ହୀରାକୁଦ ଯେତେ ଗେଟ୍ ଖୋଲିଲେ ବି କମୁନି ପାଣି ଓଲଟା ବଢିବାରେ ଲାଗିଛି , ବିପଦରେ ତଳିଆ ଅଞ୍ଚଳବାସୀ ।

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହୀରାକୁଦର ସବୁ ଗେଟ୍ ଖୋଲା ଚାଲିଛି କିନ୍ତୁ ପାଣି କମିବା ବଦଳରେ ବଢିବାକୁ ଲାଗୁଛି । ଯାହାକୁ ନେଇ ବିପଦରେ ଅଛି ତଳିଆ ଅଞ୍ଚଳ । ହଁ ଦର୍ଶକବନ୍ଧୁ ହୀରାକୁଦ ଯେତେ ଗେଟ୍ ଖୋଲିଲେବି କମୁନି ଜଳସ୍ତର ଓଲଟା ଏହା ବଢିଛୁ । ତେବେ ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ଅଧିକାରୀ ପାଣିକୁ ଅଟକାଇ ରଖିବା ଅସମ୍ଭବ ବୋଲି କହୁଛନ୍ତି । ମାତ୍ର ଛତିଶଗଡ ଫାଇଦାରେ ରହିଛି ତାହା ଚାଷ ଓ ମାଛ ଧରିବା ବ୍ୟବସାୟ ଖୁବ୍ବ ଜୋରସରରେ ଚାଲିଛି  ।

ଯେବେ  ତାହାର ପାଣି ଦରକାର ସେ ରଖୁଛି ଯେବେ ଅଦରକାର ଗେଟ୍ ଖୋଳି ଦେଉଛି । ଯାହା ଫଳରେ ଓଡିଶା ଭିତରକୁ ପଶିଆସୁଛି ପାଣି ଯାହାକୁ ନିୟନ୍ତ୍ରଣ କରିକି ରଖିବା ସମ୍ଭବ ହେଉଛି । ତେଣୁ ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ 5 ଟି ଗେଟ୍ ଜଳ ନିଷ୍କାସନ କରିଥିଲେ ହେଲେ ବି ଜଳ ନିୟନ୍ତ୍ରିତ ହୋଇନଥିଲା । ଏହା ପରେ ମଙ୍ଗଳବାର ଦିନ 3 ଟି ଗେଟ୍ ଓ ବୁଧବାର ଦିନ 4 ଟି ଗେଟ୍ ର ଜଳ ନିଷ୍କାସନ ହୋଇଥିଲା ।

ତେବେ ମୋଟ 12 ଟି ଗେଟ୍ ରୁ ପାଣି ନିଷ୍କାସନ ହେବା ପରେ ମହାନଦୀର ପାଣି ପ୍ରଚୁର ପରିମାଣରେ ବଢିବାକୁ ଲାଗିଲା । ସ୍ଥାନୀୟ ଅଞ୍ଚଳଲୋକେ ପାଣିର ମାତ୍ରା ଓ ବେଗକୁ ଦେଖି ଭୟପ୍ରକାଶ କରୁଛନ୍ତି । ଏତେ ପାଣି ନିଷ୍କାସନ ହେବା ପରେ ମଧ୍ୟ ହୀରାକୁଦ ପାଣି କମିନି । ଯାହାକୁ ନେଇ ହୀରାକୁଦ କର୍ତ୍ତୁପକ୍ଷ ଚିନ୍ତାଗସ୍ତ ହୋଇପଡିଛନ୍ତି ।

ଅପର ପକ୍ଷ ଚଳିତ ବର୍ଷର ମୌସୁମୀ ବର୍ଷା ଆରମ୍ଭ ହେଲାନି ଉପର ମୁଣ୍ଡରେ ଲଗାତାର ବର୍ଷା ତଳିଆ ଅଞ୍ଚଳବାସୀକୁ ଆତଙ୍କିତ କରୁଛି । ସମ୍ବଲପୁରରେ ଏହା ପ୍ରଭାବ ଦେଖାଯାଇଥିବା ବେଳେ ଆଉ କେତେକ ଅଞ୍ଚଳ ଭୟଭୀତ ଅଛନ୍ତି । ମାତ୍ର ହୀରାକୁଦ କର୍ତ୍ତୁପକ୍ଷ ସୂଚନା ଜଣାଇଛନ୍ତି କି ଆଗକୁ ଆହୁରି ଗେଟ୍ ଖୋଳିବେ ତେଣୁ ଲୋକେମାନେ ସଚେତନ ରହିବେ ଏବଂ ଏଥିରେ କାହାରି କୋଣସି କ୍ଷତି ହୁଏ ତେବେ ଆମେ ଦାୟୀ ନୁହେଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ।

ମହାନଦୀ ପାଣି ଯଦି ଅସମ୍ଭାଳ ହୁଏ ତେବେ ସ୍ଥାନୀୟ ଅଞ୍ଚଳବାସୀ ବୁଢିବାର ସମ୍ଭାବନା ରହିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।