Jyotish Shastra- ବହୁତ ରାଗୀ ହେଇଥାନ୍ତି ଏହି 4 ନାମର ଶାଶୁ

ଶାଶୁ ବୋହୂର ସମ୍ପର୍କ ସବୁବେଳେ ହିଁ ବଦନାମ ରହିଥାଏ । ଗୋଟେ ପଟେ ବୋହୂ କହିଥାଏ କି ଗୋଟେ ଶାଶୁ କେବେବି ମା ହୋଇପାରିନାହିଁ ତ ଶାଶୁ ଏହା ମାନିଥାଏ କି ବୋହୁ କେବେମଧ୍ୟ ଝିଅ ହେଇପାରିବନାହିଁ । ଶାଶୁ ବୋହୁ ର ତୁତୁ ମେମେ ର ପରମ୍ପରା ବହୁତ ପୁରୁଣା ହୋଇସାରିଛି । ଦୁହିଁଙ୍କ ଭିତରେ ବହୁତ ସମୟ କିଛି ନା କିଛି କଥାକୁ ନେଇ ଯୁଦ୍ଧ ଆରମ୍ଭ ହୋଇଥାଏ । ବହୁତ ସମୟରେ ଶାଶୁ ବୋହୁଙ୍କ ଙ୍କ ଭିତରେ ପଡ଼ିନଥାଏ ।

କୋଉ ଘରେ ଶାଶୁର ବେଶି ଚାଲିଥାଏ ତ କେଉଁଠି ବୋହୂର ବେଶି ଚାଲିଥାଏ । ଆଜି ଆମେ ଆପଣଙ୍କୁ ଏମିତି 4ଟି ନାମର ଶାଶୁଙ୍କ ବିଷୟରେ କହିବୁ ଯିଏ ବହୁତ ରାଗି ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

H ନାମର ଶାଶୁ ମା :- ଏହି ନାମର ଶାଶୁ ମାନଙ୍କୁ ବହୁତ ଜଲ୍ଦୀ ରାଗ ଆସିଥାଏ । ଏମାନଙ୍କ ଭିତରେ ଧର୍ଯ୍ୟ ବୋଲି କୌଣସି ଜିନିଷ ନଥାଏ । ଏମାନଙ୍କୁ ଘରେ ସବୁ କାମ ପରଫେକ୍ଟ ଦରକାର ହୋଇଥାଏ । ଏମାନେ ନିଜ ବୋହୁ ଠାରୁ ଆଶା ରଖିଥାନ୍ତି କି ସେ ଘରର ସବୁ କାମ ଜଲ୍ଦୀ ଆଊ ଠିକ ଭାବରେ କରୁ । ଏହି ଶାଶୁ ମାନଙ୍କ ବେଶି ସମୟ କାମକୁ ନେଇ ନିଜ ବୋହୁ ସହିତ ଝଗଡ଼ା ହୋଇଥାଏ ।

K ନାମର ଶାଶୁ ମା:- ଏହି ନାମର ଶାଶୁ ମାନଙ୍କ ରାଗ ବହୁତ ଭୟଙ୍କର ହୋଇଥାଏ । ଏମାନେ ରାଗରେ କଟା ଘା ରେ ଚୂନ ଲଗେଇଲା ପରି କଥା କହିଥାନ୍ତି । ଏହି ଶାଶୁ ଯେତେବେଳେ ରାଗିଥାଏ ସେତେବେଳେ ପୁରା ମହଲା ଜଣିଯାଏ । ଏହି ଶାଶୁ ମାନଙ୍କ ସହିତ ବୋହୁ ମାନଙ୍କ ବିଲକୁଲ ପଡେ ନାହି ।

N ନାମର ଶାଶୁ ମା:- ଏହି ନାମର ଶାଶୁ ମାନଙ୍କ ରାଗ ସବୁବେଳେ ତାଙ୍କ ନାକ ଅଗରେ ରହିଥାଏ । ଏମାନେ ଟିକେ ଟିକେ କଥାରେ ରାଗିଯାଇଥାନ୍ତି । ଏମାନେ ଅନ୍ୟ ମାନଙ୍କ କଥାରୁ ବହୁତ ବେଶି ପ୍ରଭାବିତ ହୋଇଥାନ୍ତି । ଏମାନେ ନିଜ ବୋହୁକୁ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ ।

P ନାମର ଶାଶୁ ମା:- ଏହି ନାମର ଶାଶୁ ମାନେ ରାଗିଲେ ସଙ୍ଗେ ସଙ୍ଗେ କିଛି କୁହନ୍ତି ନାହିଁ । କିନ୍ତୁ ଯେତେବେଳେ କୁହନ୍ତି ବହୁତ କିଛି କୁହନ୍ତି । ତାଙ୍କ କଥା ଛାତିରେ ଛୁରୀ ମାରିଲା ଭଳିଆ ଲାଗିଥାଏ । ଏହି ଶାଶୁ ମାନେ ନିଜ ବୁହୁକୁ ପସନ୍ଦ କରିଥାନ୍ତି କିନ୍ତୁ ବୋହୂକୁ ନିଜ ପାଦ ତଳେ ରଖିବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଶାଶୁ ବୋହୂଙ୍କ ଭିତରେ ପଡେ ନାହି ।

ତେବେ ଆପଣଙ୍କ ଶାଶୁ ଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।