ହୀରାକୁଦ ପାଣିରେ ବୁଡ଼ିଗଲା ଗାଁ । କେହି ବାହାରକୁ ଆସିପାରୁ ନାହାଁନ୍ତି । ବନ୍ୟା ପାଣିରେ ଫସି ରହିଛି ପୁରା ଗାଁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ପୁଣି ଥରେ ରାଜ୍ୟରେ ବନ୍ୟା ସ୍ଥିତି ଆଶଙ୍କା କରା ଯାଉଛି । ତେବେ ଏହାରି ମଧ୍ୟରେ ବନ୍ୟା କୁ ନେଇ ଆସିଛି ଏକ ବଡ ଅପଡେଟ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ ହୀରାକୁଦ ପାଣି ରେ ହଠାତ ବୁଡିଗଲା ଗାଁ ।

6 ଫୁଟ ର ପଞ୍ଚାୟତ ଏବେ ଜଳମଗ୍ନ ହୋଇ ରହିଛନ୍ତି । ବାହାରକୁ ଆସିପାରୁ ନାହାନ୍ତି । ବନ୍ୟା ପାଣିରେ ଫଶୀ ଯାଇଛି ପୁରା ଗାଁ । ଲୋକେ ଉଧାର ପାଇଁ ହାହାକାର ଡାକିଲେଣି । ଘରେ ପାଣି ପଶିବା ଆରମ୍ଭ ହେଲାଣି । ହଁ ଦର୍ଶକ ବନ୍ଧୁ ଉପର ମୁଣ୍ଡରେ ତୁହା କୁ ତୁହା ବର୍ଷା ଜାରି ରହିଛି । ବର୍ଷା କାରଣରୁ ହୀରାକୁଦ ତାର 22 ଟି ଗେଟ ଖୋଲି ଦେଇଛି ।

ଆଉ ଅନ୍ୟ ପଟେ ମୁଣ୍ଡଳି ରେ ବନ୍ୟା ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏମିତି କି ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । ଚାରି ଫୁଟ ର ବନ୍ୟା ଜଳ ପୋଲ ଉପରେ ପ୍ରଭାଭିତ ହେଉଛି । ଗାଁ ଭିତରେ ମଧ୍ୟ ପାଣି ପଶିବା ଆରମ୍ଭ ହେଲାଣି । ଏମିତି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଙ୍କି ଓ ଟିଗିରିଆ ବ୍ଲକ ରେ ।

ହୁହୁହୁଳା ପୋଲ ଉପରେ ଏତେ ଜୋର ରେ ପାଣି ଭାସିଛୁ ଯାହା କାରଣରୁ ଲୋକେ ପୁରା ଫଶୀ ରହିଛନ୍ତି । 6 ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୀୟୟ ଏରହିଛି । ସେପଟେ ଦେଖିବାକୁ ଗଲେ ବନ୍ୟା ପାଣି ପସିବାରୁ ଏକ ହେକ୍ଟର ଚାଷ ଜମି ପ୍ରଭାବିତ ହେଉଛି । ଲୋକେ ପାଣି ଭିତରେ ଫାଶୀ ନିଜ ଘରକୁ ଯାଉଛନ୍ତି । ସ୍କୁଲ କଲେଜ ସବୁ ପାଣି ଭିତରେ ଫାଶୀ ଯାଇଛି ।

ତେବେ ସ୍ଥାନୀୟ ପ୍ରଶାସନ ଏ ଯାଏଁ ବନ୍ୟା ସ୍ଥିତି ଘୋଷଣା ନ କରିଥିଲେ ବି ବନ୍ୟା ସ୍ଥିତି ଦେଖା ଯାଇଛି । ସେପଟେ ବଦମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ମନ୍ଦିର ରେ ମଧ୍ୟ ପ୍ରବେଶ କରିଛି ବନ୍ୟା ଜଳ । ସେଥିପାଇଁ ମା ଙ୍କ ପ୍ରତିମା କୁ ବନ୍ୟା ଆଶ୍ରୟ ସ୍ଥଳକୁ ଅଣାଯାଇ ରଖା ଯାଇଛି । ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ମନ୍ଦିର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।