Health Tips- 3 ଦିନ କ୍ଷୀରରେ ଏହାକୁ ଫୁଟେଇ ପିଇ ନିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ହାଡ କମଜୋରି, ଅନିଦ୍ରା ସହିତ ଏହି 5 ବଡ ରୋଗ ମୂଳରୁ ହେଇଯିବ ଭଲ

ବନ୍ଧୁଗଣ ଯଦି ଆପଣଙ୍କ ହାଡ଼ ବହୁତ ଦୁର୍ବଳ । କିମ୍ବା ଆପଣ ଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ଅଛି, ଯଦି ଆପଣଙ୍କ ତଣ୍ଟି ଶୀଘ୍ର ଖରାପ ହୋଇଯାଏ । କିମ୍ବା ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି । ସେଥିପାଇଁ ଏକ ଉପଚାର ଅଛି ଯାହାକୁ କ୍ଷୀର ସହିତ ସେବନ କଲେ ଏହି ସମସ୍ତ ଅସୁବିଧା ରୁ ଆପଣ ମୁକ୍ତି ପାଇଁ ପାରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଉପଚାର ବିଷୟରେ । ଏହା କଣ ଓ କିପରି ବ୍ୟବହାର କରିବା ଓ ସେଥିରେ କେଉଁ ପ୍ରକାରର ସାମଗ୍ରୀ ରହିବ ।

ପ୍ରଥମେ ଆମେ କିସମିଶ ନେବା । ଭଲ କିସମିଶ ଜାଣିବା ପାଇଁ ଆମେ ଦେଖିବା କି କିସମିଶ ଯେତେ ପୁରୁଣା ହୋଇଥିବ ସ୍ୱାସ୍ଥ୍ୟ ପାଈ ସେତେ ଭଲ । ଗୁଡ଼ ଯେପରି ଯେତେ ପୁରୁଣା ହେଲେ ଲାଭଦାୟକ ସେହି ପରି କିସମିଶ ମଧ୍ୟ ଯେତେ ପୁରୁଣା ହେବ ଯେତେ କଳା ହେବ ସେତେ ଭଲ ।
ଯଦି ଆପଣଙ୍କ ହାଡ଼ ବହୁତ ଦୁର୍ବଳ ଅଛି । ଆଣ୍ଠୁ ଗଣ୍ଠି ର ସମସ୍ୟା ଅଛି । ତେବେ ଏହାକୁ ସେବନ ନିଶ୍ଚିତ କରନ୍ତୁ ।

କ୍ଷୀର ସହିତ ହିଁ କରିବାର ଅଛି କାରଣ ଏହାକୁ କ୍ଷୀର ସହ ଫୁଟେଇଲେ ଏହା ଭିତରେ ଥିବା ପୋଟାସିୟମ ଓ ମାଗନେସିୟମ ର ମାତ୍ରା ବଢିଯାଇଥାଏ । ଯାହା ଆମ ଶରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଆଣ୍ଠୁ ସମସ୍ୟା ପାଇଁ ଏହାକୁ ରାତିରେ ହିଁ ସେବନ କରିବା ।ଏହା ଛଡା ଯଦି ଆପଣଙ୍କ ଦୃଷ୍ଟି ଶକ୍ତି ବହୁର ଦୁର୍ବଳ ଅଛି । ଆପଣଙ୍କୁ ଭଲରେ ଦେଖାଯାଉନାହିଁ । ତେବେ ବି ଏହାକୁ ସେବନ କରିବା ଉଚିତ କାରଣ ଏଥିରେ ବିଟା କରୋଟିନ ଥାଏ ।

ଏହା ଆମର ଆଖି ର ଦୃଷ୍ଟି ଶକ୍ତି କୁ ବଢ଼ାଇ ଥାଏ । ଏହାକୁ ମଧ୍ୟ ରାତି ସମୟରେ ସେବନ କରିବା ଆବଶ୍ୟକ । ଗଳା ରେ ଯଦି ଦରଜ ଅଛି କିମ୍ବା ଗଳା ବିନ୍ଧୁଛି ତେବେ ସେମାନେ ବି ଏହାର ସେବନ କରିବା ଉଚିତ । କିନ୍ତୁ ଏହାକୁ ସକାଳର ଜଳଖିଆ ପରେ ଖାଇବା ଉଚିତ । ରକ୍ତର ଅଭାଵ ଥିଲେ ମଧ୍ୟ ଏହାର ସେବନ କରି ପାରିବେ । ଏହାକୁ ସେବନ କଲେ ଆଇରନ ଆମକୁ ମିଳିଥାଏ ।

ଯଦି ଆପଣ ଅଳ୍ପ କାମ କରି ଜଲ୍ଦି ଥକି ଯାଉଛନ୍ତି । ଆପଣଙ୍କୁ ଦୁର୍ବଳ ଭଳି ଲାଗୁଛି ତେବେ ସେମାନେ ମଧ୍ୟ ଏହାର ସେବନ କରି ପାରିବେ । ଯଦି ଥଣ୍ଡା ଜ୍ଵର ସବୁବେଳେ ଲାଗିରହିଥାଏ କି ସବୁବେଳେ ଥକି ଯାଉଛନ୍ତି । ତେବେ ସେମାନେ ମଧ୍ୟ ଏହି କ୍ଷୀର ର ସେବନ କରିବା ଉଚିତ । ଯେଉଁ ମାନଙ୍କ ର ମୁହଁ ରେ ଧଳା ଦାଗ ଦେଖାଯାଏ । ସେମାନେ ମଧ୍ୟ ଏହି କ୍ଷୀର ର ସେବନ କରିଲେ ବହୁତ ଲାଭବାନ ହେବେ ।

ଏହାର ପ୍ରଣାଳୀ ହେଉଛି- ପ୍ରଥମେ ଆମେ ପୁରୁଣା କିସମିଶ ନେବା । କିସମିଶର ଦଶଟି ଦାନାକୁ ନେଇ ପାଣିରେ ଭିଗେଇ ଦେବା । ତାକୁ ଘୋଡେ଼ଇ ଦେବା ସକାଳେ ସେହି ପାଣିକୁ ଫୁଟେଇ ସେହି ପାଣିକୁ ଟିକେ ଥଣ୍ଡା କରି ସେ ପାଣିକୁ ପିଇଦେବା ସେ କିଶମିଶକୁ ମଧ୍ୟ ଖାଇଦେବା । ଏହା ଯେଉଁ ମାନେ କ୍ଷୀର ପିଉ ନଥିବେ ସେମାନେ କରିପାରିବେ ।

ଯେଉଁମାନେ କ୍ଷୀର ପିଉଥିବେ ସେମାନେ ପ୍ରଥମେ କ୍ଷୀରକୁ ଫୁଟେଇ ଦେବେ ସେଥିରେ ଆଠଟି କିମ୍ବା ଦଶଟି କିସମିଶ ଦାନାକୁ ପକାଇଦେବା । ତାକୁ ଅଳ୍ପ ଥଣ୍ଡା କରି ପିଇଦେବା । କିନ୍ତୁ କ୍ଷୀରରେ କୌଣସି ପ୍ରକାରର ଚିନି କିମ୍ବା ମିଶ୍ରି ମିଶାଇବା ନାହିଁ । କାରଣ ଚିନି ଦ୍ୱାରା ଆମକୁ କୌଣସି ପ୍ରକାରର କ୍ୟାଲସିୟମ ମିଳିବ ନାହିଁ ଏହି ଉପଚାର ଟି ବ୍ୟର୍ଥ ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।