କୋଟିପତି ବନିବାର ଅଛି ତ ବେଶ୍ୟା ଠାରୁ ଶିଖନ୍ତୁ ଏହି ଗୋଟେ କଥା, ଏତେ ପଇସା ହେବ କି ସମ୍ଭାଳି ପାରିବେନି

ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଜ୍ୟ ନୀତିବାଣୀରେ ବେଶ୍ୟାର ଏମିତି ଗୁଣର ବର୍ଣନା କରିଛନ୍ତି ଯେ ଯେଉଁ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଇଚ୍ଛା କରୁଛନ୍ତି ସେମାନେ ବେଶ୍ୟା ପକ୍ଷରୁ ଗୋଟିଏ କଥା ଶିଖିବା ଉଚିତ । ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଜ୍ୟ ପୁରୁଷ ଏବଂ ସ୍ତ୍ରୀଙ୍କର ବହୁତ ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି । ବୁଦ୍ଧିମାନ ପୁରୁଷ ଅପେକ୍ଷା ସଂସାରେ ବହୁତ ମୂର୍ଖ ଅଛନ୍ତି । ମୂର୍ଖ ପୁରୁଷ ନିଜକୁ ବହୁତ ଜ୍ଞାନୀ ବୋଲି ଭବିଥାନ୍ତି ।

କିନ୍ତୁ ବୁଦ୍ଧିମାନ ପୁରୁଷ ଅନ୍ୟମାନଙ୍କୁ ନୀଚ ବୋଲି ଭାବି ନଥାନ୍ତି । ସେ ସମସ୍ତଙ୍କର ଆଦର ତଥା ଭଲ ପାଇଥାନ୍ତି । ସ୍ତ୍ରୀଙ୍କର ବହୁତ ଲକ୍ଷଣ ମଧ୍ୟ କହିଛନ୍ତି । ଶୁକ୍ର ଦେବ ଆହୁରି ମଧ୍ୟ କହିଛନ୍ତି ଦୁଷ୍ଟ ନିରଦୟୀ  ଚରିତ୍ର ହିନା ସ୍ତ୍ର୍ରୀ କେଉଁ ପ୍ରକାରର ହୋଇଥାନ୍ତି ଓ ସର୍ବ ଗୁଣ ସମ୍ପର୍ଣ ,ସରଳତା ଚରିତ୍ରବାନ ସ୍ତ୍ରୀ କିପରି  ହୋଇଥାନ୍ତି ।

ତାଙ୍କର ଆଚରଣ ତଥା ସ୍ଵଭାବରୁ ଜାଣିପାରିବା ଏବଂ ତାଙ୍କଠାରୁ ସତର୍କ ରହିବା ଉଚିତ । ପୁଣି ଶୁକ୍ରଦେବ ଆହୁରି କହିଛନ୍ତି ଜୀବନରେ ମନୁଷ୍ୟ ଉନ୍ନତି କରିବାକୁ ହେଲେ ଖରାପ ଗୁଣକୁ ଛାଡି ଭଲ ଗୁଣକୁ ବାଛନ୍ତୁ ଯାହା ଦ୍ଵାରା ସଂସାରରେ ମଙ୍ଗଳ କାମନା ହେବ । ମନୁଷ୍ୟ ଦୁଷ୍ଟ କିମ୍ବା ଭଲ ତଥା ମୂର୍ଖ କିମ୍ବା ପାପୀ ଯିଏ ହେଉ ନା କାହିଁକି ସମସ୍ତଙ୍କଠାରୁ କିଛି ନା କିଛି ଶିଖା ଯାଇପାରିବ ।

ସେହିପରି ବେଶ୍ୟା ପାଖରେ ଏମିତି ଏକ ଗୁଣ ଅଛି ଯାହା ଦ୍ଵାରା ପୁରୁଷଟି ନିଜ ଜୀବନରେ କିଛି ନା କିଛି ଶିଖିପାରିବ ଯାହା ଦ୍ଵାରା ସେ ଉନ୍ନତି ମଧ୍ୟ କରିପାରିବ । ଆପଣ ମାନେ ଜାଣିଥିବେ ବେଶ୍ୟା ମାନଙ୍କୁ କେହି ସନମାନ୍ନ ଦେଇନଥାନ୍ତି । ପ୍ରାଚୀନ କାଳରୁ ବେଶ୍ୟା ମାନେ  ନୀଚ ଜାଗାରେ ରହି ଆସିଛନ୍ତି  । ବେଶ୍ୟାର କର୍ମ ପାପ କାର୍ଯ୍ୟରେ ହିଁ ଭରି ରହିଥାଏ । ଯଦି ଅନ୍ୟ ସ୍ତ୍ରୀ ସ୍ଵାମୀ ରହିବା ସତ୍ବେ  ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖନ୍ତି ସେହିଭଳି ସ୍ତ୍ରୀଙ୍କୁ ବ୍ୟଭିଚାରିଣୀ କହିଥାନ୍ତି । ଚାଲନ୍ତୁ ଜାଣିବା ଶୁକ୍ର ଦେବ ବେଶ୍ୟାଙ୍କଠାରୁ କେଉଁ ଗୁଣଟି ପୁରୁଷମାନେ ଶିଖିନେବା ଉଚିତ ।

ତଦର୍ଥ ଗୃହୀତ୍ବପି ତଦଧୀନା ନ ଜାୟତେ ।

ବେଶ୍ୟା ତଥାବିଧ ବାପି ବଶୀକୃତମ ନରମ କ୍ଷମା ॥

ନେୟତ କାଶ୍ୟ ବସଂମ ତଦୁତ ସ୍ବାଧିନମ କାରୟେଜଜଗତ ।

ଏହାର ଅର୍ଥାତ ଯେପରିକି ଜଣେ ବେଶ୍ୟା କୌଣସି ପୁରୁଷଙ୍କ ଠାରୁ ଧନ ନେଇକି ବଶବର୍ତ୍ତୀ ହୁଅନ୍ତି ନାହିଁ  କି ସେହି ପୁରୁଷର ଅଧୀନରେ ମଧ୍ୟ ରହିନଥାନ୍ତି । କିନ୍ତୁ ସେ ନିଜ ଅଧୀନରେ ଅନ୍ୟକୁ ରଖିବାକୁ ଚେଷ୍ଟା କରିଥାନ୍ତି । ସେହିପରି ପରୁଷ କୌଣସି ଜିନିଷର ଅଧୀନରେ ନ ରହି ଦୁନିଆକୁ ନିଜ ଅଧୀନରେ ରଖିବା ଉଚିତ ।

ପୁରୁଷ ମାନେ କାହାର ଦାସରେ ରହି ଜୀବନ ବ୍ୟତୀତ କରିବା ଉଚିତ ନୁହେଁ ବରଂ ନିଜ ଠାରେ ବହୁତ ସାମର୍ଥ୍ୟ ଉତ୍ପନ୍ନ  କରିବା ଉଚିତ । ଅନ୍ୟମାନଙ୍କୁ ନିଜର ଅଧୀନ କରିବା ଉଚିତ । ଅନ୍ୟ ମାନଙ୍କ ଠାରେ ହାତ ପତେଇବାକୁ ନ ପଡେ । ଅନ୍ୟମାନେ ସେହି ପୁରୁଷଙ୍କଠାରେ  ହାତ ପତେଇ ଠିଆ ହୁଅନ୍ତୁ । ଲୋକମାନେ ତାଙ୍କର ଦାସ ହୋଇକି ରହିବା ଉଚିତ । ଅନ୍ୟ ମାନଙ୍କର ଦାସ ହୋଇକି ରହିଲେ ଅପମାନ ବୋଧ ଭାବ ଲାଗେ । ସେହିଭଳି ପୁରୁଷ କେବେହେଲେ ଉନ୍ନତି କରିପାରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।