Jyotish Shastra- ଦୀର୍ଘ ୭୨ ବର୍ଷ ପରେ (୨୮ ଓ ୨୯) ମାର୍ଚ୍ଚ ହୋଲିରେ ବନୁଛି ମହାସଂଯୋଗ, ଏହି ୪ ଟି ରାଶିରେ ୨୦୦ % ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି।ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ।ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ।ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ।

ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ।ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ।ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି।ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏହି କେତୋଟି ରାଶିର।ଏହି ବର୍ଷ ହୋଲି ଠାରୁ ଏହି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ତୁଳା ରାଶି-ଏହି ବର୍ଷ ହୋଲି ଠାରୁ ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି।ବର୍ତ୍ତମାନ ସମୟ ରେ ଆପଣ ଯେଉଁ କାମ କୁ ନେଇ ଚିନ୍ତିତ ଅଛନ୍ତି ସେହି କାମ ଟି ଆପଣଙ୍କ ର ବହୁତ ଭଲ ରେ ହୋଇଯିବ।ଆପଣଙ୍କ ର ଯେଉଁ ସରକାରୀ କିମ୍ବା ବେସରକାରୀ କାମ ବାକି ରହିଛି ତାହା ଏହି ଦିନ ପରେ ପୁରା ହୋଇଯିବ।ଆପଣ ଏହି ସମୟ ରେ ନୂତନ ଜମି କିମ୍ବା ଘର କିଣିପାରନ୍ତି।

କନ୍ୟା ରାଶି-ଏହି ବର୍ଷ ହୋଲି ରେ କନ୍ୟା ରାଶି ଙ୍କ ଭାଗ୍ୟ ରେ ଖୁସି ର ରଙ୍ଗ ଖେଳିଯିବ।ଏହି ସମୟ ରେ ଆପଣଂକୁ ପ୍ରତ୍ୟେକ କାମ ପାଇଁ ଆପଣଙ୍କ ବନ୍ଧୁ ମାନଙ୍କ ର ସାହାଯ୍ୟ ମିଳିବ।ଏହା ଫଳରେ ଆପଣଂକୁ ବହୁତ ଲାଭ ମିଳିବ।ଏହି ସମୟ ରେ ଆପଣ ସମସ୍ତ ଚିନ୍ତା ରୁ ମୁକ୍ତି ପାଇବେ।ଆପଣଙ୍କ ପରିବାର ରେ ଏହି ସମୟ ରେ ଖୁସି ର ଲହରୀ ଖେଳିଯିବ।ଯଦି ଆପଣଙ୍କ ର କୌଣସି ଜିନିଷ ଚୋରି ହୋଇଯାଇଛି ତେବେ ଆପଣ ଏହି ସମୟ ରେ ତାହାକୁ ପାଇଯିବେ।ଆପଣଙ୍କ ର ଆର୍ଥିକ ସ୍ତରରେ ଉନ୍ନତି ଘଟିବ।

ବୃଷ ରାଶି-ଏହି ବର୍ଷ ହୋଲି ରେ ବୃଷ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସୁବାକୁ ଯାଉଛି।ଏହି ସମୟ ରେ ଆପଣଙ୍କ ର ସମସ୍ତ ପ୍ରକାର ଦ୍ଵନ୍ଦ ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣ ଯଦି ଚାହୁଁଛନ୍ତି ତେବେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।ଏହି ସମୟ ରେ ଆପଣଙ୍କ ର ମାତାପିତା ଙ୍କ ର ସମ୍ପୂର୍ଣ୍ଣ ସହଯୋଗ ଆପଣଂକୁ ମିଳିବ।ଆପଣଂକୁ ଏହି ସମୟ ରେ ଧନ ପ୍ରାପ୍ତି ହେବ।

ସିଂହ ରାଶି-ଏହି ବର୍ଷ ହୋଲି ସିଂହ ରାଶି ପାଇଁ ଅନେକ ଖୁସି ଖବର ଆଣିବାକୁ ଯାଉଛି।ଏହି ସମୟ ରେ ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣଂକୁ ସମସ୍ତ କାର୍ଯ୍ୟ ରେ ବହୁତ ଲାଭ ମିଳିବାକୁ ଯାଉଛି।ଏହି ସମୟ ରେ ଆପଣ କୌଣସି ଦୁର ସ୍ଥାନ କୁ ଯାତ୍ରା କରିପାରନ୍ତି।ଆପଣଙ୍କ ର ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ।ଏହି ସମୟ ରେ ଆପଣଙ୍କ ର ସମାଜ ରେ ମାନସମ୍ମାନ ବଢିବ।ମାତା ପିତା ଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ ଯାହା ଦ୍ୱାରା ଆପଣ ଜୀବନ ରେ ବହୁତ ସଫଳ ହୋଇପାରିବେ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।