ସକାଳୁ ସକାଳୁ କୁକୁର କହୁଛି ରାମ ରାମ । ହଠାତ ପାଟି କୁ କେମିତି ଆସିଲା ରାମ । ଏହା ଦେଖି କୁକୁର ର ମାଲିକ ଆଶ୍ଚର୍ଯ୍ୟ ହେଲା ଯେ କେମିତି କହୁଛି କୁକୁର ରାମ ରାମ ? ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ପ୍ରତେକ ଦିନ କୁକୁର ଟି ଭୁକୁଥିଲା । ହେଲେ ଆଜି କେମିତି କହି ଦେଲା ଜୟ ଶ୍ରୀରାମ । ଖାଇବାକୁ ଦେଲେ ଖାଉଥିଲେ ଆଉ ଭୋକୁଥିଲା । କିନ୍ତୁ ଆଜି କହୁଛି ରାମ ରାମ । ଆଜି ସକାଳୁ କୁକୁର ରାମ ରାମ କହୁଥିବାର ଦେଖିଥିଲେ ମାଲିକିଆଣୀ ।
ଆଉ ତା ପରେ ଯେଉଁ ଘରେ ଭଗବାନ ରାମଙ୍କୁ ପୂଜା କରାଯାଏ ସେହି ଘରକୁ ଦୌଡିଥିଲା କୁକୁର ଟି । ଆଉ କୁକୁର କୁ ଦେଖି ମାଲିକିଆଣୀ ଆଶ୍ଚର୍ଯ୍ୟ ହୋଇଥିଲେ । ତେଣୁ ନିଜ ପୋଷା କୁକୁର କୁ ଧରି ବେଡ ରୁମକୁ ଆସିଥିଲେ ମାଲିକିଆଣୀ । ଆଉ ପାଖରେ ବସାଇ କୁକୁର କୁ ଯେମିତି ମାଲିକିଆଣୀ କହିବା ଆରାମ୍ଭ କରିଲେ ଜୟ ଶ୍ରୀ ରାମ ରାମ ରାମ ଠିକ ସେମିତି କୁକୁର ମଧ୍ୟ କହିବା ଆରମ୍ଭ କରି ଦେଲା ।
22 ଜାନୁଆରୀ ରେ ରାମ ଲାଲ ଙ୍କର ପ୍ରାଣ ପ୍ରତିଷ୍ଠା ଉଶ୍ଚବା ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାହିଁକି ସମସ୍ତେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଅନେଇ ଉଶ୍ଚାହ ଅଛନ୍ତି । ସାରା ଦେଶ ଏ ନେଇ ରାମମୟ ହୋଇ ଉଠିଛି । ଖାଲି ମଣିଷ ନୁହନ୍ତି ପଶୁପକ୍ଷୀ ଗଛଲତା ମଧ୍ୟ ଭକ୍ତି ରେ ଝୁରୁଥିବା ଦେଖିବାକୁ ମିଳିଛି ।
ଆଉ ଏବେ ପଶୁପକ୍ଷୀ ମଧ୍ୟ ରାମ ରାମ କହିବ ଆରମ୍ଭ କରି ଦେଲେଣି । ତେବେ ଛତିଶଗଡ ରୁ ଦେଖିବାକୁ କୁକୁର ର ରାମ ରାମ କହିବାର ଦ୍ରୁଶ୍ଯ । ରାଜ୍ୟର ଦୁର୍ଗ ଅଞ୍ଚଳରୁ ଏକ କୁକୁର ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ରେ କୁକୁର ଟି ରାମ ରାମ କହୁଥିବାର ଦେଖିବାକୁ ମିଳିଛି । ତେବେ ଜୁଲି ନାମକ ଏହି କୁକୁର ନିଜର ମାଲିକିଆଣୀ ଙ୍କ କହିବ ଅନୁଯାୟୀ ରାମ ରାମ କହୁଛି ।
ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେଉଁ କୁକୁର ନୀତିଦିନ ଭୋକୁଥିଲା ଆଜି ହଠାତ ଏମିତି କାହିଁକି ରାମ ନାମ କହୁଛି । ଅନ୍ୟ ପଟେ 22 ଜାନୁଆରୀ ପାଖେଇ ଆସୁଛି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ । ଆଉ ଏପଟେ କୁକୁର ର ଏଭଳି ରାମ ରାମ କହିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।