ପୂଜା ପୂର୍ବରୁ ରାଜଧାନୀରେ ଗ-ଡି-ଲା ମୁ-ଣ୍ଡ । ବରିଷ୍ଠ ସାମ୍ବାଦିକଙ୍କ ପୁଅଙ୍କୁ ଅ-ପ-ହ-ର-ଣ ପରେ ହ-ତ୍ୟା କରାଯାଇଛି । କିଏ ସେ ବନ୍ଧୁ ଯାହାଙ୍କ ସହ ଗାଡିରେ ଯାଇଥିଲେ ମନୀଷ । ପ୍ରଥମେ ଟଙ୍କା ମାଗିଲେ ଓ ପରେ ହ-ତ୍ୟା କଲେ ? ହ-ତ୍ୟା ପଛରେ କେବଳ ଟଙ୍କା ନା ରହିଛି ଅନ୍ୟ କିଛି ର-ହ-ସ୍ୟ ? ବର୍ତ୍ତମାନ ହ-ତ୍ୟା ପଛର ର-ହ-ସ୍ୟ ଖୋଜୁଛି କ-ମି-ଶ-ନ-ରେ-ଟ ପୋ-ଲି-ସ । ଓଡିଶାର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହେବା ପରେ ସାମନାକୁ ଆସୁଛି ଗୋଟେ ପରେ ଗୋଟେ ତଥ୍ୟ ।

ଗତକାଲି ସାଙ୍ଗ ଦୋକାନରେ ବସିଥିଲେ ମନୀଷ । ଠିକ ସେହି ସମୟରେ ଗୋଟିଏ ଗାଡି ଆସି ତାଙ୍କୁ ଅ-ପ-ହ-ର-ଣ କରିଥିଲା । ତାଙ୍କୁ ଅ-ପ-ହ-ର-ଣ କରାଯାଇଛି ବୋଲି ମନୀଷ ପରିବାର ଲୋକଙ୍କୁ ଫୋ-ନ କରି ମଧ୍ୟ କହିଥିଲେ । ତାଙ୍କୁ ମା-ଡ ମଧ୍ୟ ମ-ରା-ଯା-ଇ-ଛି । ପୁଅ ମୃ-ତ୍ୟୁ-ରେ ଭାଙ୍ଗି ପଡିଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପୂର୍ବ ଶ-ତ୍ରୁ-ତା-କୁ କେନ୍ଦ୍ର କରି କେହି ଏମିତି ଜ-ଘ-ନ୍ୟ କା-ଣ୍ଡ ଘ-ଟା-ଇ-ଥା-ଇ ପାରନ୍ତି ବୋଲି ସ-ନ୍ଦେ-ହ କରାଯାଉଛି ।

ଯେଉଁ ସ୍ଥାନରୁ ମନୀଷଙ୍କୁ ଅ-ପ-ହ-ର-ଣ କରାଯାଇ ଥିଲା, ସେ ସ୍ଥାନର ସି-ସି-ଟି-ଭି ଯା-ଞ୍ଚ କରୁଛି ପୋ-ଲି-ସ । ମିଳିଥିବା ସୂଚନା ଅନୁସାରେ ଅ-ପ-ହ-ର-ଣ ହୋଇଥିବା ଗାଡିର ନମ୍ବର ପୋ-ଲି-ସ-କୁ ମିଳି ସାରିଛି । ଏପ୍ରିଲ ମାସରେ ମନୀଷଙ୍କ ନିର୍ବନ୍ଧ ସରିଥିଲା ଓ ଆସନ୍ତା ୨୧ ତାରିଖରେ ତାଙ୍କର ବିବାହ ଥିଲା । ଶନିବାର ଦିନ ରାତିରେ ଇନଫୋସିଟି ଅଞ୍ଚଳରେ ତାଙ୍କୁ ଶେ-ଷ ଥର ପାଇଁ ଦେଖିବାକୁ ମିଳିଥିଲା ।
ସେଠାରୁ ସେ ଦୁଇ ଜଣ ଯୁବକଙ୍କ ସହ କାର ଯୋଗେ ଆସିବାର ବାପାଙ୍କୁ ଫୋ-ନ ମାଧ୍ୟମରେ କହିଥିଲେ । ସେ ନି-ଖୋ-ଜ ଥିବା ନେଇ ଇନଫୋସିଟି ଥା-ନା-ରେ ତାଙ୍କ ବାପା ମଧ୍ୟ ଏ-ତ-ଲା ଦେଇଥିଲେ । ତେବେ ପାତ୍ରପଡା ନିକଟସ୍ଥ ଏକ ପୋଖରୀରେ ତାଙ୍କ ମୃ-ତ-ଦେ-ହ ଭାସୁଥିବାର ଗାଁ ଲୋକେ ଖବର ଦେଇଥିଲେ । ବର୍ତ୍ତମାନ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି । ସେ ଦୁଇ ଯୁବକ କିଏ ଥିଲେ ? ଟଙ୍କା ପାଇଁ ନ ଅନ୍ୟ କୌଣସି ଶ-ତ୍ରୁ-ତା ପାଇଁ ମନୀଷଙ୍କୁ ହ-ତ୍ୟା କରାଯାଇଛି ?
ଏହି ସମସ୍ତ ବିଷୟର ତ-ଦ-ନ୍ତ ଆରମ୍ଭ କରିଛି ପୋ-ଲି-ସ । ଏଥିପାଇଁ ଏକ ସ୍ପେଶାଲ ସ୍କ୍ବାଡ ମଧ୍ୟ ଗଠନ କରିଛି । ଘ-ଟ-ଣା-ସ୍ଥ-ଳ-ରେ ସାଇଣ୍ଟିଫିକ ଟିମ୍ ମଧ୍ୟ ତ-ଦ-ନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମନୀଷଙ୍କ ମୃ-ତ-ଦେ-ହ-କୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଯାଇଛି । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।