ସକାଳୁ ସକାଳୁ ବାସିରୁଟି ଖାଇବାର ଫାଇଦା ଦେଖି ଡକ୍ଟରବି ଆଶ୍ଚର୍ଯ୍ୟ, ୯୯% ଲୋକ ଜାଣି ନଥିବେ

ଆପଣ ମାନେ ତ ଜାଣିଥିବେ ଯେ ୧୨ ଘଣ୍ଟାରୁ ଅଧିକ ସମୟ ରହିଯାଇଥିବା ରନ୍ଧା ଖାଦ୍ୟକୁ ଖାଇବା ଦ୍ୱାରା ଆମ ଶରୀରରେ ରୋଗ ହୋଇଥାଏ । ଫୁଡପଏଜନିଗ୍ ମଧ୍ୟ ହୋଇଯାଇଥାଏ । ତେଣୁ ଆମେ ରାତିରେ ବଳକା ରୋଟିକୁ ଫିଙ୍ଗି ଦେଇଥାଉ । କିନ୍ତୁ ଜାଣି ରଖନ୍ତୁ ବସି ରୋଟି ଖାଇବା ଦ୍ୱାରା ଅସୁବିଧା ନୁହେଁ ଫାଇଦା ହୋଇଥାଏ । ଆୟୁର୍ବେଦ ରେ କୁହାଯାଇଛି ଯେ ଭୋଜନ ପ୍ରସ୍ତୁତ ହେବାର ୪୦ ମିନିଟ୍ ମଧ୍ୟରେ ଏହାକୁ ଖାଇବା ଉଚିତ୍ ଅଟେ ।

କାରଣ ଖାଦ୍ୟରେ ଥିବା ପୋଷାକ ତତ୍ତ୍ଵ ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣରେ ମିଳି ପାରିବ । କିନ୍ତୁ ଗହମ ଦ୍ଵାରା ପ୍ରସ୍ତୁତ ରୋଟିରେ ଏପରି କିଛି ହୋଇନଥାଏ ବରଂ ଏଥିରେ ଅଧିକ ପରିମାଣରେ ନ୍ୟୁଟ୍ରିଏନ୍ଟ ରହିଥାଏ ଫଳରେ ଶରୀରକୁ ପ୍ରଚୁର ପରିମାଣରେ ଏନର୍ଜି ମିଳିଥାଏ । ବାସି ରୋଟି ସକାଳ ଜଳଖିଆ ରେ ଖାଇବା ବହୁତ୍ ଲାଭଦାୟକ ହୋଇଥାଏ ।

ଏହା ବଜାରରେ ମିଳୁଥିବା ପୋହା ବା ଓ ଟ୍ସ ଠାରୁ ବହୁତ ଫାଇଦାମନ୍ଦ ହୋଇଥାଏ । ରାତି ସାରା ରୋଟି ରହିବା କାରଣରୁ ଏଥିରେ କିଛି ଏପରି ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ତାହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାନ୍ତି । ବ୍ୟାକ୍ଟେରିଆ ୨ ପ୍ରକାରର ଯାହାକି ଭଲ ବ୍ୟାକ୍ଟେରିଆ ଓ ଅନ୍ୟଟି ଖରାପ ବ୍ୟାକ୍ଟେରିଆ । ବାସି ରୁଟିରେ ଭଲ ବ୍ୟାକ୍ଟେରିଆ ଥାନ୍ତି । ଏହାକୁ ଖାଇବାର ସଠିକ୍ ଉପାୟ ଆସନ୍ତୁ ଜାଣିବା ।

ଯଦି ଆପଣ ଶୁଗାର ପେସେଣ୍ଟ ତେବେ ଆପଣ ବାସିରୁଟିକୁ ଥଣ୍ଡା କ୍ଷୀରରେ ଭିଜେଇ କରି ଖାଆନ୍ତୁ । ଏହା ଆପଣଙ୍କୁ ସୂଗାର ଲେବଲ୍ କମାଇବାପାଇଁ ବହୁତ ଲାଭଦାୟକ ହେବ । ମେଡିକାଲ୍ ସାଇନ୍ସ ଦ୍ବାରା କୁହାଯାଇଛି ଯେ ଡାଇବେଟିସ ଏକ ଏମିତି ରୋଗ ଯାହାକି ସହଜରେ କମେ ନାହିଁ । କିନ୍ତୁ ଆୟୁର୍ବେଦ କହେ ଯେ ଏମିତି କୌଣସି ରୋଗ ନାହିଁ ଯେ ଯାହାକି ଭଲ ହେବନାହିଁ ।

ଥଣ୍ଡା କ୍ଷୀର ସାଙ୍ଗରେ ଯେତେବେଳେ ଆପଣ ବାସି ରୁଟି ଖାଉଛନ୍ତି ସେ ଆପଣଙ୍କ ସୁଗାର୍ ଲେବଲକୁ କଣ୍ଟ୍ରୋଲ କରିଥାଏ । ଆପଣ ଲଗାତାର ୨ ରୁ ୩ ମାସ ଖାଆନ୍ତୁ ଏବଂ ଆପଣ ନିଜେ ଜାଣି ପାରିବେ କି ଆପଣଙ୍କ ସୂଗାର ଲେବଲ୍ କମିବାରେ ଲାଗିଛି । ହାଇ ବିପି ଓ ଲୋ ବିପିକୁ କମାଇବା ପାଇଁ ବାସି ରୁଟି ମଧ୍ୟ ଲାଭ ଦାୟକ ହୋଇଥାଏ । ଏଥି ନିମନ୍ତେ ଆପଣଙ୍କୁ ବାସିରୁଟି କୁ ଗରମ କ୍ଷୀର ସହିତ ଖାଇବାକୁ ପଡ଼ିବ । ତେବେ ଏହା ଆପଣଙ୍କୁ ଆଗାମୀ ଦିନରେ ହେବାକୁ ଯାଉଥିବା ବ୍ଲଡ଼ ରିଲେଟେଡ୍ ରୋଗରୁ ପ୍ରୋଟେକ୍ଟ୍ କରିବ ।

ଯଦି ଆପଣ ବହୁତ ପତଳା ଅଛନ୍ତି ଓ ବହୁତ୍ ଦିନ ହେଲା ଆପଣ ନିଜ ଓଜନ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ତେବେ ବାସି ରୁଟି ଆପଣଙ୍କୁ ବହୁତ୍ ଫାଇଦା ଦେବ । ତେଣୁ ଆପଣ ସକାଳୁ ବାସି ରୁଟି ପିନଟ ବଟର ଲଗାଇ ଖାଆନ୍ତୁ । ଓ ପରେ ଏକ ଗ୍ଲାସ୍ କ୍ଷୀର ପିଅନ୍ତୁ । ଏଥିରେ ଥିବା ପ୍ରୋଟିନ ଆପଣଙ୍କ ପତଳା ଶରୀରକୁ ମୋଟା କରିବା ସହ ଆପଣଙ୍କ ଓଜନ କୁ ବହୁତ ଜଲ୍ଦୀ ବଢ଼ାଇବ ।

ଏହା ବ୍ୟତୀତ ଯଦି ଆପଣ ନିଜର ମୋଟାପାକୁ କମାଇବା ପାଇଁ ବହୁତ ସାରା ଉପାୟ କରିସାରିଲେଣି କିନ୍ତୁ କିଛି ଫଳପ୍ରଦ ହେଉନାହିଁ ତେବେ ଆପଣ ବାସି ରୁଟି ଖାଆନ୍ତୁ । ସକାଳୁ ଆପଣ ବାସି ରୁଟି କୁ ଅଳ୍ପ କ୍ଷୀରରେ ଭିଜେଇ ଖାଆନ୍ତୁ ଯାହାକି ଆପଣଙ୍କ ମେଟା ବୋଲିଯିମ୍ ପ୍ରୋସେସ୍ ବୁଷ୍ଟ୍ ହେବ । ମେଟାବୋଲିଷ୍ଟ୍ ରେଟ୍ କମ୍ ହେବା ଫଳରେ ଶରୀରରେ ଫ୍ୟାଟ ରେଟ ବଢ଼ିଥାଏ । ଆମେ ଯାହା ଖାଦ୍ୟ ଖାଉଛେ ତାହା ଏନର୍ଜି ରେ ପରିଣତ ନହୋଇ ଫ୍ୟାଟରେ ପରିଣତ ହୋଇଯାଏ । ତେଣୁ ବାସୀରୁଟି ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ ଓଜନ କମ କରିବାକୁ ।

ଏହା ସ୍କିନ୍ ରିଲେଟେଡ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ରୀଙ୍କଳ୍ସ ଆସିବାରୁ ମଧ୍ୟ ଏହା ରୋକିଥାଏ । ଚେହେରାରେ ଗ୍ଲୋ ଆଣିଥାଏ, ଏହା ଚୁଟି ଝାଡ଼ିବା ସମସ୍ୟା କୁ ମଧ୍ୟ ଦୂର କରିଥାଏ ଓ ମୋଟା ଓ ମଜଭୁତ ଚୁଟି ବାନାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ସକାଳେ ବାସି ରୁଟି ସହ କ୍ଷୀର ଗୋଟେ ଗ୍ଲାସ୍ ପିଅନ୍ତୁ । ଡାଇଯେସନ୍ ପ୍ରୋବ୍ଲେମ୍ କୁ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ବଟର ମିଲ୍କ ସହ ବାସି ରୁଟି ଖାଆନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।