ହାତକୁ ଦି’ ହାତ ହେଲେ ଚର୍ଚ୍ଚିତ ଅଭିନେତ୍ରୀ Prakruti Mishra, ହଠାତ କାହିଁକି ନେଲେ ଏଭଳି ନିଷ୍ପତ୍ତି ? ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ video

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ବହୁଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ବିବାଦୀୟ ଅଭିନେତ୍ରୀଙ୍କ ତାଲିକାରେ ଯୋଡି ସାରିଛି । ସୁପରଷ୍ଟାର ବାବୁଶାନ ମହାନ୍ତି ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ସହ ବିବାଦରର ଛନ୍ଦି ହେବା ପରେ ପ୍ରକୃତିଙ୍କୁ ଲାଇମ ଲାଇଟରେ ଅଧିକ ଦେଖିବାକୁ ମିଳୁଛି । ତେବେ ପ୍ରକୃତିଙ୍କୁ ନେଇ ଏବେ ନୂଆ ଖବର ସାମ୍ନାକୁ ଆସିଛି । ଗତ କିଛିଦିନ ତଳେ ବିବାଦ ଘେରରେ ଥିବା ପ୍ରକୃତି ଏବେ କୁଆଡେ ହାତକୁ ଦି’ ହାତ ହୋଇଛନ୍ତି ।

ଏହାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଠି ଦେଖିବାକୁ ମିଳୁଛି କି, ପ୍ରକୃତି ଲାଲ ରଙ୍ଗର ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି ଓ ଏକଦାମ କନିଆଁ ବେଶରେ ସଜେଇ ହୋଇଛନ୍ତି । ମଣ୍ଡପରେ ତାଙ୍କ ବର ତାଙ୍କ ପାଖରେ ବସିଛନ୍ତି ଓ ନନା ମନ୍ତ୍ର ପଢୁଛନ୍ତି । ବୈଦିକ ରୀତିନୀତିରେ ପ୍ରକୃତି ବିବାହ କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତିଙ୍କ ଅଚାନକ ବିବାହ ଖବର ତାଙ୍କ ପ୍ରଶଂସକ ମାନଙ୍କୁ ଆଚମ୍ବିତ କରିଥିବା ବେଳେ ଏହା କୌଣସି ଏକ ଫିଲ୍ମ ଶୁ-ଟି-ଙ୍ଗ ର ଦୃଶ୍ୟ ବୋଲି ଜଣାପଡିଛି ।

ବିବାହ ମଝିରେ ଶୁଣିବାକୁ ମିଳୁଛି “କଟ୍”, ବାସ୍ ଏଇଠୁ ଯେକେହି ଜାଣି ପାରିବେ କି ଏହା କୌଣସି ଶୁ-ଟି-ଙ୍ଗ ସେଟର ଦୃଶ୍ୟ ବୋଲି । ତେବେ ପ୍ରକୃତି ମିଶ୍ରଙ୍କ ବାହାଘର ହୋଇଛି କିନ୍ତୁ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ । ବିବାହ ବେଦିରେ ପ୍ରକୃତିଙ୍କ ବର ତାଙ୍କୁ ସିନ୍ଦୂର ପିନ୍ଧାଉଛନ୍ତି ଏବଂ ଉଭୟ ପରସ୍ପରକୁ ବରଣମାଳା ପକାଉଛନ୍ତି ।

ପାଖରେ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷ ରହି ବିବାହକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । କଟକ ଦେଉଳସାହି ସ୍ଥିତ ମୋନାଲିସା ମଣ୍ଡପରେ ପ୍ରକୃତି ମିଶ୍ରଙ୍କ ବାହାଘର ର ଏହି ଦୃଶ୍ୟଟି ଶୁ-ଟି-ଙ୍ଗ ହୋଇଛି । ପ୍ରକୃତି ସତରେ ବାହା ହୋଇ ନାହାନ୍ତି ବରଂ ଏହା ତାଙ୍କ ଶୁ-ଟି-ଙ୍ଗ ସେଟର ଏକ ଦୃଶ୍ୟ । ତେବେ ପ୍ରକୃତି କେଉଁ ଫିଲ୍ମ ପାଇଁ ଶୁ-ଟି-ଙ୍ଗ କରୁଛନ୍ତି ତାହା ସ୍ପଷ୍ଟ ହୋଇନି । ଆଉ କିଛିଦିନ ପରେ ଏହା ନିଶ୍ଚୟ ଜଣା ପଡିଯିବ ।

ପ୍ରକୃତି ବିବାଦରୁ ବାହାରିବା ପରେ ଏବେ ନିଜ କ୍ଯାରିୟର ପ୍ରତି ଧ୍ୟାନ ଦେଉଛନ୍ତି ଏବଂ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖୁଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତିଙ୍କ ବାହାଘର କଥା ଶୁଣି ଆପଣ କଣ ଭାବୁଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।