ହେଇଗଲା ବଡ ଚମତ୍କାର ପ୍ରଜ୍ଞାନ ହୋଇଯିବ ଶକ୍ତିମାନ ଆଉ ମରିବନି ପ୍ରଜ୍ଞାନ ..

ହୋଇଗଲା ବଡ ଚମତ୍କାର । ଏଲିୟନ ବଞ୍ଚାଇ ଦେବ ପ୍ରଜ୍ଞାନ କୁ । ଏଲିୟନ ଙ୍କ ଶାକ୍ତ ରେ ଶକ୍ତିମାନ ହେବ ପ୍ରଜ୍ଞାନ । ହଁ ଦର୍ଶକ ବନ୍ଧୁ ହୋଇ ଯାଇଛି ବଡ ଚମତ୍କାର । ଆଉ ପ୍ରଜ୍ଞାନ ହେବ ଶକ୍ତିମାନ । ଆଉ ଅମର ମଧ୍ୟ ହୋଇଯିବ ରୋଭର ପ୍ରଜ୍ଞାନ ଆଉ କେବେ ବି ମରି ପାରିବନି । କାରଣ ପ୍ରଜ୍ଞାନ କୁ ଏବେ ମିଳିଯିବ ଶକ୍ତି । ଆଉ ସହ ସହ ବର୍ଷର ଆୟୁଷ ମଧ୍ୟ ମିଳିଯିବ ପ୍ରଜ୍ଞାନ କୁ । ଆଉ ସବୁ ନୂଆ ନୂଆ ତଥ୍ୟ ଇସ୍ରୋ କୁ ଦେବ ।

ଏବେ ସାରା ବିଷବକୁ ଚକିତ କରି ଦେଇଛି ଭାରତ ଏବେ ଚନ୍ଦ୍ର ରେ ବି ହେଉଛି ଭାରତର ଜୟଗାନ । ଯାହା କେହି କେବେ କରିପାରି ନ ଥିଲେ ଆଜି ତାହା ଭାରତ କରି ଦେଖାଇ ଦେଇଛି । ଭାରତୀୟ ବୈଜ୍ଞାନିକ ଏମାନେ କରି ଦେଖାଇଛନ୍ତି ସତ ଏହା ସହ ଚନ୍ଦ୍ର ପୃଷ୍ଠ ରେ ଦକ୍ଷିଣ ମେରୁ ରେ ଲ୍ୟାଣ୍ଡ କରିବା ପରେ ପ୍ରଥମ ଦେଶ ଭାବେ ବିବେଚିତ ହୋଇଛି ଭାରତ ।

ମାତ୍ର 14 ଦିନ ମଧ୍ୟରେ ଚନ୍ଦ୍ର ର ଅନେକ ଗୁପ୍ତ ରହସ୍ୟ ଉପରୁ ପରଦା ଉଠାଇଛି ରୋଭର ପ୍ରଜ୍ଞାନ । ଆଉ ତା ସହ ତାପମାତ୍ରା, ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଓ ଅମ୍ଳଜାନ ଥିବା ପ୍ରଜ୍ଞାନ ସ୍ପଷ୍ଟିକରଣ କରିଥିଲା । ଏ ସବୁ ଭିତରେ ଚନ୍ଦ୍ର ର ଅନେକ ସ୍ଥାନର ଫୋଟୋ ମଧ୍ୟ ଉଠାଇ ଥିଲା ପ୍ରଜ୍ଞାନ । ଏହି ଫୋଟୋ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା ।

ଯେ ପ୍ରଜ୍ଞାନ କ୍ୟାମେରା ରେ ଏଲିୟନ ମାନଙ୍କର ଫୋଟୋ କଏଦ ହୋଇଛି । ଆଉ ସମସ୍ତେ ଏହି ଫୋଟୋ କୁ ଦେଖି ଭାବି ନେଇଥିଲେ ଯେ ଚଁର ପୃଷ୍ଠ ରେ ଏଲିୟନ ଦେଖା ଦେଇଛି । ତାହା ପୁଣି ପ୍ରଜ୍ଞାନ କୁ । ପ୍ରତେକ ଦିନ ଏଭଳି ନୂଆ ନୂଆ ତଥ୍ୟ ଦେଉଥିବା ବେଳେ ଆଉ ଗୋଟେ ପଟେ ପ୍ରଜ୍ଞାନ ର ଆୟୁଷ ସଋ ଆସୁଛି ।

ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଥିଲା ଯେ ପ୍ରଜ୍ଞାନ କ୍ୟାମେରା ରେ ଏଲିୟନ ମାଙ୍କର ଫୋଟୋ କଏଦ ହୋଇଛି ଯାହା ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ହେଉଛି । ଯାହା ଏବେ ଚର୍ଚ୍ଚା ହେଉଛି କି ପ୍ରଜ୍ଞାନ ସହ ଏଲିୟନ ଙ୍କର ଡେକା ହୋଇଛି । ଏବେ ପ୍ରଜ୍ଞାନ ନିଜର ମନ କଥାକୁ ଏଲିୟନ ଙ୍କ ସହ ସେୟାର କରୁଛି ।

ଆଉ ପ୍ରଜ୍ଞାନ କୁ ନିଜର ଶକ୍ତି ଦେବ ଏଲିୟନ ଓ ଚନ୍ଦ୍ରରେ ରହି ନୂଆ ନୂଆ ତଥ୍ୟ ଦେବ ଇସ୍ରୋ କୁ ପ୍ରଜ୍ଞାନ । ଏଭଳି କିଛି କଥା ଏବେ ସୋସିଆଲ ମିଡିଆରେ ଜୋର ଧରିଛି । ସାବି ଏଲିୟନ ମିଶି କଣ ସତରେ ପ୍ରଜ୍ଞାନ କୁ ଶକ୍ତିମାନ କରିବେ ? ସତରେ କଣ ଏଲିୟନ ମାନେ ପ୍ରଜ୍ଞାନ କୁ ବଞ୍ଚାଇ ପାରିବେ ? ସମୟ କହିବ ଏହା ବାସ୍ତବତା ନା ପରିକଳ୍ପନା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।