Jyotish Shastra- କାନ୍ଦିବାର ଦିନ ହେଲା ଶେଷ, ଆଜି ରାତି ଠାରୁ ଏହି 6 ଟି ରାଶି ଉପରେ ପ୍ରଭୁ ବଜରଙ୍ଗବଲି ଙ୍କର ହେବ କୃପା ବର୍ଷା, ଜୀବନର ସମସ୍ତ ସମସ୍ୟାରୁ ମିଳିବ ମୁକ୍ତି

ଜ୍ୟୋତିଷ  ଶାସ୍ତ୍ର  ଅନୁସାରେ  ଗ୍ରହ  ନକ୍ଷତ୍ରର ସ୍ଥିତି  ବଦଳିବା  ସହ  ମନୁଷ୍ୟଙ୍କ  ଜୀବନ ବଦଳି ଥାଏ । ମନୁଷ୍ୟ କେବେ ଖୁସିରେ ରହେ ତ କେବେ ଦୁଖରେ ରହେ । ମଣିଷର  ଗ୍ରହ ଅନୁସାରେ ଫଳ ମିଳିଥାଏ । ପରିବର୍ତ୍ତନ  ପ୍ରକୂତିର  ନିୟମ ଏହାକୁ  ରୋକାଯାଇ ପାରିବ ନାହିଁ । କିଛି ଲୋକଙ୍କ କୁଣ୍ଡଳୀରେ ଗ୍ରହ ଶୁଭ ସଙ୍କେତ ଦେଇଥାଏ । ଏହି ରାଶିର ଲୋକଙ୍କ ଉପରେ ହନୁମାନଙ୍କ କୃପା ରହିଲେ କଷ୍ଟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଏମାନଙ୍କ ଭିତରୁ ଭାଗ୍ୟଶାଳୀ କିଏ ? ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ହନୁମାନଙ୍କ କୃପା ରହିବ

ମିଥୁନ ରାଶି

ଏହି ରାଶିର ଲୋକମାନେ କୌଣସି ନିସ୍ପତି ନେଇପାରିବେ ଚାକିରି ବି ପାଇପାରିବେ । ବେପାର ଭଲ ହେବ ସହ ଭାଇ ଭଉଣୀ ସହ ମନାନ୍ତର ଦୂର ହେବ । କୌଣସି କାମର ସଫଳତା ମିଳିବ ଓ ବ୍ୟକ୍ତିତ୍ବର ବିକାଶ ହେବ । ଜୀବନ ସାଥି ସହ ଭଲ ରହିବ ଓ ଆର୍ଥିକ ସ୍ଥିତି ଭଲ ରହିବ।

କନ୍ୟା ରାଶି

ଏହି ରାଶିର ଲୋକମାନଙ୍କର ସମୟ ଭଲ ରହିବ ।  ପରିବାରରେ କୌଣସି ପୂଜା ହେବ ସହ ସୁଖ ଶାନ୍ତି ରହିବ ।  ବିପରୀତ ପରିସ୍ଥିତିର ସାମନା କରିବେ ।  ଭଲ ମଣିଷ  ହେବାର ପ୍ରଶଂସା ପାଇବେ । କୌଣସି ପୁରୁଣା କ୍ଷତିର ଲାଭ ମିଳିବ ।

ତୂଳା ରାଶି

ହନୁମାନଙ୍କ କୃପାରୁ ଏହି ରାଶିର ଲୋକମାନଙ୍କର ଜୀବନରେ ସମସ୍ଯା ସରିବ ଓ ବାକି ଥିବା ଇଛା ପୂରଣ ହେବ । ଖୁସି ପାଇବା ସହ ବେପାରରେ ଲାଭ ମିଳିବ । ବିଦ୍ୟାର୍ଥୀମାନେ ଭଲ ପାଠ ପଢିବେ ।

ବିଛା ରାଶି

ଏହି ରାଶିର ଲୋକମାନଙ୍କୁ କଷ୍ଟର ଫଳ ମିଳିବ । ବେପାରରେ ସଫଳତା ସହ କଷ୍ଟ ଦୂର ହେବ । ପ୍ରେମ କରୁଥିବା ଲୋକଙ୍କର ବିଭାହ ଯୋଗ ରହିଛି। ସନ୍ତାନମାନଙ୍କର ଭଲ ହେବ ।

ଧନୁ ରାଶି

ଏହି ରାଶିର ଲୋକମାନଙ୍କର ଜୀବନରେ କଷ୍ଟ ଦୂର ହେବ । ଭବିଷ୍ୟତରେ ସଫଳତା ପାଇବେ ଓ ଆତ୍ମବିଶ୍ଵାସ ବଢିବ । ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ ।ପରିବାର ସହ ଏକାଠି ରହିବେ । ବେପାରରେ ଉନ୍ନତି ହେବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନେ ଯାନବାହାନ କିଣିବା ସହ ତାଙ୍କର କିଛି ସ୍ଵପ୍ନ ପୁରା ହେବ ।ସାଂସାରିକ ସୁଖ ମିଳିବା ସହ କୌଣସି ଜିନିଷ କିଣିବେ ।କାମରେ ସଫଳତା ମିଳିବ ସହ ସାମାଜିକ କ୍ଷେତ୍ରରେ ନାଁ କରିବେ ।

ଆସନ୍ତୁ ଜାଣିବା ଅନ୍ୟ ରାଶିମାନଙ୍କର କେମିତି ସମୟ ରହିବ

ମେଷ ରାଶି

ମେଷ ରାଶି ଲୋକଙ୍କର ସମୟ ଭଲ ନୁହେଁ କି ଖରାପ ନୁହେଁ । କୌଣସି କାମରେ ବ୍ୟସ୍ତ ନ ହୋଇ ପରିସ୍ଥିତିକୁ ସାମ୍ନା କରିବେ ।ଚାକିରିରେ ବଡ ଅଧିକାରୀଙ୍କ ସହଯୋଗ ମିଳିବ ।  ସାଙ୍ଗମାନଙ୍କ ସହ ଯାତ୍ରା କରିବେ । ମାତା ପିତାଙ୍କ ଦେହ ଭଲ ରହିବ । ବେପାର କରୁଥିବା ଲୋକଙ୍କ ସହ ସତର୍କ ରହିବେ ।

ବୃଷ ରାଶି

ଏହି ରାଶିର ଲୋକମାନେ କଠିନ ପରିଶ୍ରମ କଲେ ନିଜ ଯୋଜନାରେ ସଫଳ ହେବେ । ବଡ ଅଧିକାରୀଙ୍କ ସହଯୋଗ ମିଳିବା  ସହ ଚାକିରିରେ ଉନ୍ନତି ହେବ । ସରକାରୀ ଲୋକଙ୍କର ବଦଳି ହେଇପାରେ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଖାଇବାର ଧ୍ୟାନ ରଖିବେ ।

କର୍କଟ ରାଶି

ଏହି ରାଶିର ଲୋକମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ । କିଛି ଲୋକ ଆପଣଙ୍କୁ ବଦନାମ କରିପାରନ୍ତି । ପିତାଙ୍କ ସହଯୋଗ ସହ ମାତାଙ୍କ ସ୍ନେହ ମିଳିବ ।  ବେପାର ସମ୍ଭନ୍ଧରେ ଯାତ୍ରା କରିବା ସମୟରେ ଧ୍ୟାନ ରଖିବେ । ଲୋକଙ୍କୁ ସାହାଯ୍ୟ କଲେ ମ।ନ ବଢିବ ।

ସିଂହ ରାଶି

ସିଂହ ରାଶି ଲୋକମାନେ ଅଜଣା ଲୋକଙ୍କଠାରୁ ଦୂରେଇ ରହିବେ ।ପଇସା ଦେବେ ସମୟରେ ସତର୍କ ରହିବେ । ପାରିବାରିକ ସ୍ଥିତି ଭଲ ରହିବ । ଚାକିରିରେ ଉନ୍ନତି ସହ କଷ୍ଟର ଫଳ ମିଳିବ ।ନୂଆ ଲୋକଙ୍କୁ ଜାଣିବା ସହ କୋର୍ଟ କଚେରୀ ମାମଳରୁ ଦୂରେଇ ରହିବେ ।

ମକର ରାଶି

ଘରେ ବନ୍ଧୁ  ଆସିକି ପହଞ୍ଚିବା ଯୋଗୁ ଏହି ରାଶିର ଲୋକମାନେ ବ୍ୟସ୍ତ ରହିବେ ।ଅଧିକାରୀଙ୍କ ସହ ଭଲ ସମ୍ପର୍କ ନ ରଖିଲେ ଅସୁବିଧା ହୋଇପାରେ । ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବ ।

ମୀନ ରାଶି

ମୀନ ରାଶିର ଲୋକମଙ୍କର ସମୟ ମଧ୍ୟମ ଧରଣର ରହିବ । ସନ୍ତାନର ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ ।ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ମିଳିବ ।ଋତୁ ପରିବର୍ତ୍ତନ ଯୋଗୁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ ତେଣୁ ଧ୍ୟାନ ରଖିବେ ।ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ କଟାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।