ରେ ମଧ୍ୟ ସେମିତି ନାହିଁ ।

ଯେଉଁଥିରୁ ଲାଗୁଛି କି ଶାଲିନୀ ସିଂହ ଜଣେ ଘରୋଇ ସ୍ତ୍ରୀ ଲୋକ । କିନ୍ତୁ ସେ ଦେଖିବାକୁ କିଛି କମ ସୁନ୍ଦର ନୁହନ୍ତି । ସେ ଏତେ ସୁନ୍ଦର ଯେ ବୋଡେ ସେଥିପାଇଁ ହନି ସିଂହ ତାଙ୍କୁ ସମସ୍ତଙ୍କ ନଜରରୁ ଲୁଚାଇ ରଖିଥିଲେ । କିନ୍ତୁ ସମୟ କ୍ରମେ ସମସ୍ତେ ନଜରକୁ ଆସି ଯାଆନ୍ତି ।

ସେମାନଙ୍କ ବିବାହର ମଧ୍ୟ କେତେ ଫୋଟୋ ଅଛି ଯାହା ପ୍ରାଏ ଦେଖିବାକୁ ମିଳୁଛି । ଏବେ ହନି ସିଂହ ପୁଣି ଠାରେ ଇନଡସ୍ଟ୍ରିକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ।